ସପ୍ତଶଯ୍ୟାରେ ନିଖୋଜ ଥିବା ୫ଜଣ ଛାତ୍ର ଉଦ୍ଧାର; ପୋଲିସ ଏବଂ ବନ ବିଭାଗ କର୍ମଚାରୀଙ୍କୁ ମିଳିଲା ସଫଳତା

ଢେଙ୍କାନାଳ: ସପ୍ତଶଯ୍ୟା ପାହାଡକୁ ରବିବାର ବୁଲିଯାଇଥିବା ୫ଜଣ ଛାତ୍ର ନିଖୋଜ ଥିଲେ । ଗତକାଲି ବଳମ୍ବିତ ରାତିରେ ଉଦ୍ଧାରକାରୀ ଟିମ ପୋଲିସ ଏବଂ ବନବିଭାଗ କର୍ମଚାରୀ ଦ୍ୱାରା ସେମାନଙ୍କୁ ଉଦ୍ଧାର କରାଯାଇଛି । ଖବର…

ଶସ୍ତା ହେଲା Jawa Yezdi 350 ବାଇକ୍ , ନୂଆ ଫିଚର ଅପଗ୍ରେଡ ସହିତ ଶୋ’ ରୁମରେ ଉପଲବ୍ଧ

ଓଡିଶା ଭାସ୍କର: ଆଜିର ସମୟରେ ଜାୱା ୟେଜଡି ବାଇକକୁ ଯୁବବର୍ଗର ବ୍ୟକ୍ତିମାନେ ବେଶ ପସନ୍ଦ କରୁଛନ୍ତି । ଯେଉଁମାନେ ଏହି ବାଇକ ପସନ୍ଦ କରନ୍ତି ସେମାନଙ୍କ ପାଇଁ ଆସିଲା ଖୁସି ଖବର । ୨୦୨୪ର ଜାୱା ୩୫୦ ସିସିର ଲାଟେଷ୍ଟ…

ଗର୍ଭବତୀ ମହିଳା ମାନେ ମେଥି ବ୍ୟବହାର କରୁଛନ୍ତି କି ? ସତର୍କ ରୁହନ୍ତୁ ନହଲେ ହୋଇପାରେ ଗମ୍ଭୀର ସମସ୍ୟା

ଓଡିଶା ଭାସ୍କର: ପ୍ରତ୍ୟେକ ରୋଷେଇ ଘରେ ଆପଣମାନେ ମେଥିକୁ ଖାଦ୍ୟରେ ବ୍ୟବହାର କରିଥାନ୍ତି । କିଛି ଲୋକମାନେ ମେଥିକୁ ଓଜନ ହ୍ରାସ ପାଇଁ ମଧ୍ୟ ବ୍ୟବହାର କରିଥାନ୍ତି । ତେବେ ଅଧିକ ମେଥି ବ୍ୟବହାର କରିବା ଦ୍ୱାରା କଣ…

ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ: ୬ ତାରିଖରୁ ପୁଣି ବର୍ଷାରେ ଭିଜିବ ସାରା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ ଚଳିତ ମାସ ୬ ତାରିଖରେ ବଙ୍ଗୋପସାଗରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ୭ ତାରିଖ ବେଳକୁ ଏହି ବର୍ଷାର ପରିମାଣ ବଢିବାନେଇ ପାଣିପାଗ ବିଭାଗ ଆକଳନ କରିଛି । ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି…

ନବଜାତ ଶିଶୁମାନଙ୍କୁ ପାଣିଦେଉଛନ୍ତି କି ? ଜନ୍ମ ହେବାର କେତେଦିନ ପରେ ଦେବେ ଜାଣନ୍ତୁ ନିୟମ

ଓଡିଶା ଭାସ୍କର: ନବଜାତ ଶିଶୁମାନଙ୍କର ଯତ୍ନନେବା ଏକ ସହଜକଥା ନୁହେଁ । ସେମାନଙ୍କୁ ମୁଖ୍ୟତ ସ୍ତନ୍ୟପାନ କରାଇବା ଏବଂ ଶୋଇବା ପର୍ଯ୍ୟନ୍ତ ସବୁଯତ୍ନ ଠିକ ଭାବରେ ନେବାକୁ ହୋଇଥାଏ । ନବଜାତ ଶିଶୁଙ୍କୁ ପ୍ରତି ଦୁଇ ଘଣ୍ଟା…

