fbpx

ଭାରତ-ଶ୍ରୀଲଙ୍କା ଏଲାଏନ୍ସ ଏୟାର ବିମାନ ସେବାକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ,୫ ।୨: ଭାରତ-ଶୀଲଙ୍କା ଏଲାଏନ୍ସ ଏୟାର ବିମାନ ସେବାକୁ ଆଜି ମିଳିଛି କ୍ୟାବିନେଟ୍ ମଞ୍ଜୁରି । ଆଇଆଇଆଇଟି ଆଇନ ସଂଶୋଧନ ବିଧେୟକକୁ କ୍ୟ୍ୟବିନେଟ ଅନୁମୋଦନ କରିଛି । ୫ଟି ଆଇଆଇଆଇଟିକୁ ପିପିପି ଢାଞ୍ଚାରେ ଜାତୀୟ ସଂସ୍ଥାନର ମାନ୍ୟତା ଦିଆଯିବ । ସୁରତ, ଭୋପାଳ, ଅଗରତାଲା, ଭାଗଲପୁର ଓ ରାଇଚୁର ଆଇଆଇଆଇଟିକୁ ମାନ୍ୟତା ଦିଆଯିବ । ସେହିପରି ମହାରାଷ୍ଟ୍ରର ୱାଧୱାନରେ ବୃହତ ବନ୍ଦ ପ୍ରତିଷ୍ଠାକୁ କ୍ୟାବିନେଟରେ ମଞ୍ଜୁରି ମିଳିଛି ।

Get real time updates directly on you device, subscribe now.