fbpx
BJD SKY
BJD SKY

ବାତିଲ ହେବ ବାରବାଟୀ T-20!

BJD

କଟକ(ଓଡ଼ିଶା ଭାସ୍କର): ବାତିଲ ହୋଇପାରେ ବାରବାଟୀରେ ହେବାକୁ ଥିବା T-20 ମ୍ୟାଚ । ଆସନ୍ତା ୧୫ରେ ବାରବାଟୀ ଷ୍ଟାଡିଅମରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ T-20 ମ୍ୟାଚ୍ । ମ୍ୟାଚ୍‌ ଭେନ୍ୟୁ ପରିବର୍ତ୍ତନ ପାଇଁ BCCIକୁ ଟୁର୍‌ ଓ ଫିକ୍ସଚର କମିଟି‌ ପକ୍ଷରୁ ଚିଠି ଲେଖାଯାଇଛି । ବର୍ତ୍ତମାନର କୋଭିଡ ସ୍ଥିତିକୁ ଦେଖି ସ୍ଥାନ ପରିବର୍ତ୍ତନ ପାଇଁ ସୁପାରିସ କରାଯାଇଥିବା ନେଇ ସୂଚନା ମିଳିଛି । ବାରବାଟୀ T-20 ବାତିଲ ନେଇ BCCI ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଏନେଇ ସୂଚନା ଦେଇଛନ୍ତି ଓସିଏ ସଂପାଦକ ।

Get real time updates directly on you device, subscribe now.