ପୁରୀ ପରିଦର୍ଶନ କରି ଖୁସି ବ୍ୟକ୍ତ କଲେ ପ୍ରବାସୀ ଭାରତୀୟ: “ଫିର୍ ମିଲେଙ୍ଗେ” କହି ନେଲେ ବିଦାୟ
ପୁରୀ: ୮୦ ଜଣ ପ୍ରବାସୀ ଭାରତୀୟ ଓ ସହଯୋଗୀ ସଦସ୍ୟ କଳାଗ୍ରାମ ରଘୁରାଜପୁର ପରିଦର୍ଶନ କରିଥିଲେ।ସେମାନେ ରଘୁରାଜପୁର ଠାରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ବାଗତ କରା ଯାଇଥିଲା।
ରଘୁରାଜପୁରର କଳା କୃତି ଦେଖି…