ସମ୍ଭଲରେ ମିଳିଲା ଗୁପ୍ତ ସୁଡ଼ଙ୍ଗ, ପୌରପାଳିକାକୁ ASIର ନିର୍ଦ୍ଦେଶ ପରେ ଖନନ କାର୍ଯ୍ୟ ଜାରି
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ସମ୍ଭାଲ ଜିଲ୍ଲାର ଚନ୍ଦାଉସୀରେ ଏକ ସୁଡ଼ଙ୍ଗ ଖୋଳା ଚାଲିଛି। ବୁଧବାର ପଞ୍ଚମ ଦିନ ପାଇଁ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ଚାଲିଥିବା ବେଳେ ଏଏସ୍ ଆଇ ଟିମ୍ ମଧ୍ୟ ସର୍ଭେ ପାଇଁ…