fbpx
Browsing Category

ଖବର

ଭାରତର ଯବାନଙ୍କୁ ଦିଆଯିବ ‘ବୀରତା ପୁରସ୍କାର’: ସ୍ୱାଧୀନତା ଦିବସରେ ପ୍ରକୃତ ବୀରଙ୍କୁ ମିଳିବ ସମ୍ମାନ

ନୂଆଦିଲ୍ଲୀ: ରାତି ପାହିଲେ ସାରା ଦେଶ ପାଳିବ ୭୮ତମ ସ୍ୱାଧୀନତା ଦିବସ । ଦେଶ ସ୍ୱାଧୀନତାର ୭୭ ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ଭାରତରେ ଖେଳିଯାଇଛି ଆନନ୍ଦ ଉଲ୍ଲାସର ଲହରୀ । ଏହି ଅବସରରେ ଦେଶର ପ୍ରକୃତ ବୀର ଭାରତୀୟ…

ଭିନେଶଙ୍କ ମାମଲାକୁ ଖାରଜ କଲା ସିଏଏସ; ପଦକ ପାଇବେ ନାହିଁ ଫୋଗାଟ୍

ନୂଆଦିଲ୍ଲୀ: ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କ ଆବେଦନକୁ ସିଏଏସ୍ ଖାରଜ କରିଦେଇଛନ୍ତି, ତାଙ୍କୁ ଆଉ ରୌପ୍ୟ ପଦକ ମିଳିବ ନାହିଁ । ଫାଇନାଲ ମ୍ୟାଚ୍ ଦିନ ନିର୍ଦ୍ଧାରିତ ମାନକ ଠାରୁ ୧୦୦ ଗ୍ରାମ୍ ଅଧିକ ଓଜନ ରହୁଥିବା…

ଭାରତର ନୂଆ ଗୃହ ସଚିବ ହେବେ ୧୯୮୯ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଗୋବିନ୍ଦ ମୋହନ

ନୂଆଦିଲ୍ଲୀ: ଗୋବିନ୍ଦ ମୋହନ ହେବେ ଭାରତର ନୂଆ ଗୃହ ସଚିବ । ୧୯୮୯ ସିକ୍କିମ କ୍ୟାଡର ଆଇଏଏସ୍ ଅଧିକାରୀ ଗୋବିନ୍ଦ ମୋହନ ୧୯୮୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅଜୟ କୁମାର ଭଲ୍ଲାଙ୍କ ସ୍ଥାନନେବେ । ଭଲ୍ଲାଙ୍କୁ ୨୦୧୯ରେ ଗୃହ…

ବାଂଲାଦେଶର ପୂର୍ବତନ ଆଇନମନ୍ତ୍ରୀ ତଥା ଶେଖ୍ ହସିନାଙ୍କ ପରାମର୍ଶଦାତାଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଲା ପୋଲିସ

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ଆଇନମନ୍ତ୍ରୀ ଅନିସୁଲ ହକ୍ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଘରୋଇ ବ୍ୟବସାୟ ଓ ନିବେଶ ପରାମର୍ଶଦାତା ସଲମାନ ଏଫ୍ ରେହମାନଙ୍କୁ ୧୦ ଦିନିଆ ପୁଲିସ ରିମାଣ୍ଡରେ ପଠାଇ…

ଘରେ ‘ତ୍ରିରଙ୍ଗା’ ଉଡ଼ାଇବା ନେଇ କ’ଣ କହୁଛି ଭାରତୀୟ ଆଇନ୍? ପତାକା ଉତ୍ତୋଳନ ପୂର୍ବରୁ ଜାଣି ରଖନ୍ତୁ ପ୍ରକୃତ ନିୟମ

