fbpx

କଟକ ସଦର ବ୍ଲକ୍‌ ଜିଲ୍ଲା ପରିଷଦ ଜୋନ୍‌-୭ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟୀ ।

Advertisement

କଟକ , 23/12 : କଟକ ସଦର ବ୍ଲକ୍‌ ଜିଲ୍ଲା ପରିଷଦ ଜୋନ୍‌-୭ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୯ ହଜାର ୨୨୧ ଭୋଟ୍‌ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।
କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇଲେ ବିଜେଡିର ବିଳାସ ମଲ୍ଲିକ । ବଲାଙ୍ଗିର ବେଲପଡ଼ା ବ୍ଲକ ଜୋନ୍‌-୨୬ରେ ବିଜେଡି ଆଗୁଆ ରହିଛନ୍ତି । ଦଶମ ରାଉଣ୍ଡ ସୁଦ୍ଧା ୨୧୪୭ ଭୋଟ୍‌ ବିଜେଡି ପ୍ରାର୍ଥୀ ଆଗୁଆ ଅଛନ୍ତି ।/

Get real time updates directly on you device, subscribe now.