Browsing Category

ଖବର

କମାଲ, ବୋବାଲ, ଲାଜବାବ, ଟେଷ୍ଟରେ ଶତକ ମାରି କୋହଲିଙ୍କ ସହ ସମାନ ହେଲେ ଗିଲ୍

ଇଂଲଣ୍ଡ: ଇଂଲଣ୍ଡ ବିପକ୍ଷରେ ହେଡିଙ୍ଗଲି ଟେଷ୍ଟ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ଅଧିନାୟକ ଶୁଭମନ ଗିଲ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଯଶସ୍ୱି ଜୟସ୍ୱାଲଙ୍କ ପରେ ଶୁଭମନ ଗିଲ୍ ତାଙ୍କ ଟେଷ୍ଟ ଅଧିନାୟକତ୍ୱ ଡେବ୍ୟୁରେ ଶତକ…

ଆପଣଙ୍କର ନଖ ଚୋବାଇବାର ଅଭ୍ୟାସ ଅଛି କି, ଏବେଠୁ ହୋଇଯାଆନ୍ତୁ ସାବଧାନ, ନହେଲେ ହେବ ଏହି ଭୟଙ୍କର ରୋଗ

ଓଡ଼ିଶାଭାସ୍କର: ଆପଣଙ୍କର ଏପରି କିଛି ଖରାପ ଅଭ୍ୟାସ ଅଛି କି? ଦାନ୍ତରେ ସବୁବେଳେ ନଖକୁ କାମୁଡୁଛନ୍ତି କି? ଏବେଠୁ ହୋଇଯାଆନ୍ତୁ ସାବଧାନ। ନହେଲେ ଆଗକୁ ହୋଇପାରେ ବଡ଼ ରୋଗ। ଦାନ୍ତରେ ବାରମ୍ବାର ନଖ କାମୁଡ଼ିବା…

ମହାନତା ଦେଖାଇଲେ ପ୍ରଧାନମନ୍ତ୍ରୀ, ରୋଡ୍ ଶୋ ବେଳେ ମଝିକୁ ପଶିଆସିଲା ଆମ୍ୱୁଲାନ୍ସ, ରାସ୍ତା ଛାଡ଼ିଲେ ମୋଦି

ଭୁବନେଶ୍ୱର: ମହାନତା ଦେଖାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟ ବିଜେପିର ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏବଂ କଳିଙ୍ଗ ଷ୍ଟାଡ଼ିୟମ ପାଖରୁ ଜନତା ମଇଦାନ…

ଯୁବକଙ୍କୁ ଚୋଟ ମାରୁଥିଲା, ନିଜେ ମରିଗଲା

ମଧ୍ୟପ୍ରଦେଶ: ସାପ ଚୋଟ ମାରିଲା ଏବଂ 5 ମିନିଟରେ ସାପ ନିଜେ ହିଁ ମରିଗଲା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାର ଖୁଦସୋଡି ଗାଁରେ। ଏଠାରେ ଏକ ସାପ 25 ବର୍ଷୀୟ ସଚିନ…

IND vs ENG; ଜୟସ୍ୱାଲଙ୍କ ଦମଦାର ସେଞ୍ଚୁରୀ, ଇଂଲଣ୍ଡ ବୋଲରଙ୍କୁ ପିଆଇଲେ ପାଣି

ଇଂଲଣ୍ଡ: ଯଶସ୍ୱୀ ଜୟସ୍ୱାଲ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ଏକ ଦମଦାର ସ୍କୋର ସହ ଆରମ୍ଭ କରିଛନ୍ତି। ଲିଡ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ସିରିଜର ପ୍ରଥମ ମ୍ୟାଚରେ, ଟିମ୍ ଇଣ୍ଡିଆ ଟସ୍…

ଫୁଲୁଛି ସୁବର୍ଣ୍ଣରେଖା, ସନ୍ଧ୍ୟା ୮ଟା ସୁଦ୍ଧା ପାର କଲା ବିପଦ ସଙ୍କେତ

ବସ୍ତା: ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା।  ରାଜଘାଟରେ ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା।  ବିପଦ ସଙ୍କେତ ୧୦.୩୬ ମିଟର। ହେଲେ ସନ୍ଧ୍ୟା ୮ଟା ସୁଦ୍ଧା ଜଳସ୍ତର ୧୧ ମିଟରରେ ପହଞ୍ଚିଛି। ତେଣୁ ବାଲିଆପାଳ ବ୍ଲକର…

ଘନଉଛି ବନ୍ୟା ଆଶଙ୍କା, ବାଲେଶ୍ୱରରେ ଛୁଟି ବାତିଲ୍

ବାଲେଶ୍ୱର: ଘନଉଛି ବନ୍ୟା ଆଶଙ୍କା। ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍। ସୁବର୍ଣ୍ଣରେଖା ନଦୀରେ ବଢୁଛି ଜଳସ୍ତର, ଚିନ୍ତାରେ ପ୍ରଶାସନ। ତେଣୁ ବାଲେଶ୍ୱରର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିବାକୁ…

ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ଡାଇରିଆ

ଓଡିଶା ଭାସ୍କର: ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ଡାଇରିଆ। ଯାଜପୁର ଜିଲ୍ଲାରେ ଏବେ 82 ରୋଗୀ ଚିକିତ୍ସାଧୀନ ହେଉଥିବାବେଳେ କେନ୍ଦୁଝର ଜିଲ୍ଲାରେ 34 ରୋଗୀ ଚିକିତ୍ସାଧୀନ ଅଛନ୍ତି। ଅନ୍ୟ ପ୍ରଭାବିତ ଜିଲ୍ଲା ଗୁଡିକରେ…

ଅସୁରକ୍ଷିତ ପୋଲିସ, ପନିକିରେ କନଷ୍ଟେବଲଙ୍କୁ ହାଣିଲା ଦୁର୍ବୃତ୍ତ

ବ୍ରହ୍ମପୁର: ପୋଲିସ ବି ଅସୁରକ୍ଷିତ। ଘର କଳି ସମାଧାନ କରିବାକୁ ଆସି ଆକ୍ରମଣର ଶିକାର ହେଲା ପୋଲିସ। ପୋଲିସ କନଷ୍ଟେବଲଙ୍କୁ ପନିକିରେ ହାଣିଲା ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି  ହେଲେ ପୋଲିସ…

ମରିବି ତ ଦିଅରଙ୍କ ସହିତ, ବଞ୍ଚିବି ତ ଦିଅରଙ୍କ ସହିତ, ନହେଲେ…

ଉତ୍ତରପ୍ରଦେଶ: ବଞ୍ଚିବି ତ ଦିଅରଙ୍କ ସହିତ, ମରିବି ତ ଦିଅରଙ୍କ ସହିତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଗାଜିପୁର ଜିଲ୍ଲାର ସୈଦପୁର କୋତୱାଲି ଅଞ୍ଚଳରେ। ଯେଉଁଠି ଜଣେ ମହିଳା ତାଙ୍କ ଦିଅରଙ୍କ ସହିତ…