ଶିମିଳିପାଳ ଅଭୟାରଣ୍ୟକୁ ଜଗିବ ଏଆଇ କ୍ୟାମେରା: ଶିକାରୀ ମାଫିଆଙ୍କ ଉପରେ ରଖିବ କଡ଼ା ନଜର

ଭୁବନେଶ୍ୱର: ଦେଶରେ ପ୍ରଥମ ଥର ପାଇଁ ଓଡିଶା ମୟୂରଭଞ୍ଜ ସ୍ଥିତ ଅଭୟାରଣ୍ୟରେ ଲାଗିବ ଏଆଇ କ୍ୟାମେରା । ଏଥର ଜଙ୍ଗଲେ ଶିକାର କରୁଥିବା ଶିକାରୀ ମାଫିଆଙ୍କୁ ଜବତ କରିବ ଏଆଇ କ୍ୟମେରା । ଶିମିଳିପାଳ ଜଙ୍ଗଲରେ କୌଣସି ବି…

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଆରଏସଏସ ମୁଖ୍ୟ: ଦେଶର ସାମ୍ପ୍ରତିକ ପରିସ୍ଥିତି ସହ ସଂଘର ବିଭିନ୍ନ ପ୍ରସଙ୍ଗ ଆଲୋଚିତ

ପୁରୀ: ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଆରଏସଏସର ମୁଖ୍ୟ ଡକ୍ଟର ମୋହନ ଭାଗବତ ପୁରୀ ଗୋବର୍ଦ୍ଧନ ପୀଠରେ ଭେଟିଛନ୍ତି । ଏଥିସହ ସେ ଆରଏସଏସର ବିଭିନ୍ନ କାର୍ଯ୍ୟକ୍ରମ ସହ ଦେଶର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲେଚନା…

ରାଜ୍ୟରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମ ଅଗଷ୍ଟ ୧୨ ତାରିଖରେ ବନ୍ଦ ରହିବ ,ା ଜନ ଅଭିଯୋଗ ଶୁଣାଣିର ପରବର୍ତ୍ତୀ ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ…

ଜାମ୍ମୁକାଶ୍ମୀର ପୋଲିସ ପ୍ରଶାସନର ମୁଖ୍ୟ ଭାବରେ ଓଡ଼ିଆ ପୁଅଙ୍କୁ ଦାୟିତ୍ୱ: କେନ୍ଦ୍ର ଗୃହମନ୍ତ୍ରଣାୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଓଡ଼ିଶାର ରଶ୍ମୀରଂଜନ ସ୍ବାଇଁ ଜାମ୍ମୁକାଶ୍ମୀର ଡିଜିପି ଭାବେ ନିଯୁକ୍ତି ହୋଇଛନ୍ତି । ଏଜିଏମୟୁଟି କ୍ୟାଡରର ଓଡ଼ିଆ ଆଇପିଏସ୍‌ ରଶ୍ମୀରଂଜନ ସ୍ବାଇଁଙ୍କ ନିଯୁକ୍ତି ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି…

ଟ୍ରାଫିକ ପୋଲିସ ପିନ୍ଧିବେ ଗେରୁଆ କୋର୍ଟ: ଆଜିଠୁ ଲାଗୁହେଲା ଏହି ନିୟମ, ଅଧିକ ଜାଣିବାକୁ ପଢ଼ନ୍ତୁ ଏହି ରିପୋର୍ଟ

ଭୁବନେଶ୍ୱର: ଆଜି ରାଜଧାନୀର ସମସ୍ତ ଟ୍ରାଫିକ ପୋଲିସଙ୍କୁ ଟ୍ରାଫିକ ଥାନାରେ ନୂଆ ରେନକୋଟ୍‌ ଦିଆଯାଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଏହି ନୂଆ ରେନକୋଟ୍‌ ପ୍ରଦାନ କରାଯାଇଛି । ଏବେଠାରୁ ଗେରୁଆ ରଙ୍ଗର ରେନକୋଟ୍‌…

