fbpx

Big Breaking: ଓଡ଼ିଶାରେ ବର୍ଷା, ନଭେମ୍ବର ପହିଲାରୁ ପ୍ରବଳ ବର୍ଷିବ

Advertisement

ଭୁବନେଶ୍ୱର : ଆଗାମୀ କିଛି ଦିନ ପାଗ ଶୁଖିଲା ରହିବାପରେ, ନଭେମ୍ବର ପହିଲାରୁ ଓଡ଼ିଶାରେ ହେବା ବର୍ଷା । ବଙ୍ଗୋପସାଗରରୁ ପୂର୍ବାଳି-ତରଙ୍ଗ ପ୍ରଭାବରେ ବର୍ଷା ହୋଇପାରେ । ତେବେ ଏହାର ପ୍ରଭାବରେ ନଭେମ୍ବର ୧ରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୩ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହେବାର ଆଶଙ୍କା କରାଯାଇଛି । ତେବେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି ।

Get real time updates directly on you device, subscribe now.