ଇଣ୍ଡିଗୋର ଦମଦାର ଅଫର, ଟ୍ରେନ ଟିକେଟ ଦାମରେ ପ୍ଲେନରେ କରିପାରିବେ ଯାତ୍ରା

ନୂଆଦିଲ୍ଲୀ: ଆପଣ ବାହାରକୁ ଯିବାକୁ ପ୍ଲାନ କରିଛନ୍ତି କି। ତେବେ ଆପଣଙ୍କ ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ। କାରଣ ଟ୍ରେନ ଟିକେଟ ଦାମରେ ଏବେ ଆପଣ ପ୍ଲେନରେ କରିପାରିବେ ଯାତ୍ରା। ଏକଥା ଆପଣଙ୍କୁ ମିଛ ଲାଗୁଥିଲେ ବି ଏହା…

ଗୁଗୁଲ୍ ମ୍ୟାପ ଧୋକା, କାଠମାଣ୍ଡୁ ବଦଳରେ ୟୁପିରେ ପହଞ୍ଚିଲେ ବିଦେଶୀ ପର୍ଯ୍ୟଟକ

ଉତ୍ତରପ୍ରଦେଶ: ଦିନକୁ ଦିନ ବଢ଼ିବାରେ ଲାଗିଛି ଗୁଗୁଲ୍ ମ୍ୟାପ ଧୋକା। କେତେବେଳେ ଗୁଗୁଲ୍ ମ୍ୟାପ ପାଇଁ କାର ଅଧାଗଢ଼ା ବ୍ରିଜ ତଳକୁ ଖସିପଡ଼ିଲାଣି ତ ଆଉ କେତେବେଳେ ଗୁଗୁଲ୍ ମ୍ୟାପ ଲୋକଙ୍କୁ ଜଙ୍ଗଲ ଭିତରକୁ ନେଇଗଲାଣି।…

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ହ୍ୟାଣ୍ଡସେକ୍ କଲେ ଆସିପାରେ ଯୌନ ନିର୍ଯ୍ୟାତନା ଅଭିଯୋଗ

ତାମିଲନାଡୁ: ହ୍ୟାଣ୍ଡସେକ୍ କରୁଥିଲେ ହୋଇଯାଆନ୍ତୁ ସାବଧାନ। ଆସିପାରେ ଆପଣଙ୍କ ଉପରେ ଯୌନ ନିର୍ଯ୍ୟାତନାର ଅଭିଯୋଗ। ଏପରି ଏକ ରାୟ ଶୁଣାଇଛନ୍ତି ହାଇକୋର୍ଟ। ମହିଳା କର୍ମଚାରୀଙ୍କୁ କରମର୍ଦ୍ଧନ କରିବାକୁ କହିବା। ଯୌନ…

breaking: ବିଜେପି ଜିଲ୍ଲା ସଭାପତି ଘୋଷଣା, ରାଜ୍ୟ ସଭାପତି କେବେ

ଭୁବନେଶ୍ୱର: ସରିଲା ସଭ୍ୟ ସଂଗ୍ରହ ଅଭିଯାନ। ଘୋଷଣା ହେଲା ଜିଲ୍ଲା ସଭାପତିଙ୍କ ନାଁ। ଆଉ କେବଳ ରାଜ୍ୟ ସଭାପତିଙ୍କ ନାଁ ଘୋଷଣାକୁ ଅପେକ୍ଷା। ଯେହେତୁ ରାଜ୍ୟ ସଭାପତି ଚୟନ ସରିଛି ଆଉ ବିଭିନ୍ନ ଜିଲ୍ଲା ପାଇଁ ସଭାପତିଙ୍କ…

କନଷ୍ଟେବଲଙ୍କ ହାତରେ ସିଗାରେଟ୍, ପୁଷ୍ପା ଷ୍ଟାଇଲ ପଡ଼ିଲା ମହଙ୍ଗା

ମଧ୍ୟପ୍ରଦେଶ: ଟ୍ରାଫିକ ନିୟମକୁ ଫୁ। ବିନା ହେଲମେଟରେ ବାଇକ ପଛରେ ବସି କନଷ୍ଟେବଲ ଟାଣୁଥିଲେ ସିଗାରେଟ୍। ତାହାର ପୁଣି ରିଲ୍ସ କରୁଥିଲେ। ଆଉ ପାଟିରେ ଥିଲା ହିଟ୍ ମୁଭି ପୁଷ୍ପାର ଡାଇଲଗ୍। କିନ୍ତୁ ଏହି ପୁଷ୍ଟା…

