fbpx

ମହାନଦୀ ବ୍ରିଜରେ ଓହଳିଛି ବସ, ବ୍ରିଜରେ ଯାତ୍ରୀବାହୀ ବସ ଦୁୁର୍ଘଟଣା ଗ୍ରସ୍ତ

Advertisement

ବାଙ୍କି : ମହାନଦୀ ବ୍ରିଜରେ ଯାତ୍ରୀବାହୀ ବସ ପିଟି ହେବା ପରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ବାଙ୍କି ଯାତ ମୁଣ୍ଡିଆ  ମହାନଦୀ ବ୍ରିଜରେ ଏହି ଦୁର୍ଘଟଣା ହୋଇଛି । ତେବେ ବସଟି ବ୍ରିଜ ତଳକୁ ଓହଳିକି ରହିଛି । ଏହି ବସଟି ଅନୁଗୁଳରୁ ଭୂବନେଶ୍ୱରକୁ ଆସୁଥିଲା । ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.