Browsing Category
ଖବର
ଅହମ୍ମଦାବାଦ ବିମାନ ଦୁର୍ଘଟଣା, ଆସିଲା ବର୍ତ୍ତିଯାଇଥିବା ଯାତ୍ରୀଙ୍କ ନିଆଁରୁ ବାହାରୁଥିବା ନୂଆ ଭିଡ଼ିଓ
ଅହମ୍ମଦାବାଦ: ଅହମ୍ମଦାବାଦ ବିମାନ ଦୁର୍ଘଟଣାରୁ ବଞ୍ଚିଯାଇଥିବା 11A ସିଟ୍ ନମ୍ୱରର ଲକି ବ୍ୟକ୍ତି ରମେଶ ବିଶ୍ୱାସଙ୍କ କୁମାରଙ୍କର ଆଉ ଏକ ନୂଆ ଭିଡ଼ିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ବିମାନ ଦୁର୍ଘଟଣା ସମୟରେ…
6 ବର୍ଷର ପ୍ରେମ, 6 ମାସ ପରେ ଧରାପଡିଲା ହତ୍ୟାକାରୀ ପ୍ରେମିକ
ବେଙ୍ଗାଲୁରୁ: ରହସ୍ୟ ଉପରୁ ଉଠିଲା ପରଦା। 6 ମାସ ଧରି ଯେଉଁ ରହସ୍ୟ, ରହସ୍ୟ ହୋଇ ରହିଥିଲା ଏବେ ସେହି ରହସ୍ୟ ଉପରୁ ପରଦା ଉଠାଇଛି ପୋଲିସ। ଘଟଣାଟି କର୍ଣ୍ଣାଟକର ଗଡଗ ଜିଲ୍ଲାର।
ରହସ୍ୟ ଉପରୁ ଉଠିଲା ପରଦା:…
ନାସିକରେ ବି ସୋନମ, ସ୍ୱାମୀକୁ ହାଣି ଗାତ ଖୋଳି ପୋତିଦେଲା ସ୍ତ୍ରୀ, ପୋଲିସ ବି ପାଇଲାନି ଟେର୍
ମହାରାଷ୍ଟ୍ର: ଯେବେଠାରୁ ମେରଠରେ ସ୍ୱାମୀକୁ ଡ୍ରମରେ ଭର୍ତ୍ତି କରି ଫିଙ୍ଗି ଦେବା ଏବଂ ସିଲଂରେ ରାଜା ରଘୁବଂଶୀଙ୍କ ହତ୍ୟା ଘଟଣା ସାମ୍ନାକୁ ଆସିଛି... ସେବେଠାରୁ ସାରା ଦେଶରେ ପ୍ରଶ୍ନ ଉଠୁଛି କି ଦେଶରେ ଏମିତି କେତେ…
ରଥଯାତ୍ରା ପୂର୍ବରୁ ଚାଲିଗଲେ ପୁରୀ ରାଜା ଗଜପତି ଦିବ୍ୟସିଂହ ଦେବଙ୍କ ସାନଭାଇ
ପୁରୀ: ଗଜପତି ଦିବ୍ୟସିଂହ ଦେବଙ୍କ ସାନ ଭାଇ ରଣର୍ଣବା ଦେବ ରବିବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ତାଙ୍କର ୬୭ ବର୍ଷ ବୟସରେ ଦେହାନ୍ତ ହୋଇଛି।
ସୂଚନା ଅନୁଯାୟୀ, ସେ ଏକ…
ଜାରି ହେଲା ବିଜ୍ଞପ୍ତି, ୨ଟି ପର୍ଯ୍ୟାୟରେ ହେବ ଜନଗଣନା
ନୂଆଦିଲ୍ଲୀ: ଜନଗଣନା ପାଇଁ ଜାରି ହେଲା ବିଜ୍ଞପ୍ତି। ୨୦୨୭ ଜନଗଣନା ପାଇଁ ଗେଜେଟ୍ ବିଜ୍ଞପ୍ତି ଜାରି। ଗୃହମନ୍ତ୍ରୀ ଅମିତ ଶାହ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ ଭାରତର ଜନଗଣନା ୨୦୨୭…
