ଆଜି ଖୋଲିବ ହଂସପାଳ ଓଭରବ୍ରିଜ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କଲେ ଉଦଘାଟନ
ଭୁବନେଶ୍ୱର: ଆଜି ଖୋଲିବ ହଂସପାଳ ଫ୍ଲାଏଓଭର ବ୍ରିଜ। ବହୁ ପ୍ରତୀକ୍ଷିତ ହଂସପାଳ ଫ୍ଲାଏ ଓଭରବ୍ରିଜର ଶୁଭ ଉଦଘାଟନ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।
ପାଖାପାଖି ପାଞ୍ଚ ବର୍ଷର ଅପେକ୍ଷା ପରେ ଏବେ ଏହି…