Big Breaking: ରାଜଧାନୀରୁ ଟଙ୍କା ସହ ତାଡ଼ିନେଲେ ATM ମେସିନ୍, ଘଟଣାସ୍ଥଳରେ ପୋଲିସର ଛାନଭିନ୍
ଭୁବନେଶ୍ୱର: ପୁଣିଥରେ ରାଜଧାନୀରୁ ATM ଲୁଟ୍। ଟଙ୍କା ସହ ତାଡ଼ିନେଲେ ATM ମେସିନ୍। ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି। ହେଲେ ATMରେ କେତେ ଟଙ୍କା ଥିଲା ତାହା ଅସ୍ପଷ୍ଟ।
ଘଟଣା ଘଟିଛି ଗୁରୁବାର ଦିନ ରାତିରେ।…