Browsing Category
ଖବର
ରିଲିଜ ହେଲା “ଗ୍ରାଉଣ୍ଡ ଜିରୋ’ ଫିଲ୍ମ ଟ୍ରେଲର
ମୁମ୍ବାଇ: କିସିଂ କିଙ୍ଗ କହିଲେ ସମସ୍ତଙ୍କ ମନକୁ ଏକମାତ୍ର ନାଁ ଆସେ। ସେ ହେଉଛନ୍ତି ବଲିଉଡର ଇମରାନ୍ ହାସମୀ। ପରଦାରେ କିସିଂ ସିନ୍ ପାଇଁ ସେ ବେଶ ଚର୍ଚ୍ଚିତ। ଏବେ ଭିନ୍ନ ଅବତାରରେ ଇମରାନଙ୍କୁ ଦେଖିବାକୁ ପାଇବେ ଦର୍ଶକ।…
ସୋଫିଆଙ୍କ ଅଭିଯୋଗ କଟକ ରାଜନୀତିକୁ କଲା ହଲଚଲ
କଟକ: ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦୋସ୍ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ୱାକଫ୍ (ସଂଶୋଧନ) ବିଲ୍ ୨୦୨୫ ଭୋଟିଂ ସମୟରେ ରାଜ୍ୟସଭାରୁ ଓ୍ୱାକ୍ଆଉଟ୍ କରିବା ନେଇ ଟାର୍ଗେଟ୍ କରିଛନ୍ତି।
ସୋଫିଆଙ୍କ…
ଜୋତା ଲୁଚା ବିଧି, ୫୦ ହଜାର ବଦଳରେ ୫ ହଜାର ଦେଲା ବର, ମୁହଁ ଫଟେଇ ଦେଲେ ଶାଳୀ
ଉତ୍ତରପ୍ରଦେଶ: ଚାଲିଥିଲା ବାହାଘର। ଆଉ ବରଯାତ୍ରୀ ସାଙ୍ଗରେ ନେଇ ରୋସଣୀ କରି ବର ଆସିଥିଲା ନିଜ କନିଆଁ ନେବା ପାଇଁ। ବାହାଘର ବି ଧୁମଧାମରେ ହେଲା। ଆଉ ସବୁ ବିଧି ମଧ୍ୟ ଚାଲିଥିଲା। ଏହାରି ଭିତରେ ଶାଳୀ ଜୋତା ଲୁଚା ପ୍ରଥା…
ହଜାରେ ବର୍ଷ ତଳେ ଜାଣି ପାରୁଥିଲେ ପୁଅ ହେବ କି ଝିଅ
ନୂଆଦିଳ୍ଲୀ: ଦୁନିଆ ବଦଳିବା ସହ ଟେକ୍ନୋଲୋଜି ମଧ୍ୟ ଆଗକୁ ଯାଉଛି। ଆଜି ମଣିଷ ଟେକ୍ନୋଲୋଜିର ବହୁତ ଉର୍ଚ୍ଚରେ ଅଛି। ସାଧାରଣତଃ ଗର୍ଭଧାରଣ ସମୟରେ ମହିଳାଙ୍କ ଅନେକ ପରୀକ୍ଷା ହୋଇଥାଏ।
ଏହି ପରୀକ୍ଷାରେ ମହିଳାଙ୍କ…
ମହିଳା ହବ ତ ଏମିତି, ଏକା ୨ ଚୋରଙ୍କୁ ପାଣି ପିଆଇ ଦେଲେ
ନୂଆଦିଲ୍ଲୀ: ଚୋରି ଡକାୟତି ଏବେ ସମାଜରେ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଆଉ ବିଶେଷ କରି ରାସ୍ତା ଉପରୁ ମହିଳାମାନଙ୍କ ପାଖରୁ ସୁନା ସହ ଟଙ୍କା ପଇସା ଛଡ଼ାଇ ନେଉଛନ୍ତି ଦୁର୍ବୃତ୍ତ। ହେଲେ ଏବେ ଏମିତି ଏକ ଭିଡ଼ିଓ…
ଗନ୍ଧରେ ଫାଟୁଛି ବିଟ୍ରେନ ସହର, ରାସ୍ତାରେ ପଡ଼ି ରହିଛି ଅଳିଆ ଆର୍ବଜନା
ନୂଆଦିଲ୍ଲୀ: ସାଧାରଣରେ ସହରରେ ରହୁଥିବା ଲୋକମାନଙ୍କ ଅଳିଆ ନେବାକୁ ସଫେଇ ଗାଡ଼ି ଆସେ। ଯଦି କୌଣସି କାରଣରୁ ସଫେଇ ଗାଡ଼ି ନଆସିଲା ତେବେ କ'ଣ ହେବ ଆପଣ ଭାବିଛନ୍ତି । ରାସ୍ତା ଘାଟରେ ପଡ଼ି ରହିବ ଅଳିଆ। ତା ସାଙ୍ଗକୁ ଅଳିଆ…
BREAKING: ସୃଷ୍ଟି ହେଲା ଲଘୁଚାପ, ପରିବର୍ତ୍ତନ ହେଲା ପାଗ, କମିଲାଣି ଖରାର ପ୍ରକୋପ
ଭୁବନେଶ୍ୱର: ସୃଷ୍ଟି ହେଲା ଲଘୁଚାପ। ପାଗରେ ହେଲାଣି ପରିବର୍ତ୍ତନ। ଆଉ କିଛି ସମୟ ପରେ କାଚିବ ବର୍ଷା। ହଁ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।…
Breaking: ଗାଁ ରାସ୍ତାରେ ଫୁଟିଲା ବୋମା, ଜଣେ ମୃତ, ଜଣେ ଗୁରୁତର
ଖୋର୍ଦ୍ଧା: ରାସ୍ତା ଉପରେ ଫୁଟିଲା ବୋମା। ବାଇକରେ ଯାଉଥିବା ଜଣେ ବ୍ୟକ୍ତିଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ। ଆଉ ଜଣେ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ସୂଚନା। ହେଲେ ସବୁଠାରୁ ରୋଚକ କଥା ଏହାକି ଯେଉଁ…
Breaking: ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା, ଏପ୍ରିଲ ୨୨-୨୩ ତାରିଖରେ ମିଳିବ ସୁଭଦ୍ରା କିସ୍ତି
ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା। ଏପ୍ରିଲ ୨୨ ଓ ୨୩ ତାରିଖରେ ମହିଳାମାନଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଏଇ ମାସ ଆକାଉଣ୍ଟକୁ ଆସିବାକୁ ଯାଉଛି ସୁଭଦ୍ରା ଟଙ୍କା।…
Breaking: ଆଉ ରହିବନି ପାଣି ସମସ୍ୟା, ହେଲ୍ପଲାଇନ୍ ନମ୍ୱର ଜାରି କରିବେ ସରକାର
ଭୁବନେଶ୍ୱର: ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଗକୁ ମଧ୍ୟ ଆହୁରି ବଢ଼ିବାର ସମ୍ଭାବନା ରହିଛି ତାତି। ଆଉ ଖରାଦିନେ ଓଡିଶାର ବିଭିନ୍ନ ଅଞ୍ଚଳର ପ୍ରମୁଖ ସମସ୍ୟା ହେଉଛି ପାଣି। କେଉଁଠି ନଳକୂପ ନାହିଁ ତ…