ଇନ୍ଦିରା ଗାନ୍ଧିଙ୍କ ପରି ହେବ ରାହୁଲଙ୍କ ଅବସ୍ଥା! ମିଳିଲା ହତ୍ୟା ଧମକ, ସୁରକ୍ଷା ଦାବି କଲେ କଂଗ୍ରେସ ଯୁବରାଜ
ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ଜୀବନ ପ୍ରତି ବିପଦ। ମିଳୁଛି ହତ୍ୟା ଧମକ। ଇନ୍ଦିରା ଗାନ୍ଧୀଙ୍କ ପରି ସମାନ ଅବସ୍ଥା ରାହୁଲଙ୍କର ହେବ ବୋଲି ଧମକ ଦିଆଯାଉଥିବା ବିରୋଧୀ ଦଳ ନେତା ନିଜେ ଦାବି କରିଛନ୍ତି। ତେଣୁ ସେ ନିଜ…