କେଉଁଝରରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ: ଓଡିଆ ଉଦ୍ୟୋଗୀଙ୍କୁ ଗୁରୁତ୍ୱ, ୩ ଲକ୍ଷ ୫୦ ହଜାର ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟର ସ୍ଥାପନ ନେଇ ଗଠନ ହେବ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ । ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ହେବ ଟାସ୍କଫୋର୍ସ ଗଠନ । ଶିଳ୍ପ ପ୍ରକଳ୍ପର ସମସ୍ତ ପରୀକ୍ଷା ପରେ ମୁଖ୍ୟମନ୍ତ୍ରୀ…

ଚାଷୀଙ୍କ ଲାଗି କୃଷିକ୍ଷେତ୍ର ହେବ ମଜଭୁତ: କୃଷି ଅର୍ଥଶାସ୍ତ୍ରୀଙ୍କ ସମ୍ମିଳନୀରେ ମୋଦିଙ୍କ ଉଦବୋଧନ

ନୂଆଦିଲ୍ଲୀ: ଆଜି କୃଷି ଅର୍ଥଶାସ୍ତ୍ରୀଙ୍କ ଅନ୍ତର୍ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, କୃଷକଙ୍କ ଜୀବନରେ ସୁଧାର ଆଣିବା ନିମନ୍ତେ କୃଷି କ୍ଷେତ୍ରକୁ ମଜବୁତ କରାଯାଉଛି। ଭାରତ ଏବେ ଖାଦ୍ୟ ବଳକା…

ରାଜ୍ୟରେ ବିଏସକେଓ୍ୱାଇ କାର୍ଡ ଚାଲୁ ରହିବ: ବିଲ୍ ପାସ୍ ପରେ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ମିଳିବ

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସକେଓ୍ୱାଇର ନାମ ପରିବର୍ତ୍ତନ କରାଯାଇ ଗୋପବନ୍ଧୁ ଜନ ଆରୋଗ୍ୟ ହୋଇଛି।ଏହି ନୂଆ ଯୋଜନା କେବେ ଲାଗୁ ହେବ ତାରିଖ ସ୍ପଷ୍ଟ ହୋଇନଥିବା ବେଳେ ଏହାକୁ ନେଇ…

ରାଜ୍ୟରେ ସବୁ ବୁଲା କୁକୁରଙ୍କୁ କରାଯିବ ଟିକାକରଣ : ୨୦୩୦ ସୁଦ୍ଧା ହେବ ଜଳାନ୍ତକ ମୁକ୍ତ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚ଼ନା

ଭୁବନେଶ୍ୱର: ରାଜ୍ୟରେ ସମସ୍ତ ବୁଲା କୁକୁରଙ୍କୁ ଚିକାକରଣ କରାଯିବ । ଏନେଇ ସବୁଠି ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ହେବ । ୨୦୩୦ ମସିହା ସୁଦ୍ଧା ଓଡିଶାକୁ ସମ୍ପୂର୍ଣ୍ଣ ଜଳାନ୍ତକ ମୁକ୍ତ କରାଯିବ ନେଇ ରାଜ୍ୟ ସରକାର ଲକ୍ଷ୍ୟ…

ରାୟଗଡ଼ାର ରାଜସ୍ୱ ବିଭାଗର କର୍ମଚାରୀଙ୍କ ଭିତରେ ଅଳବଦଳ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବଦଳି

ରାୟଗଡା: ରାଜସ୍ୱ ବିଭାଗର ବିଭିନ୍ନ ସରକାରୀ କର୍ମଚାରୀଙ୍କୁ ବଦଳି କରାଯାଇଛି । ଏଥିମଧ୍ୟରୁ ୧୮ ଜଣ ସେକ୍ସନ ଅଫିସରଙ୍କୁ ବଦଳି କରାଯାଇଛି । ୩୭ ସିନିୟର ଆସିଷ୍ଟାଣ୍ଟଙ୍କ ସମେତ ୧୦ ଜୁନିୟର ଆସିଷ୍ଟାଣ୍ଟଙ୍କ ବଦଳି…

