ଶରୀରରେ ବିଭିନ୍ନ ପ୍ରକାର ସଂକ୍ରମଣକୁ ରୋକି ପାରିବ ଏହି ଛୋଟ ପରିବା: ଜାଣନ୍ତୁ ଏହା କଣ

ଓଡିଶା ଭାସ୍କର: ବିଟ୍ ହେଉଛି ଏକ ପରିବା ଯାହା ଭୂତଳ ଭୂମିରେ ବଢିଥାଏ । ଏହାକୁ ସାଧାରଣତ ଡାଲମା ,ସାଲାଡ ଭାବରେ ବ୍ୟବହୃତ ହୋଇଥାଏ । ଏଥିସହ ଏହାର ରସକୁ ମଧ୍ୟ ବହୁତ ଲୋକ ପସନ୍ଦ କରିଥାନ୍ତି । ଏଥିରେ ପ୍ରଚୁର ପରିମାଣରେ…

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣକୁ ନେଇ ଆସିଲା ବଡ ଖବର: ପଢନ୍ତୁ ଏଇ ରିପୋର୍ଟ

ଭୁବନେଶ୍ୱର: ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରର କାର୍ୟ୍ୟ ନିର୍ଦ୍ଧାରିତ ସମୟଠାରୁ ଦୁଇମାସ ପଛୁଆ କାମ ଚାଲିଛି। ଏହାର କାରଣ ହେଉଛି ମନ୍ଦିର ନିର୍ମାଣରେ ଶ୍ରମିକଙ୍କ ଅଭାବ ରହିଛି । ଜୁନ୍-ଜୁଲାଇରେ ଉତ୍ତର ଭାରତରେ…

ନାବାଳକଙ୍କୁ ରାସ୍ତାରେ ଗାଡ଼ି ଚଳାଇବା ମନା: ଧରା ପଡ଼ିଲେ ବନ୍ଧା ହେବେ ପିଲାମାନଙ୍କ ଅଭିଭାବକ

ଭୁବନେଶ୍ୱର: ଆଜିଠୁ ଏସଟିଏ ପକ୍ଷରୁ ଦୁଇ ଦିନିଆ ସମସ୍ତ ଗାଡି ଓ ଏହାର ଚାଳକଙ୍କୁ ଚେକିଂ କରାଯିବ । ବିଶେଷକରି ନାବାଳକଙ୍କ ଗାଡ଼ି ଡ୍ରାଇଭ ରୋକିବାକୁ ଏଭଳି ପଦକ୍ଷେପ ଗ୍ରହଣ କହିଛନ୍ତି ରାଜ୍ୟ ସରକାର । ଏନେଇ ଆଜିଠୁ…

ମହିଳାମାନେ ଗର୍ଭାବସ୍ଥା ସମୟରେ ଆପଣାନ୍ତୁ ଏହି ଉପାୟ: ମିଳିବ ଆଶ୍ଚର୍ଯ୍ୟଜନକ ଫାଇଦା

ଓଡିଶା ଭାସ୍କର: ଗର୍ଭାବସ୍ଥା ସମୟରେ ଅନେକ ମହିଳାଙ୍କ ଶରୀରରେ ଆଇରନ ଅଭାବ ହେଉଥିବାର ଦେଖାଯାଇଥାଏ । ଯଦି ଶରୀରରେ ଆଇରନ ସ୍ତର କମିଯାଏ । ତେବେ ଏହା ଆପଣଙ୍କ ଗର୍ଭରେ ବଢୁଥିବା ଶିଶୁ ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ ।…

ଭୁବନେଶ୍ବରରେ ୨୦୦ ଟପିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା: ଚିନ୍ତାରେ ରାଜଧାନୀବାସୀ

ଭୁବନେଶ୍ୱର: ବର୍ଷାଦିନ କାରଣରୁ ମଶାମାନଙ୍କର ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି । ଏଥିଲାଗି ଏବେ ରାଜଧାନୀ ଭୁବନେଶ୍ବରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୦୦ ଟପିଛି । ଜୁଲାଇ ମାସ ୨୬ ତାରିଖ ସୁଦ୍ଧା ରାଜଧାନୀରେ ଡେଙ୍ଗୁ…

ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏବଂ ଅର୍ଥ ବିଭାଗର ପାଇଁ ନୂଆ ଆଇଏଏସ ନିଯୁକ୍ତ: ପଢନ୍ତୁ ଏହି ରିପୋର୍ଟ

