fbpx

(Video) କେତେ ବୟସର ମହିଳାଙ୍କୁ ମିଳିବ ସରକାରଙ୍କ ସୁଭଦ୍ରା ଟଙ୍କା; ଦରକାର କେଉଁ ପ୍ରମାଣ ପତ୍ର ?

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) କାହାକୁ ମଳିବ ସୁଭଦ୍ରା ଟଙ୍କା, ସୁଭଦ୍ରା ଟଙ୍କା କିଏ ପାଇବାକୁ ଯୋଗ୍ୟ ହେବେ ? ପାଖକୁ ଆସିବ ୫୦ ହଜାର ଟଙ୍କାର ଭାଉଚର୍ । କେଉଁ ମହିଳା ଯୋଜନାରେ ହେବେ ଅନ୍ତର୍ଭୁକ୍ତ । ପଥମ କ୍ୟାବେନଟ…

ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ହେଲେ କାମଚଳା ବାଚସ୍ପତି; ଶୁକ୍ରବାର କରିବେ ଶପଥ ଗ୍ରହଣ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଆସନ୍ତା ଜୁନ୍ ୨୦ ତାରିଖରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ । ଜୁନ୍ ୧୮ ଏବଂ ୧୯ ତାରିଖରେ ଦୁଇ ଦିନ ଧରି ଶପଥ ଗ୍ରହଣ କରିବେ ନୂଆ ବିଧାୟକ । କାମଚଳା ବାଚସ୍ପତି ପ୍ରଥମେ ନୂଆ…

କାଲି ପହିଲି ରଜ; ସଜେଇ ହେଉଛି ପୁରପଲ୍ଲୀ, ପିଠାପଣା ଓ ପାନକୁ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ରଜ ଓଡିଶାର ଏକ ପାରମ୍ପାରିକ ଗଣ ପର୍ବ । ରଜ ସାଧାରଣତଃ ତିନଦିନ ଧରି ପାଳନ କରାଯାଏ । ପହିଲି ରଜ, ରଜ ସଂକ୍ରାନ୍ତି, ଭୂଇଁ ନଅଣ ବା ବସୁମତୀ ସ୍ନାନ । ଏହା ପୂର୍ବରୁ ସଜବାଜ ପାଳନ…

ବଦଳିଲା ଆପଲ୍‌ର ପଲିସି; ଏଣିକି ଆଉ ଆଇଫୋନ୍ ୟୁଜର୍ସଙ୍କୁ ମିଳିବନି ଏହି ମାଗଣା ଫିଚର

ନୂଆଦିଲ୍ଲୀ: ଆପଲ୍ ଫୋନର ଦାମ୍ ବହୁତ ଅଧିକ। ବିଶେଷ କରି ଭାରତରେ ଏହାର ଦାମ୍ ବହୁତ ଅଧିକ ରହିଛି। ସେଥିଲାଗି ଏହାର ୱାରେଣ୍ଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। କାରଣ ଯଦି ଫୋନରେ କୌଣସି ସମସ୍ୟା ହୁଏ ତେବେ ଏହାକୁ…

ନକ୍ଷତ୍ର ପରିବର୍ତ୍ତନ କଲେ ଦେବଗୁରୁ ବୃହସ୍ପତି; କେଉଁ କ୍ଷେତ୍ର ହେବ ପ୍ରଭାବିତ, କ’ଣ କରିବେ ପ୍ରତିକାର

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମସ୍ତ ୯ଟି ଗ୍ରହରେ ଦେବ ଗୁରୁ ବୃହସ୍ପତିଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ତେଣୁ ଏହି ଗ୍ରହର ରାଶି ପରିବର୍ତ୍ତନ ବା ନକ୍ଷତ୍ର ପରିବର୍ତ୍ତନ ବିଶେଷ ଅଟେ। ଏଭଳି…