ଆଗାମୀ ନିର୍ବାଚନ ପାଇଁ ହେମନ୍ତ ସୋରେନଙ୍କ ଆହ୍ୱାନ; ଝାଡଖଣ୍ଡରୁ ବିଜେପିକୁ ହଟେଇବାକୁ ଦେଲେ ଚେତାବନୀ

ନୂଆଦିଲ୍ଲୀ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରନ ଶୁକ୍ରବାର କୋର୍ଟରୁ ଜାମିନ ପାଇଛନ୍ତି । ଏନେଇ ହେମନ୍ତ ଜେଏମଏମ ଦଳର ସମସ୍ତ କର୍ମୀମାନଙ୍କୁ ନେଇ ଝାଡଖଣ୍ଡର ଆଗାମୀ ବିଧାନସଭା ନିର୍ବାଚନ ସମ୍ପର୍କରେ…

ଟାଟୁ କାଟୁଛନ୍ତି କି ! ହୋଇପାରେ ଆପଣଙ୍କୁ ବି କ୍ୟାନ୍ସର

ଓଡିଶା ଭାସ୍କର: ଟାଟୁ ବନେଇବା ଆଜିକାଲି ଏକ ଫ୍ୟାସନରେ ପରିଣତ ହୋଇଛି । ଯୁବକ ଯୁବତୀମାନଙ୍କ ଠାରୁ ଆରମ୍ଭ କରିବା ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଫେସନବଲ୍ ବା ଷ୍ଟାଇଲିଷ୍ଟ୍ ଦେଖାଯିବା ପାଇଁ ଶରୀରର ବିଭିନ୍ନ ସ୍ଥାନରେ…

ବଦଳିବ ଲକ୍ଷ୍ମୀ ବସର ନାମ, ପରିବହନ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ଆଜି ଲକ୍ଷ୍ମୀ ବସର ନାମ ପରିବର୍ତ୍ତନ ନେଇ ପରିବହନ ବିଭାଗର ମନ୍ତ୍ରୀ ବିଭୁତି ଜେନା ସୂଚନା ଦେଇଛନ୍ତି । ଏହି ବସର ନାମକୁ ବଦଳାଇ ମୁଖ୍ୟମନ୍ତ୍ରୀ ବସ ସେବା କରାଯିବ । ଏହାକୁ ଶିଘ୍ର କାର୍ଯ୍ୟକାରୀ କରାଯିବ…

ମହିଳାଙ୍କ ତ୍ୱଚାରେ ଆଣେ ଆଶ୍ଚର୍ଯ୍ୟ ଜନକ ପରିବର୍ତ୍ତନ; ଆପଣାନ୍ତୁ ଏହି ସରଳ ଉପାୟ

ଓଡିଶା ଭାସ୍କର: ଘିକୁଆଁରୀ ଗଛ ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତଙ୍କ ବଗିଚାରେ ଦେଖିବାକୁ ମିଳିଥାଏ । ଏହି ଛୋଟ ଦେଖାଯାଉଥିବା ଘିକୁଆଁରୀ ଗଛଟି ଶକ୍ତିଶାଳୀ ଔଷଧୀୟ ବୃକ୍ଷ ଭାବରେ ବିବେଚନା କରାଯାଏ । ଏହି…

ଆଜି ଟି-୨୦ ବିଶ୍ୱକପ ଟାଇଟେଲ ଲଢେଇ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ

ନୂଆଦିଲ୍ଲୀ: ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଟି-୨୦ ବିଶ୍ୱକପର ଟାଇଟେଲ ଲଢେଇ । ଆଜି ଦୁଇଦଳ ହେବେ ଆମନାସାମନି । ଏନେଇ କ୍ରିକେଟ ପ୍ରଶଂସକମାନଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଆଇସିସି…