fbpx

ଅଣସରରେ ଚତୁର୍ଦ୍ଧାମୂର୍ତ୍ତି ବିଗ୍ରହ, ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ

ଓଡିଶା ଭାସ୍କର: ସ୍ନାନମଣ୍ଡପରେ ସ୍ନାନ ପରେ ଅଣସର ଘରେ ଅଣସର ପିଣ୍ଡିରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଅଣସର ଘରେ ଅସୁସ୍ଥ ଚତୁର୍ଦ୍ଧାମୁର୍ତ୍ତିଙ୍କ ବିଜେ ପରେ ଶ୍ରୀମନ୍ଦିରରେ ଆଜିଠାରୁ ପଟିଦିଅଁ ପୂଜା ପାଇବେ।…

ହୁତୁହୁତୁ ହୋଇ ଜଳିଗଲା ଆମ୍ବୁଲାନ୍ସ, ୪ ଗୁରୁତର

ଭୁବନେଶ୍ୱର: ଆଜି ସକାଳୁ ଜଳେଶ୍ୱର ଅଞ୍ଚଳର ଏନଏଚ-୧୬ ନିକଟସ୍ଥ ମିଗିରିମୁଣ୍ଡା ଛକ ନିକଟରେ ଘଟିଛି ସଡକ ଦୁର୍ଘଟଣା । ମିଗିରିମୁଣ୍ଡା ଛକରେ ଏକ ଭରିଯାନ ଟ୍ରକଟି ଆମ୍ବୁଲାନ୍ସକୁ ପଛପଟରୁ ଶକ୍ତଧକ୍କା ଦେଇଛି । ଏହି…

ସ୍କିନ ଗ୍ଲୋ କରାଉଛି ଯୋଗ; ଫିଟ୍-ସୁନ୍ଦର ରହିବା ପାଇଁ ଆପଣାନ୍ତୁ ଏହି ସରଳ ଉପାୟ…

ଓଡିଶା ଭାସ୍କର: ଆଜି ସାରା ବିଶ୍ୱ ଯୋଗ ଦିବସ ପାଳନ କରୁଛି । ଆପଣ ଜାଣନ୍ତି ପ୍ରତ୍ୟେକ ଦିନ ଯୋଗ କରିବା ଦ୍ୱାରା ଶରୀର ସମ୍ପୂର୍ଣ୍ଣ ଫିଟ ରହିଥାଏ । ଯେଗାଭ୍ୟାସ ଦ୍ୱାରା ମନ ସର୍ବଦା ପ୍ରଫୁଲ୍ଲିତ ରହିଥାଏ । ମେଦ ବହୁଳତା…

ରାଜଧାନୀରେ ହତ୍ୟାକାଣ୍ଡ, ଭଡାଟିଆ ସାଜିଲା ରକ୍ତମୁଖା

ଭୁବନେଶ୍ୱର: ଆଜି ସକାଳୁ ରାଜଧାନୀର ତମାଣ୍ଡୋ ଅଞ୍ଚଳରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ଏହି ଅଭାବନୀୟ ଘଟଣାଟି ତମାଣ୍ଡୋ ଥାନା ଅଞ୍ଚଳର ଇଞ୍ଜିନିୟରିଂ କଲେଜ ପାଖରେ ହୋଇଛି । ସୂଚନାଯୋଗ୍ୟ ଯେ ଏହି ଇଞ୍ଜିନିୟରିଂ କଲେଜ…

ରାତି ପାହିଲେ ସ୍ନାନ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ଚାଲିଛି ଦଇତା ପ୍ରବେଶ ନୀତି

ପୁରୀ: ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା । ସାରା ବିଶ୍ୱକୁ ସ୍ନାନବେଦୀରେ ଦିବ୍ୟଦର୍ଶନ ଦେବେ ମହାପ୍ରଭୁ । ଏହି ଅବସରରେ ଶ୍ରୀମନ୍ଦିରେ ଦଇତା ପ୍ରବେଶ ନୀତି ଅନୁଷ୍ଠିତ ହୋଇଛି । ଏହି ସ୍ନାନ ପୂର୍ଣ୍ଣମା ଅର୍ଥାତ…