ଇୟରବଡ୍‌ରେ କାନ ସଫା କରୁଥିଲେ ସାବଧାନ; ନଚେତ୍ ହରାଇ ବସିବେ ଶ୍ରବଣ ଶକ୍ତି

ନୂଆଦିଲ୍ଲୀ: ଅଧିକାଂଶ ଲୋକ କାନ ସଫା କରିବା ପାଇଁ ଇୟରବଡ ବ୍ୟବହାର କରନ୍ତି । କିନ୍ତୁ ବିଶେଷଜ୍ଞମାନେ ଇୟର ବଡ୍ ବ୍ୟବହାର ନ କରିବାକୁ ପରାମର୍ଶ ଦିଅନ୍ତି । ଧୂଳି, ସୂକ୍ଷ୍ମ ଜୀବ, ଜଳ ଏବଂ ଛୋଟ ଛୋଟ କଣିକାଗୁଡ଼ିକରୁ…

BIG BREAKING…ନାଗପୁରର ଏକ ବାଣ ତିଆରି କାରଖାନାରେ ବଡ଼ ଧରଣର ବିସ୍ଫୋରଣ; ୫ ମୃତ

ନାଗପୁର: ମହାରାଷ୍ଟ୍ରର ନାଗପୁରରେ ଥିବା ଏକ ବାଣ ତିଆରି କାରଖାନାରେ ଅଗ୍ନିକାଣ୍ଡ ଘଟି ୫ ଜଣଙ୍କ ମୃତ୍ୟୁ ଘଟିଛି। ନାଗପୁର ପୋଲିସ କମିଶନର ରବୀନ୍ଦ୍ର ସିଂଘଲ କହିଛନ୍ତି ଯେ " ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କର ମୃତ୍ୟୁ…

ଜମ୍ମୁ-କଶ୍ମୀରରେ ଲଗାତାର ଆତଙ୍କବାଦୀ ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ କ୍ରମାଗତ ଭାବେ ବଢୁଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଚିନ୍ତିତ କେନ୍ଦ୍ର ସରକାର ନିର୍ଣ୍ଣାୟକ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି । ଗତ ୪ ଦିନ ମଧ୍ୟରେ ୪ଟି ହୃଦୟ ବିଦାରକ ଆତଙ୍କୀ…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶରଦ ପାୱାରଙ୍କ ଟାର୍ଗେଟ; କହିଲେ ଶେଷହେଲା ‘ଏକାଧିପତ୍ୟ’ର ଦିନ

ନୂଆଦିଲ୍ଲୀ: ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ ଦେଶରେ 'ଏକାଧିପତ୍ୟ' ର ଦିନ ଶେଷ ହୋଇଛି । ବୁଧବାର ଦିନ ସେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ନିଜେ ଏକା କେନ୍ଦ୍ରରେ ସରକାର ଗଠନ କରିପାରିନଥିବାରୁ…

ରାଜ୍ଯରୁ ହଟିଲା ‘ଫାଇଭ-ଟି’ ବ୍ୟବସ୍ଥା; ସରକାରୀ କାର୍ଯ୍ୟାଳଯ ପରିସରରୁ ବୋର୍ଡ଼ ହଟାଇବାକୁ ନିର୍ଦ୍ଦେଶ

ଭୁବନେଶ୍ଵର: (ଓଡ଼ିଆସା ଭାସ୍କର) ରାଜ୍ଯରୁ ହଟିଲା ଫାଇଭ-ଟି ବ୍ୟବସ୍ଥା । ସରକାରୀ କାର୍ଯ୍ୟାଳଯ ପରିସରରୁ 'ଫାଇଭ-ଟି' ବୋର୍ଡ଼ ହଟାଇବାକୁ ନିର୍ଦ୍ଦେଶ ହୋଇଛି । ଏପରିକି 'ମୋ-ସରକାର' ବୋର୍ଡ ହଟାଇବାକୁ ମଧ୍ଯ ନିର୍ଦ୍ଦେଶ…