fbpx

କଟକରେ ଭସାଣ ଉତ୍ସବ ଶେଷ

କଟକ, ୨୭ ।୧୦(ଓଡିଶା ଭାସ୍କର): କରୋନା କଟକଣାରେ କଟକର ଦୁର୍ଗା ଭସାଣ ଉତ୍ସବ ଶେଷ ହୋଇଛି । କଟକର ୧୬୭ ମଣ୍ଡପରେ ଏଥର ହୋଇଥିଲା ମାଆ ଦୁର୍ଗାଙ୍କ ପୂଜା । ବିନା ଶୋଭାଯାତ୍ରାରେ ୭-୭ କର୍ମମର୍ତ୍ତାଙ୍କୁ ନେଇ ଭସାଣ ସମ୍ପର୍ଣ୍ଣ ହୋଇଛି । ଦେବୀଗଡା ଘାଟ ଓ ୧୪ଟି କୃତ୍ରିମ ପୋଖରୀରେ ଭସାଣ ହୋଇଛି ।

Get real time updates directly on you device, subscribe now.