ପାକିସ୍ତାନ ପହଞ୍ଚାଇଲା ଫେସବୁକ ପ୍ରେମ: ସୀମାପାର ଜେଲରେ ୟୁପି ଯୁବକ

ନୂଆଦିଲ୍ଲୀ: ପ୍ରେମ ପାଇଁ କିଏ ପରିବାର ଛାଡ଼ନ୍ତି ତ କିଏ ସହର ଛାଡ଼ନ୍ତି ତ ଆଉ କିଏ ଲୁଚିଛପି ସୀମା ଡେଇଁ ପହଞ୍ଚି ଯାଆନ୍ତି ପାକିସ୍ତାନ। ଉତ୍ତରପ୍ରଦେଶର ଜଣେ ଫେସବୁକ ପ୍ରେମ ବାଇଆ ଯୁବକ ଏପରି ଭୁଲ କରି ଆଜି ପାକିସ୍ତାନ…

ମନ୍ତ୍ରୀ ନିତେଶ ରାଣେଙ୍କ ‘ମିନି ପାକିସ୍ତାନ’ ବୟାନ ଉପରେ କ’ଣ କହିଲେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ?

ନୂଆଦିଲ୍ଲୀ: ମହାରାଷ୍ଟ୍ରର ମତ୍ସ୍ୟ ଓ ବନ୍ଦର ମନ୍ତ୍ରୀ ନିତେଶ ରାଣେ 'ମିନି ପାକିସ୍ତାନ' ବୋଲି ଦେଇଥିବା ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ। ମନ୍ତ୍ରୀ ନିତେଶ ରାଣେଙ୍କ…

ଚାକିରି ଦେଉଛନ୍ତି ଚୋର ଗ୍ୟାଙ୍ଗ୍, ଦରମା ସହ ମାଗଣା ଖାଇବା!

ଗୋରଖପୁର: ୟୁପିରେ ରହୁଥିବା ରହୁଥିବା ଝାଡ଼ଖଣ୍ଡର ଗ୍ୟାଙ୍ଗଷ୍ଟର ମନୋଜ ମଣ୍ଡଳ ମାସିକ ୧୫ ହଜାର ଟଙ୍କା ଦରମାରେ ଚୋରଙ୍କୁ ନିଯୁକ୍ତି ଦେଉଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ନାବାଳକ। ମନୋଜ ସହ ତାହାର ଦୁଇ ସହଯୋଗୀଙ୍କୁ…

ପଞ୍ଜାବ ବନ୍ଦ: ସାରା ରାଜ୍ୟରେ ରେଳ-ସଡ଼କ ଅବରୋଧ, ଅନେକ ଟ୍ରେନ୍ ବାତିଲ

ନୂଆଦିଲ୍ଲୀ: ସୋମବାର ପଞ୍ଜାବ ବନ୍ଦ ସମୟରେ କୃଷକ ସଂଗଠନମାନେ ରେଳବାଇ ଏବଂ ରାସ୍ତା ଅବରୋଧ କରିଥିଲେ, ଯାହାର ବ୍ୟାପକ ପ୍ରଭାବ ସାରା ରାଜ୍ୟରେ ପଡ଼ିଥିଲା। କୃଷକ ନେତା ଜଗଜିତ୍ ସିଂହ ଦଲେୱାଲଙ୍କ ଅନିର୍ଦ୍ଦିଷ୍ଟ କାଳର…

ଇସ୍ରୋକୁ ମିଳିଲା ବଡ଼ ସଫଳତା: ଉତ୍‌କ୍ଷେପଣ ହେଲା ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ବା ‘ସ୍ପେଡେକ୍ସ’

ଭୁବନେଶ୍ୱର: ଉତ୍‌କ୍ଷେପଣ ହେଲା ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ବା ‘ସ୍ପେଡେକ୍ସ’ । ଆନ୍ଧ୍ର ଶ୍ରୀହରିକୋଟାରୁ ଉତ୍‌କ୍ଷେପଣ କଲା ଇସ୍ରୋ । ରାତି ୧୦ଟା ୧୫ ସେକେଣ୍ଡରେ ହେଲା ଉତ୍‌କ୍ଷେପଣ। PSLV-C60 ରକେଟ୍ ଦ୍ବାରା…

