ଅପରାଧ ସରସ୍ୱତୀ ପୂଜା ଚାନ୍ଦାକୁ ନେଇ ୟୁନିଭରସିଟିରେ ଫୁଟିଲା ଗୁଳି, ୨ ଛାତ୍ର ଆହତ Subhasmita Das Jan 30, 2025 ବିହାର: ସରସ୍ୱତୀ ପୂଜା ଚାନ୍ଦାକୁ ନେଇ ହଙ୍ଗାମା। ୟୁନିଭରସିଟି କ୍ୟାମ୍ପସରେ ଫୁଟିଲା ଗୁଳି। ଦୁଇ ଛାତ୍ର ଆହତ। ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଚାନ୍ଦା ଦେବା ନେବାକୁ ନେଇ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ପରେ ବାବା…
ଅପରାଧ ଜୁଆ ଖେଳରୁ ସାଙ୍ଗର ତଣ୍ଟି କାଟିଲେ, ବୁଦାରେ ଫୋପାଡ଼ି ନିଆଁ ଲଗାଇଦେଲେ Subhasmita Das Jan 30, 2025 ବିହାର: ଝିମିଟି ଖେଳରୁ ମହାଭାରତ ହେବା ପରେ ଜୁଆ ଖେଳରୁ ହତ୍ୟା। ପ୍ରଥମେ ସାଙ୍ଗର ଗଳା କାଟିବା ପରେ ମନ ବୁଝିଲାନି ଯେ, ଦରମରା ଅବସ୍ଥାରେ ବୁଦା ଭିତରେ ପକାଇ ନିଆଁ ଲଗାଇଦେଲେ ଅପରାଧୀ। ଘଟଣାଟି ହେଉଛି ବିହାରର।…
ଖବର ଭିଡ଼ ସାଜିଲା କାଳ, ରାମଲଲାଙ୍କ ଦର୍ଶନ କରିବାକୁ ଯାଇ ଚାଲିଗଲା ୪ ଶ୍ରଦ୍ଧାଳୁଙ୍କ ଜୀବନ Subhasmita Das Jan 30, 2025 ଅଯୋଧ୍ୟା: ଅଯୋଧ୍ୟାରେ ବଡ଼ ଅଘଟଣ। ରାମାଲଲାଙ୍କ ଦର୍ଶନ କରିବାକୁ ଯାଇ ଚାଲିଗଲା ୪ ଭକ୍ତଙ୍କ ଜୀବନ। ଏହା ସହ ୧୨ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଭିଡ଼ରେ ନିୟନ୍ତ୍ରଣ ନ ରହିବାରୁ ଶ୍ରଦ୍ଧାଳୁଙ୍କ ଜୀବନ…
ଖବର ଜୀବନ ବଞ୍ଚାଇବାକୁ ଆତ୍ମସମର୍ପଣ, ଏନକାଉଣ୍ଟର ଭୟରେ ୨୪ ଘଣ୍ଟାରେ ଆତ୍ମସମର୍ପଣ କଲେଣି ୩୮ ମାଓବାଦୀ Subhasmita Das Jan 30, 2025 ଛତିଶଗଡ଼: ରାଜ୍ୟ ହେଉ ଅବା ଦେଶରେ ସୁରକ୍ଷାକର୍ମୀଙ୍କ ପରାକ୍ରମ ଦେଖିସାରିଲେଣି ମାଓବାଦୀ। ଭାରତୀୟ ସୈନିକ ପ୍ରାଣପଣେ ଲାଗିପଡ଼ିଛନ୍ତି ସମସ୍ତ ଅଞ୍ଚଳକୁ ମାଓବାଦୀ ଶୂନ୍ୟ କରିବାରେ। ତେଣୁ ଏବେ ଅନେକ ସ୍ଥାନରୁ ମାଓବାଦୀଙ୍କ…
ଖବର Breaking:ମହାବିଦ୍ୟାଳୟରୁ ପ୍ରଶ୍ନପତ୍ର ଲିକ୍ ଘଟଣା, ୫ ଜଣଙ୍କୁ ଅଟକ ରଖିଛି ପୋଲିସ Subhasmita Das Jan 30, 2025 ବରଗଡ଼: ପ୍ରଶ୍ନପତ୍ର ଲିକ୍ ଘଟଣାରେ ୫ଜଣଙ୍କୁ ଅଟକ ରଖିଛି ପୋଲିସ। ମହାବିଦ୍ୟାଳୟର ପ୍ରିନ୍ସପାଲଙ୍କ ଏତଲା ଆଧାରରେ ୫ ଜଣଙ୍କୁ ଅଟକ ରଖାଯାଇଛି। ଅଟକ ରଖି ପଚରାଉଚରା କରୁଛି ବରପାଲି ପୋଲିସ। ୩ୟ ସେମିଷ୍ଟାର ପରୀକ୍ଷା…
