Browsing Category

ଖବର

ସିନେ ଜଗତରୁ ରାଜନୀତି, ସବୁଠି ଜଲୱା… ନିର୍ବାଚନରେ ବିଜୟ ହାସଲ କଲେ ଏହି ସେଲିବ୍ରିଟି

ଓଡ଼ିଶା ଭାସ୍କର: ୨୦୨୪ ନିର୍ବାଚନର ଫଳାଫଳ ଘୋଷଣା ହୋଇସାରିଛି । ଲୋକସଭା ଆସନରେ ବିଜେପିକୁ ବହୁମତ ମିଳିଛି । ତେଣୁ ପୁଣିଥରେ ଦେଶରେ ବିଜେପି ସରକାର ଗଠନ ହେବାକୁ ପ୍ରସ୍ତୁତ ହେଉଛି । ତେବେ ଏହି ନିର୍ବାଚନରେ ବିଭିନ୍ନ…

ଇସ୍ତଫା ଦେବେ ନବୀନ ପଟ୍ଟନାୟକ: ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ନେବେ ଓଡ଼ିଶାର ମହା ଜନନାୟକ

ଭୁବନେଶ୍ୱର: ୨୪ ବର୍ଷର ଶାସନଭାରରୁ ଆଜି ମୁକ୍ତ ହେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ ୨୪ ବର୍ଷ ରହିବା ପରେ ଆଜି ଇସ୍ତଫା ଦେବେ ବିଜେଡି ସୁପ୍ରିମୋ । ପୂର୍ବାହ୍ନ ୧୧.୩୫ରେ…

(Video) ପରାଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପ୍ରତିକ୍ରିୟା: ଭାବବିହ୍ୱଳ ପୋଷ୍ଟରେ କହିଲେ ହୃଦୟର ଯନ୍ତ୍ରଣା

ଓଡ଼ିଶା ଭାସ୍କର: ୨୪ ବର୍ଷ ଶାସନ କ୍ଷମତାରେ ରହିଥିଲେ ମଧ୍ୟ ଏଥର ବଦଳିଛି ଓଡ଼ିଶାର ରାଜନୀତି । ଏଥର ଲୋକେ ବିଜେଡି ନୁହେଁ, ବିଜେପି ଉପରେ ଭରସା କରିଛନ୍ତି । ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ବୋଲାଉଥିବା ନବୀନ ପଟ୍ଟନାୟକଙ୍କ…

(Video) ମଉଳିଗଲା ଶେଷ ଆଶା: ଲୋକସଭା ଆସନ ପୋଛିନେଲା ବିଜେପି, ବିଜେଡିର ଖାଲି ହାତ

ଓଡ଼ିଶା ଭାସ୍କର: ଓଡ଼ିଶା ରାଜନୀତି ଏବେ ସମ୍ପୂର୍ଣ୍ଣ ଓଲଟ-ପାଲଟ ହୋଇଯାଇଛି । ୨୫ ବର୍ଷ ଧରି ଓଡ଼ିଶାର ଶାସନଭାର ସମ୍ଭାଳିଥିବା ବିଜେଡି ଏଥର ଖାଲିହାତରେ ରହିଛି । ୨୧ଟି ଲୋକସଭା ଆସନରେ ବିଜେପି ନିଜର ଆଧିପତ୍ୟ ବିସ୍ତାର…

କେନ୍ଦ୍ରାପଡ଼ା ଲୋକସଭା ଆସନରେ ଜିତିଲା ବିଜେପି; ୬୧ହଜାରୁ ଉର୍ଦ୍ଧ୍ବ ଭୋଟରେ ବିଜୟୀ ହେଲେ ବୈଜୟନ୍ତ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପି ବିଜୟୀ । ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବିଜୟୀ ହେଲେ । ୬,୧୫, ୭୦୫ ହଜାର ଭୋଟରେ ବିଜୟୀ ହେଲେ ବୈଜୟନ୍ତ । ବିଜେଡିର ଅଂଶୁମାନ ମହାନ୍ତିଙ୍କୁ…

ୟୁପିରେ ସପାର ବଡ଼ ବିଜୟକୁ ନେଇ କ’ଣ କହିଲେ ଅଖିଳେଶ ଯାଦବ?

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ୩୦ଟି ଆସନରେ ବିଜୟୀ ହୋଇଥିବା ବେଳେ ୭ଟି ଆସନରେ ଆଗୁଆ ରହିଛି। ମଙ୍ଗଳବାର ରାତି ୯ଟା ୫୦ ପର୍ଯ୍ୟନ୍ତ ଏହି ସଂଖ୍ୟା ରହିଛି। ୟୁପିରେ ମଧ୍ୟ କଂଗ୍ରେସ ୬ଟି ଆସନ ଜିତିବାରେ…

ନିର୍ବାଚନ ଫଳାଫଳ ଆସିବା ପରେ ଆସିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ପରେ ସୋସିଆଲ ମିଡିଆରେ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା ଦେଖିବାକୁ ମିଳିଛି। "ଦେଶର ଜନତା କ୍ରମାଗତ ତୃତୀୟ ଥର ପାଇଁ ଏନଡିଏ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଭାରତର…

ପ୍ରଧାନମନ୍ତ୍ରୀ ମୋଦୀ ତୁରନ୍ତ ଇସ୍ତଫା ଦିଅନ୍ତୁ; ମମତା ବାନାର୍ଜୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଇଣ୍ତିଆ ମେଣ୍ଟର ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇସ୍ତଫା ଦାବି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା ବାନାର୍ଜୀ ଗଣମାଧ୍ୟମକୁ…

ମୋବାଇଲ କଲକୁ ନେଇ ବିବାଦ; ବୁଟିକ୍ କର୍ମଚାରୀଙ୍କୁ ମାରି ଟ୍ରେନ୍ ଲାଇନରେ ଶୁଆଇଦେଲେ ଦୁର୍ବୃତ୍ତ

ବରେଲି: କିଲା ଥାନା ଅଞ୍ଚଳରେ ରେଳ ଧାରଣାରୁ ଜବତ ହେଲା ମୃତଦେହ। ସୂଚନା ମୁତାଦକ ମିଳିଥିବା ମୃତଦେହଟି କିଲା ଅଞ୍ଚଳର ବୁଟିକ୍ କର୍ମଚାରୀ ଅନସଙ୍କର । ପରିଚୟ ମିଳିବା ପରେ ପରିବାର ଲୋକେ ମୃତଦେହ ହସ୍ତାନ୍ତର କରିଥିଲେ।…

ଆମେଥିରେ ହାରିଲେ ସ୍ମୃତି ଇରାନୀ; ପରାଜୟ ପରେ କହିଲେ ଏପରି କଥା

ଆମେଥି: ଆମେଥିରେ କଂଗ୍ରେସ ପ୍ରାର୍ଥୀ କିଶୋରୀ ଲାଲ ଶର୍ମା ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ଠାରୁ ୧.୬୫ ଲକ୍ଷରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। ସ୍ମୃତି ଇରାନୀ ପରାଜୟର ନିକଟତର ହୋଇଛନ୍ତି। ସ୍ମୃତି ମଙ୍ଗଳବାର…