ଭୁବନେଶ୍ୱର: ରାଜ୍ୟରେ କିଛି ଆଇଏଏସଙ୍କୁ ନୂତନ ବିଭାଗର ପ୍ରମୁଖ ଦାୟିତ୍ୱ ମିଳିଛି । ଆଇଏଏସ ଶାଶ୍ୱତ ମିଶ୍ରଙ୍କୁ ଓଏସଏସଏସସି ଅଧ୍ୟକ୍ଷ ଏବଂ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବରେ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି । କେବଳ…

(Video) ପାକିସ୍ତାନକୁ ଭାରତ ସରକାରଙ୍କ କଡା ଚେତାବନୀ: ଆତଙ୍କବାଦୀ ନିପାତ ପାଇଁ ଓଡିଶାରୁ ଜାମ୍ମୁ-କାଶ୍ମୀର ଯିବେ BSF ଯବାନ

ଭୁବନେଶ୍ୱର: ଓଡିଶାରୁ ଜାମ୍ମୁ-କାଶ୍ମୀର ସୀମାକୁ BSF ଯବାନ ଯିବେ । ରାଜ୍ୟରୁ ଦୁଇ ହଜାର ଯବାନ ଜାମ୍ମୁ-କାଶ୍ମୀର ସ୍ଥାନାନ୍ତରଣ ହେବେ । ସୀମାନ୍ତ ଜମ୍ମୁ-କାଶ୍ମୀରରୁ ଆତଙ୍କବାଦୀଙ୍କୁ ନିପାତ କରିବାକୁ ସରକାର ନେଇଛନ୍ତି…

“ସୀତାରେ ଜମିନ ପର’ ଚଳଚ୍ଚିତ୍ରକୁ ନେଇ ଆମୀରଙ୍କ ଖୁଲାସା: ସାକ୍ଷାତକାରରେ କଣ କହିଲେ ଜାଣନ୍ତୁ

ଓଡିଶା ଭାସ୍କର: ବଲିଉଡରେ ମିଷ୍ଟର ପରଫେକନିଷ୍ଟ କୁହାଯାଉଥିବା ଆମୀର ଖାନ ତାଙ୍କର ଭିନ୍ନ ଧରଣର ଚଳଚ୍ଚିତ୍ର ପାଇଁ ବେଶ ଜଣାଶୁଣା । ଆମୀର ଖାନ ତାଙ୍କର ଦୀର୍ଘ ଯାତ୍ରାର ଚଳଚ୍ଚିତ୍ର କ୍ୟାରିୟରରେ ୪୮ ରୁ ଅଧିକ…

ବର୍ଷାରେ ଓଦା ହୋଇ ଥଣ୍ଡା,ଜ୍ୱର ସମସ୍ୟାରେ ପୀଡିତ ଅଛନ୍ତି କି? ଘରୋଇ ଉପାୟରେ ସମାଧାନ କରନ୍ତୁ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ମୌସୁମୀ ସକ୍ରିୟ ରହିଛି । ଏହା ସହିତ ଭାଇରାଲ୍ ଜ୍ୱର, କାଶ ଏବଂ ଥଣ୍ଡା ରୋଗରେ ପୀଡିତ ରୋଗୀମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛନ୍ତି। କାରଣ ଲୋକମାନେ ପ୍ରାୟତ ଏହି ଦିନ ବର୍ଷାରେ…

ପ୍ରେମର ବିଫଳତା ପାଇଁ ଜୀବନ ହାରୁଛନ୍ତି ଯୁବପିଢି, ୬ ମାସରେ ଏତିକି ବଢିଛି ସଂଖ୍ୟା, ପଢନ୍ତୁ ଏହି ରିପୋର୍ଟ

ଭୁବନେଶ୍ୱର: ରାଜଧାନୀର ବଢୁଛି ଯୁବ ପିଢିଙ୍କ ଆତ୍ମହତ୍ୟା । ଏହାର କାରଣ ଅନେକ ଥାଇପାରେ । କିନ୍ତୁ ପ୍ରେମରେ ଧୋକା ପାଇବା ଏବଂ ପାରାବାରି ଅଶାନ୍ତି ଯୋଗୁଁ ଅନେକ ନିରୀହ ଜୀବନ ବଳି ପଡୁଛି । ରାଜଧାନୀରେ ମହିଳାଙ୍କ…