Browsing Category

ଖବର

ଭାରତକୁ ଭୁଲ ମାଗିଲେ ଏଲନ ମସ୍କ; ଦେଶରେ ଟ୍ୱିଟର ସେବାକୁ ନେଇ ଏପରି କହିଲେ ମସ୍କ…

ନୂଆଦିଲ୍ଲୀ: ଟ୍ୱିଟରର ମାଲିକ ଏଲନ୍ ମସ୍କ କମ୍ପାନୀର ଅଧିଗ୍ରହଣ ହାତକୁ ନେବା ପରେ ଗୋଟିଏ ପରେ ଗୋଟିଏ ନୂତନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଯାହାକୁ ନେଇ ଟ୍ୱିଟରରେ କାମ କରୁଥିବା କର୍ମଚାରୀମାନଙ୍କ ଠାରୁ ଆରମ୍ଭ କରି…

୨୦୨୪ରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ଡୋନାଲ୍ଡ ଟ୍ରମ୍ପ; ଦୁଇବର୍ଷ ପୂର୍ବରୁ କଲେ ଘୋଷଣା

ନୂଆଦିଲ୍ଲୀ: ବିଭିନ୍ନ ଦେଶରେ ଆଗାମୀ ନିର୍ବାଚନ୨୦୨୪ ମସିହାରେ ଏହାକୁ ଥିବା ବେଳେ ଏହାକୁ ନେଇ କିଛି ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ଏହି ମାମଲାରେ ସବୁଠୁ ଆଗରେ ଅଛି ଆମେରିକା । ଯିଏକି ବର୍ତ୍ତମାନ ଠାରୁ…

ଜି -୨୦ ଶିଖର ସମ୍ମିଳନୀରେ ମୁହାମୁହିଁ ଭାରତ-ଚୀନ; ଜିନପିଙ୍ଗଙ୍କ ସହ ହାତ ମିଳାଇଲେ ମୋଦୀ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ବାଲିରେ ୨ ଦିନ ଧରି ଚାଲିଥିବା ଜି-୨୦ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ପରସ୍ପର ସହ କଥା ହେବା ସହ ହାତ ମିଳାଇଛନ୍ତି । ଯାହାକି…

ନାସାର ଚନ୍ଦ୍ର ଅଭିଯାନ ଆର୍ଟେମିସ-୧ର ଆଜି ଶୁଭାରମ୍ଭ, ଏଥିପାଇଁ ଚାଲିଛି ପ୍ରସ୍ତୁତି

ୱାସିଂଟନ : ଆଜି ଲଂଚ ହେବ ନାସାର ଚନ୍ଦ୍ର ଅଭିଯାନ ଆର୍ଟେମିସ-ୱାନ । ଏନେଇ ଆମେରିକା ସ୍ପେଶ ଏଜେନ୍ସି ନାସା ନିଜର ଚନ୍ଦ୍ର ଅଭଜାନ ଲଂଚ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି । ଆଜି ଦିନ ୧୧ଟା ୩୪ ମିନିଟରେ ଫ୍ଲୋରିଡାର…

ଛୋଟ ପିଲାଙ୍କୁ ନେଲପଲିସ୍ ଲଗାଉଛନ୍ତି କି, ତେବେ ହୋଇଯାଆନ୍ତୁ ସାବଧାନ!

ଘରେ ପିଲାମାନେ ନେଲପଲିସ ଲଗେଇବାକୁ ଜିଦ୍ ଧରିଲେ କିମ୍ବା ଗେହ୍ଲରେ ମାଆ ମାନେ ହେଉ କିମ୍ବା ସମ୍ପର୍କୀୟ ସେମାନେ ନେଲପଲିସ୍ ଲଗେଇ ଦିଅନ୍ତି । ଏହାଛଡ଼ା ସୁନ୍ଦର ଦେଖାଯିବା ପାଇଁ ମଧ୍ୟ ନେଲପଲିସ ଲଗାନ୍ତି । କିନ୍ତୁ ଏହି…

