fbpx

ପ୍ରତିଦିନ ଛତୁଆ ଖାଇଲେ ଶରୀର ପାଇଁ କଣ ଲାଭଦାୟକ ହୋଇଥାଏ ଜାଣନ୍ତୁ

ଛତୁଆ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିରେ କ୍ୟାଲସିୟମ୍‌, ଫାଇବର ଓ ମ୍ୟାଗ୍ନେସିୟମ୍ ଭଳି ପୋଷାକତତ୍ୱ‌ ରହିଛି। ଛତୁଆ ଖାଇଲେ ଆମକୁ ଅନେକ ରୋଗରୁ ମୁକ୍ତି ମିଳିଥାଏ।ଆସନ୍ତୁ ଜାଣିବା ନିୟମିତ ଛତୁଆ ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳିଥାଏ।

ଛତୁଆ ଖାଇବା ଦ୍ୱାରା ଗଳା ସମ୍ୱନ୍ଧୀୟ ରୋଗ, ବାନ୍ତି, ଶୋଷ, ଗରମ ଦିନରେ ଦେଖାଯାଉଥିବା ସମସ୍ୟା ଦେଖା ଯାଇ ନଥାଏ।

ଚଣା ବା ବୁଟରେ ପ୍ରସ୍ତୁତ ଛତୁଆ ପେଟ ସମ୍ୱନ୍ଧୀୟ ରୋଗରୁ ଦୂର କରି ପେଟକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ।

ଛତୁଆରେ ଥିବା ପୋଟାସିୟମ୍‌ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ।

ଏହାସହ ଏଥିରେ ଥିବା ପ୍ରୋଟିନ୍ ମାଂସପେଶୀକୁ ମଜଭୁତ ରଖେ।

Get real time updates directly on you device, subscribe now.