କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ବଡ଼ ଘୋଟାଲା: ୧୪୭ କୋଟିର ମହାଦୁର୍ନୀତିରେ ସାମିଲ ଥିବା ଅସାଧୁଙ୍କ ଉପରେ ନିଆଯିବ କାର୍ଯ୍ୟନୁଷ୍ଠାନ

ଭୁବନେଶ୍ୱର: ଓଡିଶା ସମବାୟ ବ୍ୟାଙ୍କରେ ଘଟିଛି ମହାଦୁର୍ନୀତି । ୧୮ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧୪୭ କୋଟିର ଦୁର୍ନୀତି ହୋଇଥିବାର ଜଣାପଡିଛି । କେବଳ ଏହି ବ୍ୟାଙ୍କ ନୁହେଁ, ୧୩ଟି ଅର୍ବାନ କୋ-ଅପରେଟିଭ୍‌…

ବର୍ଷାଋତୁରେ କୁଣ୍ଡେଇ ହେବାର ସମସ୍ୟା ଭୋଗୁଛନ୍ତି କି ? ଆପଣାନ୍ତୁ ଏହିସବୁ ଉପାୟ ମିଳିବ ଆରାମ

ଓଡିିଶା ଭାସ୍କର: ବର୍ଷାଋତୁରେ କୁଣ୍ଡେଇ ହେବାର ଭଳି ଅନେକ ସମସ୍ୟା ଦେଖାଯାଏ । ଏହି ବର୍ଷାଋତୁରେ ବାୟୁଣ୍ଡଳରେ ଅତ୍ୟଧିକ ଆର୍ଦ୍ରତା ରହୁଥିବାରୁ ଲୋକଙ୍କ ଝାଳ ଶୁଖେ ନାହିଁ । ଏହି କାରଣରୁ ଚର୍ମରେ ବିଭିନ୍ନ ପ୍ରକାରର…

ଶ୍ରୀମନ୍ଦିର ପରିଚାଳନାରେ ଆସିବ ବଡ଼ଧରଣର ସୁଧାର: ଗଢ଼ାହେବ ନୂଆ କିମିଟି, ସଦସ୍ୟଙ୍କ ନାମ ଘୋଷଣା କରିବେ ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିଚାଳନା ଏବଂ ସ୍ୱଚ୍ଛତା ଏବଂ ନିରପେକ୍ଷତାକୁ ଆଣିବା ଲାଗି ସରକାର ନୂଆ ପଦକ୍ଷେପ ଗ୍ହଣ କରିଛନ୍ତି । ଏଥିରେ ମନ୍ଦିର କମିଟିରେ ପରିବର୍ତ୍ତନ ହୋଇ ନୂଆ କମିଟି ଗଠନ ହେବ । କମିଟି ଗଠନ ପୂର୍ବରୁ…

ଅନ୍ତର୍ଜାତୀୟ ରସାୟନ ବିଜ୍ଞାନ ଅଲିମ୍ପିଆଡ଼ରେ ଭାରତ ବିଜୟୀ: ୪ ମେଡ଼ାଲ ହାସଲ

ନୂଆଦିଲ୍ଲୀ: ୫୬ତମ ଅନ୍ତର୍ଜାତୀୟ ରସାୟନ ବିଜ୍ଞାନ ଅଲିମ୍ପିଆଡରେ ୯୪ଟି ଦେଶର ୩୨୭ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏଥିରେ ଭାରତୀୟ ଦଳ ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ଜିତିଛି। ଖବର…

ନିଟ୍-ୟୁଜି କାଉନସେଲିଂ ନେଇ ଆସିଲା ବଡ ଖବର: ଜାଣନ୍ତୁ କେବେ ହେବ ଆରମ୍ଭ

ଭୁବନେଶ୍ୱର: ଜାତୀୟ ଚିକିତ୍ସା ଆୟୋଗ ଏମସିସି ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ କାଉନସେଲିଂ ପାଇଁ ପଞ୍ଜୀକରଣ ଅଗଷ୍ଟ ପ୍ରଥମ ସପ୍ତାହରୁ ଆରମ୍ଭ ହେବ। ଏନେଇ କାଉନସେଲିଂର ବିସ୍ତୁତ ବିବରଣୀ ଏମଏମସି ୱେବସାଇଟରେ ଜାରି…

ଏଆଇ ଆଣିବ ନୂତନ ଚାକିରିର ସୁଯୋଗ: ଟିଏମସି ନେତାଙ୍କ ପ୍ରଶ୍ନରେ ଶ୍ରମମନ୍ତ୍ରୀ ରଖିଲେ ଜବାବ ପଢନ୍ତୁ ପୁରା ଖବର