ଦିନ ମଜୁରୀଆଙ୍କ ମୁଣ୍ଡରେ ୨ କୋଟିର ଟ୍ୟାକ୍ସ, ଆୟ ମାତ୍ର ୧୬ ହଜାର

ଗୁଜୁରାଟ: ଦିନ ମଜୁରୀଆଙ୍କ ଆୟ ୧୬ ହଜାର। ହେଲେ ତାଙ୍କ ଉପରେ ଜିଏସଟି ବିଭାଗ ଲଗାଇଛି ୧କୋଟି ୯୬ଲକ୍ଷ ଟଙ୍କାର ଟ୍ୟାକ୍ସ। ଯାହାକି ଦୁଇ କୋଟି ଟ୍ୟାକ୍ସ ସହ ସମାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଉ ଏହି ନୋଟିସ୍…

ସ୍ତ୍ରୀ ଅତ୍ୟାଚାର ସହିପାରିଲାନି ସ୍ୱାମୀ, ନିଜ ଦେହରେ ଲଗାଇଲା ନିଆଁ

ବେଙ୍ଗାଲୁରୁ: ସ୍ତ୍ରୀ ସାମ୍ନାରେ ନିଜକୁ ଜାଳିଦେଲା ସ୍ୱାମୀ। ସହି ପାରିଲାନି ପତ୍ନୀର ଯାତନା। ସ୍ତ୍ରୀଠୁ ବିଚ୍ଛେଦ ହେବା ଦୁଃଖ ସ୍ୱାମୀଙ୍କୁ ଜୀବନ ହାରିବାକୁ ବାଧ୍ୟ କରିଦେଲା। ପୁଣି ଥରେ ଦେଖିବାକୁ ମିଳିଲା…

Big Breaking: ଟ୍ରେନରୁ ପଡ଼ି ଚାଲିଗଲା ଜୀବନ, ବାଲୁଗାଁ ରେଲଓ୍ୱେ ଷ୍ଟେସନରେ ଅଘଟଣ

ଚିଲିକା: ସକାଳୁ ସକାଳୁ ଆଉ ଏକ ଅଘଟଣ। ଟ୍ରେନରୁ ଖସିପଡ଼ି ଚାଲିଗଲା ବ୍ୟକ୍ତିଙ୍କ ଜୀବନ। ବାଲୁଗାଁ ରେଲଓ୍ୱେ ଷ୍ଟେସନର ଘଟଣା। ପ୍ରଶାନ୍ତି ଏକ୍ସପ୍ରେସରୁ ତଳକୁ ଖସିପଡ଼ିବାରୁ ଉଡ଼ିଗଲା ବ୍ୟକ୍ତିଙ୍କ ପ୍ରାଣବାୟୁ। ତେବେ…

ଆଜିଠାରୁ ପ୍ରଧାନମନ୍ତ୍ରୀ ଆବାସ ସର୍ଭେ, ଶୀଘ୍ର କରନ୍ତୁ ଏହି କାମ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ଆବାସ ସର୍ଭେ। ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରିବେ ରାଜ୍ୟ ସରକାର। ଉଭୟ ଅଫ ଲାଇନ ଓ ଅନ୍ ଲାଇନରେ ଆବେଦନ କରିପାରିବେ ହିତାଧିକାରୀ। ପ୍ରଥମ ଥର ପାଇଁ ଆଶାୟୀ ଥିବା ହିତାଧିକାରୀ…

Big Breaking: କୁହୁଡ଼ି ପାଇଁ ଓଲଟିଲା ଯାତ୍ରୀବାହୀ ବସ୍, ଦୁଇ ଗୁରୁତର

ଆଠଗଡ଼: କୁହୁଡ଼ି କରୁଛି ଅସ୍ତବ୍ୟସ୍ତ। ରାସ୍ତା ଦେଖାନଯିବାରୁ ଘଟୁଛି ଦୁର୍ଘଟଣା। ଏବେ ସେହପରି ଏକ ଦୁର୍ଘଟଣା ସାମ୍ନାକୁ ଆସିଛି। କୁହୁଡ଼ି ଯୋଗୁଁ ରାସ୍ତା ଦେଖାନଯିବାରୁ ଯାତ୍ରୀବାହୀ ବସ୍ ଦୁର୍ଘଟଣାର ଶିକାର ହୋଇଛି।…