ଭାରତର ବୈଦେଶିକ ସଚିବ ନିଯୁକ୍ତ, ଜୁଲାଇ ୧୫ରେ କାର୍ଯ୍ୟରେ ଯୋଗଦେବେ

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ବିକ୍ରମ ମିଶ୍ରିଙ୍କୁ ବୈଦେଶିକ ସଚିବ ଭାବରେ ନିଯୁକ୍ତ କରାଯାଇଛି । ବର୍ତ୍ତମାନ ବୈଦେଶିକ ସଚିବ ବିନୟ କ୍ୱାଟ୍ରାଙ୍କ ନିର୍ଦ୍ଦେଶ ଅନୁସାରେ ବିକ୍ରମ ମିଶ୍ରି ଜୁଲାଇ ୧୫…

ଜେଲରୁ ମୁକୁଳିଲେ ହେମନ୍ତ ସୋରେନ, ସୋସିଆଲ ମିଡିଆରେ ଦିଦିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଜି ଜାମିନ୍ ପାଇଛନ୍ତି । ଏନେଇ ପଶ୍ଟିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର "ଏକ୍ସ' ଆକାଉଣ୍ଟରେ ଖୁସି ବ୍ୟକ୍ତ କରିଛନ୍ତି । କୋର୍ଟ ତାଙ୍କୁ…

ରାଜ୍ୟରେ ବଢୁଛି ଡେଙ୍ଗୁ , ସ୍ଥିତି ପରଖିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁ ବଢିବା ନେଇ ସ୍ୱାସ୍ଥ୍ୟ ବିଭାଗ ଚିନ୍ତାପ୍ରକଟ କରିଛି । ଗତବର୍ଷ ଅପେକ୍ଷା ଏଥର ଅନେକ ସଂଖ୍ୟାରେ ଡେଙ୍ଗୁ ଆକ୍ରାନ୍ତ ବଢୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ…

ଅନଲାଇନ୍ ସପିଂକୁ ନେଇ ଆସିଲା ସାଙ୍ଘାତିକ ଖବର; ଅର୍ଡରର ୬ ପରେ ଆସିଲା ପାର୍ସଲ

ନୂଆଦିଲ୍ଲୀ: ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ବିସ୍ମୟ ଘଟଣା ଭାଇରାଲ ହେବାରେ ଦେଖାଦେଇଛି । ଏଥିରେ ଦେଖାଯାଇଛି ଯେ ମୁମ୍ବାଇର ଅହସାନ ନାମକ ଏକ ବ୍ୟକ୍ତି ୬ ବର୍ଷ ତଳେ ଅନଲାଇନ ମାଧ୍ୟମରେ ଏକ ସ୍ଲିପର ଚପଲ ଅର୍ଡର…

କୋରାପୁଟରେ ୨ଆନ୍ଥ୍ରାକ୍ସ୍ ରୋଗୀ ଚିହ୍ନଟ, କୋରାପୁଟ ସିଡିଏମଓ ଅଫିସରୁ ସୂଚନା

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ପଡେଇଗୁଡା ଗାଁରେ ବଢି ଚାଲିଛି ଆନ୍ଥ୍ରାକ୍ସ ରୋଗ । ଏନେଇ କୋରାପୁଟର ପଡେଇଗୁଡା ଗ୍ରାମ ଏବଂ ଆଖପାଖ ଅଞ୍ଚଳରେ ଆକ୍ରାନ୍ତ ଥିବା ରୋଗୀମାନଙ୍କୁ ଚିହ୍ନଟ କରାଯାଇଛି । ସେହି ପୋଡେଇଗୁଡା ଗାଁରେ…

ପୁରୁଷଙ୍କ ପାଇଁ ରାମବାଣ ଭଳି କାମ ଦିଏ ଖଜୁରୀ; ଖାଇବା ଦ୍ୱାରା ମିଳିଥାଏ ଅନେକ ଫାଇଦା ତେବେ ଜାଣନ୍ତୁ ଏହା କଣ ……

ଓଡିଶା ଭାସ୍କର: ଆଜିକାଲି ଯୁବବର୍ଗଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଶାରୀରିକ ଭାବରେ ଫିଟ ରହିବା ପାଇଁ ଚାହାଁନ୍ତି । ନିଜକୁ ସୁସ୍ଥ ରଖିବା ପାଇଁ ମଧ୍ୟ ଡାଏଟ କରିଥାନ୍ତି । ଏହି ଡାଏଟିଙ୍ଗ ଖାଦ୍ୟ…

ବର୍ଷାଦିନେ ମଶା ଦାଉରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ସହଜ ଘରୋଇ ଉପାୟ

ଓଡିଶା ଭାସ୍କର: ବର୍ତ୍ତମାନ ବର୍ଷା ଋତୁ ଆସିବାରୁ ମଶାଙ୍କ ବଂଶ ବୃଦ୍ଧି ଆରମ୍ଭ ହୋଇଗଲାଣି । ଏହି ମଶା ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି କରିବାର ପ୍ରମୁଖ କାରଣ ପାଲଟିଛନ୍ତି । ଏହା କାରଣରୁ…

କୁଜଙ୍ଗ ଡବଲ ମର୍ଡର ଘଟଣାରେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର: ପାରାଦୀପ କୁଜଙ୍ଗ ଏକ୍ସପ୍ରେସ କଲୋନୀରେ ଦୁଇ ମହିଳାଙ୍କୁ ହତ୍ୟା କରିଥିବା ଘଟଣାରେ ଦୋଷୀଙ୍କୁ ଆଜୀବନ ଦଣ୍ଡିତ କରାଯାଇଛି । ୨୦୨୩ ମସିହାରେ ହୋଇଥିବା ବଡଧରଣର ବିଭତ୍ସ ହତ୍ୟାକାଣ୍ଡରେ ସାରା ରାଜ୍ୟରେ ଚହଳ…

ସାତ କେଜିଆ ୨ ଫୁଟ କୁଲଫି ବନେଇ କଲେ ଭାରତ ରେକର୍ଡ

ରାଜସ୍ଥାନ: ସାରା ବିଶ୍ୱରେ ମିଠା ଏବଂ ନମକିନ ପାଇଁ ବିକାନେର ବେଶ ପ୍ରସିଦ୍ଧି ଲାଭ କରିଛି । ଏହା ସ୍ୱାଦ ଏବଂ ଏଠାରେ ପ୍ରସ୍ତୁତ ହେଉଥିବା ପ୍ରତ୍ୟେକ ଖାଦ୍ୟ ପଦାର୍ଥ ଦେଖିବାକୁ ଯେତିକି ସୁନ୍ଦର ସ୍ୱାଦ ମଧ୍ୟ ସେମିତି…

ମୋବାଇଲ ଦେଖିବା କମ କରନ୍ତୁ, ନହଲେ ହେବେ ବର୍ବାଦ

ଓଡିଶା ଭାସ୍କର: ଆଜାକାଲି ପ୍ରାୟ ସମସ୍ତେ ବିଭନ୍ନ ପ୍ରକାରର ଇଲେକ୍ଟ୍ରୋନିକ୍ସ ଡିଭାଇସ ଗୁଡିକୁ ବ୍ୟବହାର କରୁଛନ୍ତି । ପିଲା ହୁଅନ୍ତୁ ବା ବୟସ୍କ ସମସ୍ତେ ଘଣ୍ଟାଘଣ୍ଟା ଧରି ମୋବାଇଲ୍ ଫୋନ୍ ବ୍ୟବହାର ମସଗୁଲ ରହୁଛନ୍ତି ।…