ରିଲ୍ସ ବେଳେ ବୁଡ଼ିଗଲେ 2 ନାବାଳକ
ଜୟପୁର: ରିଲ୍ସ କରୁ କରୁ ବୁଡ଼ିଗଲେ 2 ନାବାଳକ। ଜୟପୁରର ଗୁଲୁମି ଜଳପ୍ରପାତରେ ବୁଡି 2 ନାବାଳକ ନିଖୋଜ ଥିବାବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ମୁତାବକ, 2ନାବାଳକ ନବରଙ୍ଗପୁର ଜିଲ୍ଲା…
୧୮ ତାରିଖ ଦିନ ଖୋଲିବନି ସ୍କୁଲ, ଏହା ପରିବର୍ତ୍ତେ ୨୦ ତାରିଖରେ ଖୋଲିବ ରାଜ୍ୟର ସମସ୍ତ ବିଦ୍ୟାଳୟ
ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜରୁରୀ ସୂଚନା। ୧୮ ତାରିଖ ଦିନ ରାଜ୍ୟରେ ଖୋଲିବନି ସ୍କୁଲ। ଖରା ଗରମକୁ ଆଖି ଆଗରେ ରଖି ମାସେ ଦେଢ଼ମାସ ହେବ ସ୍କୁଲ ବନ୍ଦ କରିଥିଲେ ରାଜ୍ୟ ସରକାର।
ଏହାସହ ଜୁନ୍ ୧୮…
ଫାଷ୍ଟ ଫୁଡ ଦୋକାନ ବନ୍ଦ ହେଲା, ବିବାହରେ ରୋକ ଲାଗିଲା
ଯାଜପୁର: ଚାରିଆଡେ ହଇଜା ଏବଂ ଡାଇରିଆ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି ଯାଜପୁରର ବରୀ ଅଞ୍ଚଳରେ କର୍ତ୍ତୃପକ୍ଷ ଦୁଇ ସପ୍ତାହ ପାଇଁ ସମସ୍ତ ଖାଦ୍ୟପେୟ, ଫାଷ୍ଟଫୁଡ୍ ଷ୍ଟଲ୍, ମାଂସ ଦୋକାନ…
(video)ପୁଣି ବଡ଼ ଅଘଟଣ, ୨୫୦ ଜଣ ହଜ୍ ଯାତ୍ରୀଙ୍କୁ ନେଇ ଅବତରଣ କରିବା ବେଳେ ବିମାନରୁ ବାହାରିଲା ଧୂଆଁ
ଲକ୍ଷ୍ନୌ: ପୁଣି ଘଟିଥାନ୍ତା ବଡ଼ ଦୁର୍ଘଟଣା। ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରି ପୁଣି ହୋଇଥାନ୍ତା ଏକ ବଡ଼ ଅଘଟଣ। କାରଣ ୨୫୦ ଜଣ ହଜ୍ ଯାତ୍ରୀଙ୍କୁ ନେଇ ଯିବା ସମୟରେ ବିମାନରୁ ଧୂଆଁ ବାହାରିଥିଲା।
ହଠାତ୍ ଅବତରଣ…
ସାପକୁ କରୁଥିଲେ ଗେଲ, ସାପ ବାହାର କରିଦେଲା ତେଲ
ଓଡିଶା ଭାସ୍କର: ସାପ ସହ ଗେଲ ଖେଳୁଥିଲେ, ସାପ ତେଲ ବାହାର କରିଦେଲା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆମରୋହାରେ। ଜଣେ ବ୍ୟକ୍ତି ସାପକୁ ନିଜ ବେକରେ ଗୁଡ଼ାଇ ଲୋକଙ୍କ ଆଗରେ ଦେଖେଇ ହଉଥିଲେ, କିନ୍ତୁ…