ହୁତୁହୁତୁ ହୋଇ ଜଳୁଛି ଚଳନ୍ତା ଟ୍ରେନ୍, ଟ୍ରେନରେ ଭର୍ତ୍ତି ହୋଇ ରହିଛି ଡିଜେଲ୍
ତାମିଲନାଡୁ: ହୁତୁହୁତୁ ହୋଇ ଜଳୁଛି ଚଳନ୍ତା ଟ୍ରେନ୍। ଡିଜେଲ ବୋଝେଇ ହୋଇ ଥିବା ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ। ଚାରିଆଡ଼େ ଧୂଆଁମୟ। ନିଆଁର ପ୍ରଭାବ ଏତେ ବେଶୀ ଅଛି ଯେ, ପାଖ ଆଖରେ ନିଆଁ ଛଡ଼ା ଆଉ କିଛି ଦେଖାଯାଉନି।…