ଜାନୁଆରୀ ପହିଲାରୁ ହେବ ଏହି ୬ଟି ବଡ଼ ପରିବର୍ତ୍ତନ, ଏଲପିଜି ସିଲିଣ୍ଡର, ପେନସନ ଓ କାର ଦର…

ନୂଆଦିଲ୍ଲୀ: ଆଉ ଦିନକ ପରେ ନୂଆବର୍ଷ। ତେଣୁ ନୂଆ ବର୍ଷ ସହିତ ବଦଳିଯିବ କିଛି ନିୟମ। ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ପକେଟ ଉପରେ ପଡିବ । ଏଥିରେ କାର୍ ମୂଲ୍ୟ, ଏଲପିଜି ସିଲିଣ୍ଡର ମୂଲ୍ୟ, ପେନସନ ନିୟମ, ଆମାଜନ…

ଦେଶରେ ପାଳନ ହେଉଛି ରାଷ୍ଟ୍ରୀୟ ଶୋକ: ନୂଆ ବର୍ଷ ସେଲିବ୍ରେସନ ନ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର: ଗତ ୨୬ ତାରିଖରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ଘଟିଛି । ସେଥିପାଇଁ ଦେଶ ସାରା ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି । ଏହି ରାଷ୍ଟ୍ରୀୟ ଶୋକକୁ ସମ୍ମାନ ଜଣାଇ ସରକାରୀ…

ଜାନୁଆରୀରେ ୧ରୁ ୪ ସହରର ଆକାଶପଥ ସହ ଯୋଡ଼ି ହେବ ଓଡ଼ିଶା, ସିଏମ୍‌ଓ ପକ୍ଷରୁ ସୂଚନା

ଭୁବନେଶ୍ୱର: ଆଉ ୪ ସହରର ଆକାଶପଥ ସହ ଯୋଡ଼ି ହେବାକୁ ଯାଉଛି ଓଡ଼ିଶା । ଜାନୁଆରୀରେ ୧ରୁ ଝାରସୁଗୁଡ଼ାରୁ ୪ ସହରକୁ ଉଡ଼ିବ ବିମାନ । ଝାରସୁଗୁଡ଼ାରୁ ସିଧାସଳଖ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ, ମୁମ୍ବାଇକୁ ଉଡ଼ିବ ।…

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିମ୍ପାଞ୍ଜି ‘ଲୁଲୁ’ର ମୃତ୍ୟୁ: ୩୬ ବର୍ଷ ରହି ନେଲା ବିଦାୟ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ସିମ୍ପାଞ୍ଜିର ମୃତ୍ୟୁ । ବୟସାଧିକ କାରଣରୁ ସିମ୍ପାଞ୍ଜିର ମୃତ୍ୟୁ ହୋଇଥିବା ସୂଚନା । ସିମ୍ପାଞ୍ଜିର ନାମ ଜୁଲୁ ଥିବାବେଳେ ୩୬ ବର୍ଷ ବୟସରେ ତାର ମୃତ୍ୟୁ ହୋଇଛି ।…

Video: ପ୍ରତିଭା ଆଗରେ ଫିକା ପଡ଼ିଲା ବୟସ,’ତୋବା ତୋବା’ ଗୀତରେ ମସ୍ତ୍ ଡ୍ୟାନ୍ସ କଲେ ଆଶା

ମୁମ୍ୱାଇ: ହିନ୍ଦୀ ସିନେମାର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ ୯୧ ବର୍ଷ ବୟସରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି। 'ତୋବା ତୋବା' ଗୀତରେ ତାଙ୍କ ଡ୍ୟାନ୍ସ ମୁଭ୍ସ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ କରଣ…