ନୂଆଦିଲ୍ଲୀ: ରାତି ପାହିଲେ ଅଗଷ୍ଟ ୧୫ ବା ସ୍ୱାଧୀନତା ଦିବସ । ସାରା ଭାରତବର୍ଷ ପାଳନ କରିବ ଦେଶ ସ୍ୱାଧୀନତା ପାଇବାର ୭୮ ତମ ବାର୍ଷିକ ଉତ୍ସବ । ଦେଶର ଏହି ପବିତ୍ର ଦିବସ ଉପଲକ୍ଷେ କୋଣ ଅନୁକୋଣରେ ଫର ଫର ହୋଇ ଉଡ଼ିବ…

Viral Video; ପରକୁ ଆପଣେଇବା ଏକ କଳା କି ଅଭିନୟ ନୁହେଁ, ଏହା କେବଳ ଅନ୍ତର୍ନିହିତ ଗୁଣ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଦୁନିଆରେ ଲୋକଙ୍କ ପାଖରେ ମାନବିକତା ମରିଗଲାଣି । ଆଉ କେହି କାହାକୁ ସାହାଯ୍ୟ କରୁନାହାଁନ୍ତି। ଯଦି କେହି ଅସୁବିଧାରେ ପଡ଼ୁଛି, ଲୋକମାନେ ସାହାଯ୍ୟ କରିବା ପରିବର୍ତ୍ତେ ଭିଡିଓ ତିଆରି…

ଦେଶବାସୀଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ: କହିଲେ- ‘ଦେଶବାସୀଙ୍କ ହାତକୁ ଆସିଛି ଅଧିକ ଟଙ୍କା’

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ଅଭିଭାଷଣରେ ସେ ଭାରତର ଅର୍ଥନୀତିର ଅଗ୍ରଗତି ବିଷୟରେ ବିଶେଷ ଭାବେ ଉଲ୍ଲେଖ କରିଛନ୍ତି । ୨୦୨୧ରୁ ୨୦୨୪…

ରାମଲଲାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଥାବା ଅରୁଣ ଯୋଗୀରାଜଙ୍କୁ ଭିସା ଦେବାକୁ ମନା କଲା ଆମେରିକା

ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ଜନ୍ମଭୂମି ମନ୍ଦିରରେ ରାମଲଲାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଥିବା ପ୍ରସିଦ୍ଧ ମୂର୍ତ୍ତିଶିଳ୍ପୀ ଅରୁଣ ଯୋଗୀରାଜଙ୍କୁ ଆମେରିକାଭିସା ଦେବାକୁ ମନା କରାଯାଇଥିବା ଅଭିଯୋଗ ହୋଇଛି। ଅରୁଣ ୨୦…

AIIMS ଭୁବନେଶ୍ୱରକୁ ଶ୍ରେଷ୍ଠ ମେଡିକାଲ୍ କଲେଜ ମାନ୍ୟତା: ରୋଗୀସେବା-ଗବେଷଣା କ୍ଷେତ୍ରରେ ସଫଳତା

ଭୁବନେଶ୍ୱର: ରାଜ୍ୟ ତଥା ସମଗ୍ର ପୂର୍ବ ଭାରତ ପାଇଁ ପୁଣିଥରେ ସଫଳତାର ଆନନ୍ଦ ଆଣି ଦେଇଛି ଏମ୍‌ସ ଭୁବନେଶ୍ୱର। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ତାଲିକା…

(Video) ଲଗାତାର ଦଳରୁ ବାଦ୍ ପଡ଼ିବା ପରେ ଚହଲଙ୍କ ବଡ଼ ନିଷ୍ପତ୍ତି: ଇଂଲଣ୍ଡକୁ ଯାଇ ଖେଳିବେ ଷ୍ଟାର ସ୍ପିନର

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ନେଇ ଆସିଛି ଏକ ବଡ଼ ଅପଡେଟ । ଲଗାତାର ଦଳରୁ ବାଦ୍ ପଡ଼ୁଥିବା ବେଳେ ଚହଲ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଭାରତ ଛାଡ଼ି ଇଂଲଣ୍ଡକୁ ଯାଇ ଏବେ ସେ…