ସୌରଶକ୍ତି ଉତ୍ପାଦନରେ ଓଡ଼ିଶା ହେବ ନମ୍ବର ୧: ପୂର୍ବତଟ ରେଳ ବିଭାଗ ନେବ ଏହି ଦାୟିତ୍ୱ

ଭୁବନେଶ୍ୱର: ଓଡିଶାରେ ହେବ ସୌରଶକ୍ତି ଉତ୍ପାଦନ କେନ୍ଦ୍ରର ସ୍ଥାପନ । ଏହାକୁ ଆରମ୍ଭ କରିବ ପୂର୍ବତଟ ରେଳପଥ ବିଭାଗ । ୨୧୮୨୬ kwp କ୍ଷମତା ସୌର ଶକ୍ତି ସଂସ୍ଥାପନ କରିବାକୁ ଯୋଜନା ରଖିଛି ପୂର୍ବତଟ ରେଳପଥ ବିଭାଗ । ଏହି…

ବାଗେଶ୍ୱର ବାବାଙ୍କ ଭାରତ ସରକାରଙ୍କୁ ଅପିଲ: ବାଂଲାଦେଶ ଅସୁରକ୍ଷିତ ହିନ୍ଦୁଙ୍କୁ ଭାରତରେ ଆଶ୍ରୟ ଦିଆଯାଉ

ନୂଆଦିଲ୍ଲୀ: ବାଗେଶ୍ବର ଧାମ ସରକାର ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ମଧ୍ୟ ବାଂଲାଦେଶ ଏବଂ ସେଠାରେ ଥିବା ହିନ୍ଦୁଙ୍କ ପରିସ୍ଥିତି ସମ୍ପର୍କରେ ଭାରତ ସରକାରଙ୍କୁ ଏକ ବଡ଼ ଅପିଲ କରିଛନ୍ତି । ବାଂଲାଦେଶରେ ଚାଲିଥିବା…

ରାଜ୍ୟରେ ସୁଦୃଢ଼ ହେବ ଅର୍ଥନୀତି ବ୍ୟବସ୍ଥା: ଓଡ଼ିଶାରେ ହେବ ଷ୍ଟିୟରିଂ କମିଟି ଗଠନ, ୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାରରେ ପହଞ୍ଚିବ

ଭୁବନେଶ୍ୱର: ନୀତି ଆୟୋଗ ସହଯୋଗରେ ବିକଶିତ ଓଡିଶା ପାଇଁ ଭିଜନ ଡକ୍ୟୁମେଣ୍ଟ ୨୦୩୬ ଏବଂ ଭିଜନ ଡକ୍ୟୁମେଣ୍ଟ ୨୦୪୭ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହିତ ନୀତି ଆୟୋଗ ସି.ଇ.ଓ ଶ୍ରୀ…

ଏଥର କମିବ କୋଲେଷ୍ଟ୍ରୋଲ: ଜାଣନ୍ତୁ କେଉଁ ମେଡିସିନ ଖାଇବା ଦ୍ୱାରା ମିଳିବ ଫାଇଦା

ଓଡିଶା ଭାସ୍କର: କୋଲେଷ୍ଟ୍ରଲ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଷ୍ଟାଟିନ ଔଷଧକୁ ବ୍ୟବହାର କରାଯାଇଥାଏ । ଏହି ଔଷଧ ଶରୀରରେ କୋଲେଷ୍ଟ୍ରଲ୍ରକୁ ହ୍ରାସ କରିଥାଏ । ଯାହାଦ୍ୱାରା ଏହାକୁ ନିୟନ୍ତ୍ରଣରେ ରଖାଯାଇଥାଏ ।…

ବାଂଲାଦେଶରେ ସାଂଘାତିକ ହିଂସାକାଣ୍ଡ: ଟ୍ରେନ ବାତିଲ ହେବା ସହ ବସ ଏବଂ ବିମାନ ଚଳାଚଳ ବନ୍ଦ, ଭାରତ ସୀମାରେ ହାଇଆଲର୍ଟ

ନୂଆଦିଲ୍ଲୀ: ବାଂଲାଦେଶ ଲାଗି ରହିଥିବା ହିଂସା ପରେ କୋଲକତା ସହ ଅନ୍ୟ ଜିଲ୍ଲାକୁ ଟ୍ରେନ ଚଳାଚଳ ବନ୍ଦ କରିଦିଆଯାଇଛି । କେବଳ ଏତିକି ନୁହେଁ ବିମାନ ଏବଂ ବସ ଚଳାଚଳାକୁ ମଧ୍ୟ ବନ୍ଦ କରିଦିଆ ଯାଇଛି । ଏହି ହିଂସାକାଣ୍ଡକୁ…