ସମୁଦ୍ର ଭିତରୁ ସୁରକ୍ଷିତ ଉଦ୍ଧାର ହେଲେ ୭ ମତ୍ସ୍ୟଜୀବୀ: ଏସଆରସି ବିଭାଗର ବିରାଟ ସଫଳତା

ଭୁବନେଶ୍ୱର: ସମୁଦ୍ରରେ ଉଦ୍ଧାରକାରୀ ଟିମ୍‌ ର ଦୀର୍ଘ ଦୁଇ ଘଣ୍ଟାର କସରତ ପରେ ଫସିଥିବା ଟ୍ରଲର ସହ ଉଦ୍ଧାର ହୋଇଛନ୍ତି ୭ ଜଣ ମତ୍ସ୍ୟଜୀବୀ । ଫସିଥିବା ଟ୍ରଲର ସହ ଉଦ୍ଧାର ହୋଇଛନ୍ତି ୭ ଜଣ ମତ୍ସ୍ୟଜୀବୀ । ଆଜି ସନ୍ଧ୍ୟା…

କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟରୁ ଆସିଲା ସୂଚନା : ପରବର୍ତ୍ତି ପୁଲିସ ମହାନିର୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ହୋଇପାରନ୍ତି

ଭୁବନେଶ୍ୱର: ୱାଇବି ଖୁରାନିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ଓଡ଼ିଶାର ପରବର୍ତ୍ତି ପୁଲିସ ମହାନିର୍ଦେଶକ (ଡିଜିପି) ନେଇ ଚର୍ଚ୍ଚା ଜୋର ଧରିଛି। ଓଡ଼ିଶାର ପରବର୍ତ୍ତି ପୁଲିସ ମହାନିର୍ଦେଶକ(ଡିଜିପି) ଭାବେ ଯୋଗେଶ ବାହାଦୂର…

ରାଜ୍ୟରେ ଆଳୁ ସଙ୍କଟର ଫିଟୁଛି ବାଟ: ଯୋଗାଣ ମନ୍ତ୍ରୀଙ୍କ ସହ ବ୍ୟବସାୟୀ ସଂଘର ଚାଲିଛି ବୈଠକ

ଭୁବନେଶ୍ୱର: ଓଡିଶାରେ ଆଳୁ କୁ ନେଇ ଯେଉଁ ସମସ୍ୟା ଲାଗି ରହିଛି ତାର ସମାଧାନ ଦିଗରେ ସରକାର ଗୁରୁତ୍ୱ ସହ ବ୍ୟବସାୟୀ ସଙ୍ଘ ମାନଙ୍କ ସହିତ ଆଲୋଚନା କରିଛନ୍ତି । ଭଦ୍ରକ ସର୍କିଟ ହାଉସ ଠାରେ ରହି ଉପ-ଜିଲ୍ଲାପାଳ ଓ ଯୋଗାଣ…

ହ୍ୱାଟସ ଆପ ଆଣିଲା ନୂଆ ବୋବାଲ ଫିଚ଼ର: ଏହାର ଲାଭ ଉଠେଇବା ପାଇଁ ତୁରନ୍ତ ଅପଡେଟ କରନ୍ତୁ, ଅଧିକ ଜାଣିବା ପାଇଁ ପଢ଼ନ୍ତୁ ଏହି ରିପୋର୍ଟ

ଓଡିଶା ଭାସ୍କର: ବିଶ୍ୱର ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ମେସେଞ୍ଜିଙ୍ଗ ଆପ ହେଉଛି ହ୍ୱାଟସ୍ ଆପ । ଏହି ଆପରେ ଆପଣଙ୍କୁ ଅନେକ ଫିଚର୍‌ ମିଳିଥାଏ । ତେବେ କିଛି ବ୍ୟବହାରକାରୀଙ୍କୁ ସମସ୍ତ ଫିଚର୍‌ ବିଷୟରେ ଜଣାନଥାଏ ।…

ରାଜ୍ୟ ସରକାରଙ୍କ ୩ ଦିନିଆ ନିବେଶକ ସମ୍ମିଳନୀ: ଓଡ଼ିଶାକୁ ଚଳିତ ବର୍ଷ ଅଧିକ ପୁଞ୍ଜି ଆଣିବାକୁ ଲକ୍ଷ୍ୟ, ସୂଚ଼ନା ଦେଲେ ଶିଳ୍ପମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର କରିବେ ନିବେଶକ ସମ୍ମିଳନୀ । ଏହା ଚଳିତ ମାସ ଅଗଷ୍ଟ ୭ ଆରମ୍ଭ ହୋଇ ଅଗଷ୍ଟ ୯ରେ ଶେଷ ହେବ । ନିବେଶକ ସମ୍ମିଳନୀଟି ପୁଣେ ଓ ଅହମ୍ମଦାବାଦରେ ହେବାକୁ ଯାଉଛି । ସମ୍ମିଳନୀରେ ଯୋଗଦେବେ ଶିଳ୍ପ,…