fbpx

ବିଦ୍ୟତ୍ ଆଘାତରେ ଗୋଟିଏ ପରିବାରର ୩ ମୃତ

ଜଗତସିଂହପୁର: ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ ଜଣ ମୃତ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ତିର୍ତ୍ତୋଲ ଥାନା ବଣିତୋ ଗ୍ରାମରେ । ବିଦ୍ୟୁତ ଆଘାତରେ ବାପା , ମାଆ, ଝିଅ ମୃତ । ରକ୍ଷା କରିବାକୁ ଆସିଥିବା ପଡ଼େଶୀ ଗୁରୁତର ହୋଇଥିବା ନେଇ ସୂଚନା । ଘରେ ହିଟର ଦ୍ୱାରା ରୋଷେଇ କରୁଥିବାବେଳେ ହିଟର ଚାର୍ଜ ହୋଇଯିବାରୁ ଅଘଟଣ । ଗୁରୁତର ଅବସ୍ଥାରେ ପଡ଼ୋଶୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.