fbpx
BSKY
BJD MC SKY
BJD YOUTH SKY

ରାଜ୍ୟ କ୍ୟାବିନେଟ ବୈଠକ ଆରମ୍ଭ

ଭୁବନେଶ୍ୱର, ୯ା୧୨ (ଓଡିଶା ଭାସ୍କର):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ରେ ଆରମ୍ଭ ହେଲା ଗୁରୁତ୍ୱପୂର୍ଣ ରାଜ୍ୟ କ୍ୟାବିନେଟ ବୈଠକ । ବିଶେଷ ସୂତ୍ର ରୁ ପ୍ରକାଶ ଯେ ,11 ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର । କରୋନା ମହାମାରୀ ହେତୁ ଭିଡିଓ କନଫରେନ୍ସିଂ ସହାୟତରେ  ଚାଲିଛି କ୍ୟାବିନେଟ ବୈଠକ ।

Get real time updates directly on you device, subscribe now.