(Video) ବାଃ! ଚମତ୍କାର Acting… ଷ୍ଟେଜ ଉପରେ ଚଢ଼ି ଭିଲିଆନକୁ ପିଟିଲେ ଦର୍ଶକ: ଜୀବନ୍ତ ଅଭିନୟରେ ରାଗିଗଲେ ଦେଖଣାହାରୀ

ଓଡ଼ିଶା ଭାସ୍କର: ଅଭିନୟ ଏକ କଳା, ଆଉ ଏହି କଳାକୁ ନିଖୁଣ ଭାବରେ ମଞ୍ଚ ଉପରେ ପରିବେଷଣ କରିପାରନ୍ତି କଳାକାର । ଅନେକ କଳାକାର ମଞ୍ଚ ଉପରେ ନିଜ ଚରିତ୍ରକୁ ଜୀବନ୍ତ ରୂପ ଦେଇଥାନ୍ତି । ସେମାନଙ୍କ ଅଭିନୟରେ ଭରି ରହିଥାଏ…

ନ୍ୟୁକ୍ଲିୟର ହତିଆରକୁ କଣ୍ଟ୍ରୋଲ କରିବ ଡ୍ରାଗନ୍! AI ଜରିଆରେ ହେବ ସମ୍ଭବ…

ନୂଆଦିଲ୍ଲୀ: ପରମାଣୁ ଅସ୍ତ୍ରର ବିନାଶକାରୀ ରୂପ ସାରା ବିଶ୍ୱ ଦେଖି ସାରିଛି । ୧୯୪୫ ମସିହାରେ ଜାପାନର ହିରୋସୀମା ଏବଂ ନାଗାସାକିରେ ହୋଇଥିବା ନ୍ୟୁକ୍ଲିୟର ଆକ୍ରମଣ ଏହାର ଉଦାହରଣ ହୋଇ ରହିଛି । ତେବେ ପରେ ଋଷ, ଫ୍ରାନ୍ସ,…

ଏବେ ବି ଆସୁଛି TB ସଂକ୍ରମଣ ମାମଲା, ରୋଗୀଙ୍କ ଦେହରେ କାମ କରୁନି ଔଷଧ: ଜାଣନ୍ତୁ ମଲ୍ଟି ଡ୍ରଗ୍ ରେଜିଷ୍ଟାଣ୍ଟ ବିଷୟରେ…

ନୂଆଦିଲ୍ଲୀ: ପୂର୍ବ ଅପେକ୍ଷା ଭାରତରେ ଟ୍ୟୁବରକ୍ୟୁଲୋସିସ ବା ଟିବି ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ହାସ ପାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ରିପୋର୍ଟ କହିଛି ଯେ, ଗତ ୮ ବର୍ଷରେ ସଂକ୍ରମିତଙ୍କ ସଂଖ୍ୟାରେ…

ମନରୁ ଲିଭିନି ରୋହିତଙ୍କ ଆଖିର ଲୁହ… ୨୦୨୩ ବିଶ୍ୱକପକୁ ନେଇ ଖୁସି ଖବର ଦେଲା ଆଇସିସି: ମିଳିଛି ବମ୍ପର ରୋଜଗାର

ନୂଆଦିଲ୍ଲୀ: ଆଖିରେ ଲୁହ, ମନରେ ଅକୁହା ଯନ୍ତ୍ରଣା । ସେହି ଗୋଟିଏ ରାତି, ଯାହା କୋଟି କୋଟି ଭାରତୀୟଙ୍କୁ ଆଖିରେ ଲୁହ ଭରି ଦେଇଥିଲା । କାନ୍ଦୁଥିଲେ ରୋହିତ, କାନ୍ଦୁଥିଲେ ବିରାଟ-ଦ୍ରାବିଡ ଆଉ ସାରା ଭାରତ । ଧାର ଧାର…

FashTag-Toll Taxରୁ ମିଳିବ ମୁକ୍ତି… ବଦଳିଲା ଟୋଲ୍ ନିୟମ: ଲାଗୁ ହେବ ନୂଆ ସିଷ୍ଟମ

ନୂଆଦିଲ୍ଲୀ: ଭାରତରେ ହାଇସ୍ପିଡରେ ନିର୍ମାଣ ହେବାରେ ଲାଗିଛି ହାଇୱେ ଏବଂ ଏକ୍ସପ୍ରେସ ୱେ । ଏହାସହିତ ତାଳ ଦେଇ ବଦଳିବାରେ ଲାଗିଛି ଟ୍ରାଫିକ ଏବଂ ଟୋଲ ଟାକ୍ସ ନିୟମ । ହାଇୱେ ଏବଂ ‘ଏକ୍ସପ୍ରେସ ୱେ’ରେ ପରିବହନ…