ବିପଦରେ ଅଛି କି ମଣିଷର ଅସ୍ତିତ୍ୱ ? ଶୀଘ୍ର ହ୍ରାସ ପାଉଛି ଶୁକ୍ରାଣୁ ସଂଖ୍ୟା-ରିସର୍ଚ୍ଚ

ନୂଆଦିଲ୍ଲୀ: ବର୍ତ୍ତମାନ ଲୋକମାନଙ୍କର ବ୍ୟସ୍ତ ବହୁଳ ଜୀବନଶୈଳୀ କାରଣରୁ ସେମାନଙ୍କର ଶରୀର ଉପରେ ଗଭୀର ପ୍ରଭାବ ପକାଉଛି। ଯାହା ପ୍ରତି ଲୋକମାନେ ପ୍ରାୟତଃ ଧ୍ୟାନ ଦେଉ ନାହାନ୍ତି। ବିଶ୍ୱର ଅନେକ ଦେଶରେ ଲୋକଙ୍କ ଶୁକ୍ରାଣୁ…

(Video) G20 Summit 2022ରେ ଚମକିଲେ ମୋଦୀ: ଇଣ୍ଡୋନେସିଆର ପ୍ରାଚୀନ ବାଦ୍ୟଯନ୍ତ୍ର ବଜାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଇଣ୍ଡୋନେସିଆ ଗସ୍ତରେ ଯାଇଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀ ଜି୨୦ ସମ୍ମିଳନୀ ୨୦୨୨ରେ ଯୋଗ ଦେବା ସହିତ ଭାରତୀୟ ସଂପ୍ରଦାୟଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ…

ଗୋଟିଏ ଦିନ ବଢିଲା କଟକର ଐତିହାସିକ ବାଲିଯାତ୍ରା; ଲୋକଙ୍କ ଆଗ୍ରହକୁ ଦେଖି ନିଷ୍ପତ୍ତି

କଟକ:କଟକର ଐତିହାସିକ ବାଲି ଯାତ୍ରା ଆସନ୍ତାକଲି ସରିବାକୁ ଥିବାବେଳେ ଏହାକୁ ଆଉ ଗୋଟିଏ ଦିନ ବଢାଇ ଦିଆଯାଇଛି । ଏନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବୁଧବାର ଦିନ ସରିବାକୁ ଥିବା ଐତିହାସିକ…

ଶ୍ରଦ୍ଧାଙ୍କ ମୃତ୍ୟୁ ମାମଲାରେ ପୋଲିସର ଛାନଭିନ୍; ଧୀରେ ଧୀରେ ଗୁମର ଖୋଲୁଛି ହତ୍ୟାକାରୀ ପ୍ରେମିକ

ନୂଆଦିଲ୍ଲୀ: ଦିଲ୍ଲୀରେ ଶ୍ରଦ୍ଧା ୱାକରଙ୍କୁ ପ୍ରେମିକ ଅଫତାବ ହତ୍ୟା କରିବା ଘଟଣାରେ ଧୀରେ ଧୀରେ ଗୁମର ଖୋଲିବାର ଲାଗିଛି । ଗୋଟେ ପରେ ଗୋଟେ ନୂଆ ତଥ୍ୟା ସାମ୍ନାକୁ ଆସିଛି । ତେବେ ୫ ମାସ ତଳେ ଅର୍ଥାତ ଚଳିତ ବର୍ଷ ମେ…

ଲମ୍ବୁଛି ସହକାରୀ ଯନ୍ତ୍ରୀଙ୍କ ସମ୍ପତ୍ତି ତାଲିକା; ଭିଜିଲାନ୍ସ ଚଢାଉର ଦ୍ୱିତୀୟ ଦିନରେ ଜବତ ୧୨ ଟି ପ୍ଲଟ…

ଉଦଳା: ଉଦଳା RWSS ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ଆଜି ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । ଫଳରେ ଉଦଳାରେ ଥିବା ତାଙ୍କ ସରକାରୀ ଘରୁ ୨ ଲକ୍ଷ ଟଙ୍କା ଠାବ ହୋଇଛି । ବର୍ତ୍ତମାନ…