ଭୁବନେଶ୍ୱର: AI ନୂତନ ଚାକିରିର ସୁଯୋଗ ସୃଷ୍ଟି କରିବ। ଏଆଇ ପାଇଁ କେହି ବି ଚାକିରି ହରାଇବେ ନାହିଁ। ଲୋକସଭାରେ ଅଲ ଇଣ୍ଡିଆ ତ୍ରୁଣମୂଳ କଂଗ୍ରେସର କଲ୍ୟାଣ ବାନାର୍ଜୀ ଉଠାଇଥିବା ପ୍ରଶ୍ନରେ ମାଣ୍ଡଭିଆ ଏଭଳି କହିଛନ୍ତି।…

ଭାରତୀୟ ହକି ଟିମର ଦ୍ୱିତୀୟଥର ବିଜୟ ହାସଲ: ଆୟରଲ୍ୟାଣ୍ଡ ୨-୦ରେ ପଏଣ୍ଟରେ ହାରିଲା

ନୂଆଦିଲ୍ଲୀ: ଆଜି ଭାରତୀୟ ହକି ଟିମ୍ ପ୍ୟାରିସ ଅଲିମ୍ପିକରେ ଆୟରଲ୍ୟାଣ୍ଡକୁ ୨-୦ ପଏଣ୍ଟରେ ହରେଇଛି । ଏହା ଭାରତୀୟ ଟିମକୁ ଦ୍ୱିତୀୟଥର ପାଇଁ ବିଜୟ ଲାଭ କରିଛି । ଏହି ଅଲିମ୍ପିକରେ ସବୁଠାରୁ ଅଧିକ ଗୋଲ୍ ପୁରୁଷ ହକି ଟିମ…

ରାଜ୍ୟରେ ଟଳିଲା ବନ୍ୟା ଆଶଙ୍କା: ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା, ସଜାଗ ରହିବେ ସମସ୍ତ ଜିଲ୍ଲାପାଳ

ଭୁବନେଶ୍ୱର: ହୀରାକୁଦରେ ଜଳସ୍ତର କମୁଥିବାରୁ ବନ୍ୟା ହେବାର କୌଣସି ଆଶଙ୍କା ନାହିଁ । ଏନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ତେଣୁ ରାଜ୍ୟ ପ୍ରତି କୌଣସି ବନ୍ୟା ବିପଦ ନାହିଁ ବୋଲି ମତ ପ୍ରକାଶ…

ରାଜ୍ୟରେ ବଢୁଛି ବେକାରୀ ସମସ୍ୟା କେତେ ଆଶାୟୀ ଅପେକ୍ଷାରେ ରହିଛନ୍ତି: କଂଗ୍ରେସ ବିଧାୟକଙ୍କ ପ୍ରଶ୍ନରେ ଶ୍ରମ ମନ୍ତ୍ରୀଙ୍କ ଜବାବ

ଭୁବନେଶ୍ୱର: ରାଜ୍ୟରେ ଶ୍ରମ ଓ କର୍ମଚାରୀଙ୍କ ନାଁ ପଞ୍ଜିକରଣ କରି କୋତେ ଯୁବକ ଯୁବତୀ ଚାକିରି ଆପେକ୍ଷାରେ ଅଛନ୍ତି ବୋଲି ଗୃହରେ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ପବିତ୍ର ସାଉଁତା । ଏହାର ଜବାବରେ ଶ୍ରମ ମନ୍ତ୍ରୀ…

ରାଜଧାନୀ ସହିତ ରାଜ୍ୟର ବିଭିନ୍ନ ସହର ଛାତି ଉପରେ ଗଢ଼ା ହୋଇଥିବା ବେଆଇନ ଆପାର୍ଟମେଣ୍ଟ ଉପରେ କାର୍ଯ୍ୟନୁଷ୍ଠାନ: କଂଗ୍ରେସ ବିଧାୟକଙ୍କ ପ୍ରଶ୍ନରେ…

ଭୁବନେଶ୍ୱର: ରାଜ୍ୟରେ ସମସ୍ତ ସହରରେ ବେଆଇନ୍ ଆପାର୍ଟମେଣ୍ଟ ସଂଖ୍ୟା କେତେ ରହିଛି । ଏଥିସହ ରାଜଧାନୀରେ ବେଆଇନ୍ ଆପାର୍ଟମେଣ୍ଟ କେତେ ହୋଇଛି । ଏନେଇ ଆଜି ଗୃହରେ କଂଗ୍ରସ ବିଧାୟକ ତାରାବାହୀପତି ଗୃହ ନିର୍ମାଣ ଓ ପୌର…