Haunted Railway Stations… ଦେଶର ୫ଟି ଭୟଙ୍କର ଷ୍ଟେସନ୍, ଭୟରେ ଥରି ଉଠେ ଛାତି: ପଢ଼ନ୍ତୁ ଏଠାକାର କାହାଣୀ

ଓଡ଼ିଶା ଭାସ୍କର: ଭାରତରେ ଏମିତି ଅନେକ ସ୍ଥାନ ରହିଛି ଯାହାକୁ ଭୟାନକ ସ୍ଥାନ ଭାବରେ ଗଣାଯାଏ । କିନ୍ତୁ ବୈଜ୍ଞାନିକ ମାନଙ୍କ କହିବା ମୁତାବକ, ଭୁତ ଭଳି କିଛି ଜିନିଷ ନାହିଁ । ଏସବୁ କେବଳ କଳ୍ପନା ମାତ୍ର । ଏହା ସତ୍ତେ୍ୱ…

ପାଣି କମ୍ ପାଇବା ହୋଇପାରେ କ୍ଷତିକାରକ: Cholestrol ବଢିବା ସହ ହୋଇଥାଏ ଏହିସବୁ ସମସ୍ୟା

ଓଡ଼ିଶା ଭାସ୍କର: ଆପଣଙ୍କ ହୃଦୟର ସ୍ୱାସ୍ଥ୍ୟ ଆପଣଙ୍କ ଆପଣଙ୍କ ଖାଇବା ପିଇବା ସହିତ ଜଡିତ । ଆପଣ ପ୍ରତି ଦିନ କ’ଣ ଖାଉଛନ୍ତି ତାହା ଆପଣଙ୍କ ଶରୀରକୁ ପ୍ରଭାବିତ କରିବା ସହିତ ତାହା ଆପଣଙ୍କ ହୃଦୟକୁ ମଧ୍ୟ ପ୍ରଭାବିତ କରିଥାଏ…

ପରଦାକୁ ଫେରିବ CID… ACP-ଦୟା-ଅଭିଜିତ କରିବେ Investigation: Sony ଚାନେଲରେ ପରିବର୍ତ୍ତନ

ମୁମ୍ବାଇ: ଖୁବଶୀଘ୍ର ଛୋଟ ପରଦାକୁ ଫେରୁଛି ଲୋକପ୍ରିୟ Detective Series CID । ଦର୍ଶକଙ୍କ ଅନେକ ଦିନର ଅପେକ୍ଷା ଏବେ ଶେଷ ହେବାକୁ ଯାଉଛି । ପୁଣିଥରେ ସସପେନ୍ସ, ଥ୍ରିଲର ଏବଂ ଆକ୍ସନ ସହ ଫେରିବ CIDର ନୂଆ ସିରିଜ ।…

Live-Inରେ ଥିବା ଦମ୍ପତ୍ତିଙ୍କୁ ମିଳୁ ସୁରକ୍ଷା… ବିବାହ ଯେଉଁଠି ବି ହେଉ: ରାୟ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ପଞ୍ଜାବ ହାଇକୋର୍ଟ ଲିଭ୍ ଇନ୍ ରିଲେସନ୍ କୁ ନେଇ ଏକ ବଡ଼ ରାୟ ପ୍ରକାଶ କରିଛନ୍ତି । ଲିଭ୍-ଇନ୍ ସମ୍ପର୍କରେ ରହୁଥିବା ଦମ୍ପତ୍ତିଙ୍କୁ ସୁରକ୍ଷା ମିଳିବା ଉଚିତ୍ ବୋଲି କହିଛନ୍ତି ଉଚ୍ଚ ନ୍ୟାୟାଳୟ । ଏହି…

AI Drone ରୋକିବ ରେଳ ଦୁର୍ଘଟଣା! ୨୫ ମିଲି ସେକେଣ୍ଡରେ ଖୋଜିବ ପାୱାର ଲାଇନ୍ ସମସ୍ୟା

ନୂଆଦିଲ୍ଲୀ: ଦୁଇ ଦିନ ଭିତରେ ଦୁଇଟି ସ୍ଥାନରେ ୨ଟି ଟ୍ରେନକୁ ଉଡ଼ାଇ ଦେବା ପାଇଁ ଷଡ଼ଯନ୍ତ୍ର ହୋଇଥିବା ଘଟଣା ସାମନାକୁ ଆସିଛି । ଏ ନେଇ ସ୍ପଷ୍ଟ ନ ହୋଇଥିଲେ ମଧ୍ୟ ଘଟଣାସ୍ଥଳରୁ ମିଳିଥିବା ସନ୍ଦିଗ୍ଧ ଜିନିଷ ଏହାକୁ…