fbpx
BJD
BJD SKY
BJD SKY

ରାଜ୍ୟର ୬ ସହର ୧୦ ଡିଗ୍ରୀ ତଳେ

ଭୁବନେଶ୍ୱର, ୨୮ା୧୨ (ଓଡିଶା ଭାସ୍କର): ଆଜି ରାଜ୍ୟରେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି । ରାଜ୍ୟର ୬ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

୫.୫ ଡିଗ୍ରୀ ତାପମାତ୍ରା ସହ ଫୁଲବାଣୀକୁ ରାଜ୍ୟର ସବୁଠାରୁ ଶୀତଳ ସହରର ମାନ୍ୟତା ଲାଭ କରିଛି । ରାଜ୍ୟର ଅନ୍ୟ ସହରମାନଙ୍କ ମଧ୍ୟରେ ଦାରିଙ୍ଗବାଡ଼ି ୬.୫, ଭବାନିପାଟଣା ୯.୨, ବାରିପଦା ୯.୪, ଝାରସୁଗୁଡ଼ା ୯.୪, କୋରାପୁଟ ୯.୬, ଭୁବନେଶ୍ୱର ୧୩.୨, କଟକ ୧୨ ଡିଗ୍ରୀ ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.