fbpx
BJD SKY
BJD SKY

ଟ୍ରକକୁ ପଛରୁ ପିଟିଲା କାର୍

BJD

ଭୁବନେଶ୍ୱର, ୧୦ା୧୨ (ଓଡିଶା ଭାସ୍କର): ବାଣୀବିହାର ନିକଟରେ ଏକ ଟ୍ରକକୁ ପଛପଟୁ ଏକ କାର୍ ଧକ୍କା ଦେଇଥିଲା । ଫଳରେ କାରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ଅଳ୍ପକେ ଦୁଇଜଣ ଯାତ୍ରୀ ବର୍ତ୍ତି ଯାଇଛନ୍ତି । ତେବେ କାର ଚାଳକ ଅନ୍ୟମନସ୍କ ହୋଇ ଟ୍ରକକୁ ପଛପଟୁ ପିଟିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ସହିଦନଗର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.