fbpx

ପୁଣି ଅନୁଭବଙ୍କ ଭାଇ ଏବେ ବିପଦରେ! ଅନୁପ୍ରାସଙ୍କ ଘରେ ପହଞ୍ଚିଲା ବ୍ୟାଙ୍କ ରିକଭରୀ ଟିମ୍

କଟକ: ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ପରିବାର ଉପରେ ଗୋଟିଏ ପରେ ଗୋଟିଏ ବିପଦ ଲାଗି ରହିଛି । ଗତ ମାସରେ ବାପାଙ୍କ ଦେହାନ୍ତ ହୋଇଥିବା ବେଳେ ଏବେ ଭାଇ ଅନୁପ୍ରାସ ଆଉ ଏକ ଅସୁବିଧାରେ ପଡ଼ି ଯାଇଛନ୍ତି । କଟକ ଖାନନଗର ସ୍ଥିତ ଅନୁପ୍ରାସଙ୍କ ଭଡ଼ା ଘରେ ପହଞ୍ଚଇଛି ବ୍ୟାଙ୍କ ରିକଭରୀ ଟିମ୍ । ୫୦ ଲକ୍ଷ ଟଙ୍କା ଋଣ ମାମଲାର ଯାଞ୍ଚ କରିବାକୁ ବ୍ୟାଙ୍କ ରିକଭରୀ ଟିମ୍ ଅନୁପ୍ରାସଙ୍କ ଘରେ ପହଞ୍ଚିଛି । ଅନୁପ୍ରାସ ୫୦ ଲକ୍ଷ ଟଙ୍କା ଋଣ ନେଇଥିବା ବେଳେ ଅନାଦେୟ ଯୋଗୁଁ ରିକଭରୀ ଟିମ୍ ଆଜି ଅନୁପ୍ରାସଙ୍କ ଭଡ଼ା ଘରେ ଯାଞ୍ଚ ଆରମ୍ଭ କରିଛି ।

Get real time updates directly on you device, subscribe now.