fbpx

ମୋବାଇଲ ଭେଣ୍ଡିଂ ସେବା ଆରମ୍ଭ କରିବ ବିଏମସି

ଭୁବନେଶ୍ୱର,୨୬ ।୩(ଓଡିଶା ଭାସ୍କର): କରୋନା ପାଇଁ ସାରା ଦେଶରେ ଲକ୍-ଡାଉନ୍ ଲାଗୁ ହୋଇଛି । ଏନେଇ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଲୋକଙ୍କୁ ହଇରାଣ ହେବାକୁ ପଡୁଛି । ଏହାକୁ ଦୃଷ୍ଟିରେ ରଖି ମୋବାଇଲ ଭେଣ୍ଡି ସେବା ଆରମ୍ଭ କରିବାକୁ ଯାଉଛି ବିଏମସି । ଫୁଡ୍ ଭେଣ୍ଡରଙ୍କୁ ପରିବା ଓ ଗ୍ରୋସରୀ ଭେଣ୍ଡରରେ ପରିଣତ କରାଯିବ । ଷ୍ଟିଟ୍ ଫୁଡ୍ ବ୍ୟବସାୟୀମାନେ ପରିବା ଓ ଗ୍ରୋସରୀ ବ୍ୟବସାୟ କରିବେ । ଏନେଇ ଆଜି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.