fbpx

Big Breaking: ଓଲଟିଲା ବସ୍‌, ୮ ଗୁରୁତର

ଭୁୁବନେଶ୍ୱର: ବାଲୁଗାଁରେ ପୁଣି ଏକ ବଡ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏଠାରେ ବସ୍ ଓଲଟି ୮ ଜଣ ଗୁରୁତର ହୋଇଛନ୍ତି । ୧୬ ନଂ ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକରେ ଏହି ଦୁର୍ଘଟଣା ଘଟିଛି । ପଛରୁ ଏକ ଟ୍ରକ ଧକ୍କା ଦେବା ପରେ ବସ୍‌ଟି ଓଲଟି ପଡିଛି ।

ଏହି ସମୟରେ ବସ୍‌ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ୮ ଗୁରୁତରଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି । ବସ୍‌ଟି ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା ।

Get real time updates directly on you device, subscribe now.