ଖବର (VIDEO)କମ୍ପାନୀ ତରଫରୁ ମିଳିଲା ୭୦ କୋଟିର ବୋନସ୍ ଅଫର, ଯେତେ ଗଣିପାରିବ ସେତେ ତୁମର Subhasmita Das Jan 30, 2025 ନୂଆଦିଲ୍ଲୀ: କମ୍ପାନୀ ତରଫରୁ କର୍ମଚାରୀଙ୍କୁ ମିଳିଛି ବର୍ଷର ଶେଷ ଅଫର। ତାହା ପୁଣି ୭୦ କୋଟି ଟଙ୍କା। ହେଲେ ଏଥିପାଇଁ କିଛିଟା ସର୍ତ୍ତ ରଖିଛନ୍ତି ମାଲିକ। ସର୍ତ୍ତ ଅନୁସାରେ କର୍ମଚାରୀଙ୍କ ଆଗରେ ୭୦ କୋଟି ଟଙ୍କା…
ଖବର (video) ବିଧାୟକ ପ୍ରାର୍ଥୀଙ୍କ ପାଦ ଛୁଇଁଲେ ପ୍ରଧାନମନ୍ତ୍ରୀ, ଭାଇରାଲ ହେଉଛି ଭିଡ଼ିଓ Subhasmita Das Jan 29, 2025 ନୂଆଦିଲ୍ଲୀ : ବିଧାୟକ ପ୍ରାର୍ଥୀଙ୍କ ପାଦ ଛୁଇଁ ପ୍ରଣାମ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଥରେ କି ଦୁଇ ଥର ନୁହେଁ ତିନ ତିନି ଥର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ପାଦ ଛୁଉଁଥିବାର ଭିଡ଼ିଓ ଏବେ ଭାଇରାଲ ହେଉଛି।…
ଖବର ଚୀନର ଅଜବ ଦାବି, ବାଘ ପରିସ୍ରା ପିଇଲେ ଭଲ ହେଉଛି ଆଣ୍ଠୁ ରୋଗ Subhasmita Das Jan 29, 2025 ଚୀନ: ସାଧାରଣ ଲୋକଙ୍କୁ ବାଘର ପରିସ୍ରା ପିଆଉଛି ଚୀନ। ଏବଂ ଦାବି ମଧ୍ୟ କରୁଛି କି ମଦ ସହ ବାଘର ମୂତ୍ରକୁ ମିଶାଇ ପିଇଲେ ମିଳୁଛି ଅନେକ ଫାଇଦା। ଅନେକ ରୋଗକୁ ମଧ୍ୟ ଭଲ କରୁଛି ବାଘର ମୂତ୍ର ବୋଲି ଦାବି କରିଆସୁଛି ଚୀନ।…
ଖବର ମହାକୁମ୍ଭରେ ସନାତନ ମୂଲ୍ୟବୋଧକୁ ପୁନର୍ଜୀବିତ, ଗୀତା ପ୍ରେସ୍ ସହ ସାମିଲ ହେଲେ ଗୌତମ ଆଦାନୀ Subhasmita Das Jan 29, 2025 ପ୍ରୟାଗରାଜ: ପ୍ରୟାଗରାଜରେ ଦିନକୁ ଦିନ ବଢୁଛି ଭକ୍ତଙ୍କ ସମାଗମ। ଆଉ ଏହି ମହାକୁମ୍ଭ କେବଳ ନଦୀର ସଙ୍ଗମ ନୁହେଁ। ଯାହା ପାଇଁ ଲୋକଙ୍କ ଆଗ୍ରହ ବଢ଼ୁଛି। ବରଂ ଏହି ମହାକୁମ୍ଭ ବିଶ୍ୱାସ, ସଂସ୍କୃତି ଏବଂ ସେବାର ଏକ ମହାନ…
ଖବର ବେଡ଼ରେ ପଡ଼ିଥିଲେ ରୋଗୀ, ରିଲ୍ସ ପ୍ରେମରେ ମଜିଯାଇଥିଲେ ଡାକ୍ତର, ଆଉ ତା ପରେ… Subhasmita Das Jan 29, 2025 ଉତ୍ତରପ୍ରଦେଶ: ରିଲ୍ସ ନିଶା ଏବେ ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କୁ ଘାରିଛି। ହେଲେ ଏବେ ସେହି ରିଲ୍ସ ଜଣେ ରୋଗୀଙ୍କ ଜୀବନ ନେଇଯାଇଛି। ତାହା ପୁଣି ହସ୍ପିଟାଲରେ। ଡାକ୍ତରଙ୍କ ରିଲ୍ସ…