Browsing Category

ଖବର

ରାଜା ରଘୁବଂଶୀଙ୍କୁ ହତ୍ୟା ନୁହେଁ ବଳି ଦେଇଛି ସୋନମ, ସାମ୍ନାକୁ ଆସିଲା ସାଂଘାତିକ ସତ

ଶିଲଂ: ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲାରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। କି ସୋନମ ରାଜା ରଘୁବଂଶୀଙ୍କୁ ହତ୍ୟା ନୁହେଁ ବରଂ ବଳି ଦେଇଛି। ସେ ତାଙ୍କ ୬୦ ବର୍ଷୀୟ ବାପାଙ୍କୁ ବଞ୍ଚାଇବା ପାଇଁ ଜଣେ ୩୦ ବର୍ଷୀୟ…

ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ୯ ଜଣ ପର୍ଯ୍ୟଟକ, ଜଣଙ୍କର ମୃତ୍ୟୁ

ଜଗତସିଂହପୁର: ସମୁଦ୍ରରେ ଭାସିଗଲେ ପର୍ଯ୍ୟଟକ। ଗାଧୋଇବାକୁ ଯାଇ ସମୁଦ୍ରରେ ଭାସିଗଲେ ୯ ଜଣ ପର୍ଯ୍ୟଟକ। ସାଙ୍ଗ ହୋଇ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ସମସ୍ତେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା।…

ଅହମ୍ମଦାବାଦ ପରେ କେଦାରନାଥରେ କାହିଁକି କ୍ରାସ୍ ହେଲା ହେଲିକପ୍ଟର, ୭ ଜଣଙ୍କର କିପରି ହେଲା ମୃତ୍ୟୁ

ଉତ୍ତରାଖଣ୍ଡ: ୧୫ ଜୁନ୍ ୨୦୨୫, ଅର୍ଥାତ୍ ଆଜି ରଜ ସଂକ୍ରାନ୍ତି ଦିନ ହେଲି ଆର୍ଯ୍ୟନ୍ କମ୍ପାନୀର ଏକ ହେଲିକପ୍ଟର କେଦାରନାଥ ଧାମ ଯାତ୍ରା ପାଇଁ ସକାଳ ୫:୨୧ ସମୟରେ ଗୁପ୍ତକାଶୀ ଅଭିମୁଖେ ଉଡ଼ାଣ ଭରିବା ସମୟରେ…

ଭୁଶୁଡ଼ିଲା ପାଦ ଚଲା ବ୍ରିଜ, ନଦୀରେ ପ୍ରବଳ ସ୍ରୋତ ଆସିବାରୁ ଅଘଟଣ, ଭାସିଗଲେ ୨୫ ଜଣ ପର୍ଯ୍ୟଟକ, ୬ ମୃତ

ମହାରାଷ୍ଟ୍ର: ପୁଣେରେ ପାଦଚଲା ବ୍ରିଜ୍ ଭୁଶୁଡ଼ି ଭାସିଗଲେ ପର୍ଯ୍ୟଟକ।  ଇନ୍ଦ୍ରାୟାଣୀ ନଦୀରେ ପାଦ ଚଲା ବ୍ରିଜ୍ ଭୁଶୁଡ଼ିବାରୁ ଅଘଟଣ। ନଦୀରେ ପ୍ରବଳ ସ୍ରୋତ ଆସିବାରୁ ବ୍ରିଜ ଭାସିଗଲା। ବ୍ରିଜ୍ ଉପରେ ଥିବା ପାଖାପାଖି ୨୫…

ଶୃଙ୍ଖଳିତ ରଥଯାତ୍ରା ଚିନ୍ତା, ପୁରୀକୁ ଜଗିବ AI

ପୁରୀ: ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆଙ୍କ ପ୍ରେସମିଟ୍। ଚଳିତ ବର୍ଷ ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥା ଅଧିକ କରାଯାଇଛି। ଭକ୍ତମାନଙ୍କ ସୁବିଧାକୁ ଅଧିକ ଗୁରୁତ୍ୱ ଦିଆଯିବ। ରଥଯାତ୍ରାରେ ଲାଗିବ AI…

ରାଜ୍ୟ ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍,”ହଇଜାରେ ଲୋକ ମଲେଣି ସେପଟ ସରକାର ଉତ୍ସବ ପାଳୁଛନ୍ତି”

ଭୁବନେଶ୍ୱର:  ବିଜେପି ସରକାର ନିଜର ବର୍ଷେ ପୂର୍ତ୍ତି ଅବସରରେ ଉତ୍ସବ ପାଳୁଛନ୍ତି। ହେଲେ ଯେଉଁ ଲୋକ ତାଙ୍କୁ ଭୋଟ୍ ଦେଇ ସରକାରଙ୍କୁ ଆଣିଛନ୍ତି ସେହି ଲୋକ ସେପଟେ ହଇଜାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି କିନ୍ତୁ…

ଦମଦାର ଅଫର, ପୁରୁଣା ସ୍ତ୍ରୀ ଦିଅ, ନୂଆ ସ୍ତ୍ରୀ ନିଅ

ଓଡିଶା ଭାସ୍କର: " ପୁରୁଣା ସ୍ତ୍ରୀ ଦିଅ, ନୂଆ ସ୍ତ୍ରୀ ନିଅ " କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନାଁ? ଏଭଳି ଏକ ବିଜ୍ଞାପନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ବହୁତ ଅଜବ ଅଜବ ଜିନିଷ ସୋସିଆଲ ମିଡିଆରେ…

15 ବର୍ଷର ବାଳକ ଭିତରେ ଈଶ୍ୱରଙ୍କ ଆତ୍ମା, ମୃତ ବ୍ୟକ୍ତିକୁ କଲେ ଜୀବିତ

ଓଡିଶା ଭାସ୍କର: ମାତ୍ର 15 ବର୍ଷ, କିନ୍ତୁ ଭଗବାନଙ୍କ ଉପାଧି, ଛୁଇଁଦେଲେ ଭଲ ହୋଇଯାଏ ରୋଗ। ଆଜ୍ଞା ହଁ, ଆମେ କହୁଛୁ କାର୍ଲୋ ଆକୁଟିସଙ୍କ ବିଷୟରେ। ସେ 1991 ମେ 3 ରେ ଲଣ୍ଡନରେ ଜନ୍ମଗ୍ରହଣ କରିଥିଲେ ଏବଂ 2006 ମସିହାରେ…

ସ୍ୱାମୀ ମାଡ଼ରେ ଗର୍ଭବତୀ ସ୍ତ୍ରୀ ମୃତ

ଭଦ୍ରକ: ସ୍ୱାମୀ ମାଡ଼ରେ ଗର୍ଭବତୀ ସ୍ତ୍ରୀଙ୍କ ମୃତ୍ୟୁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ତିହିଡ଼ି ଥାନା ତାଳପଦା ଗାଁରେ। ସ୍ତ୍ରୀ ଗର୍ଭବତୀ ଥିବା ସମୟରେ ସ୍ୱାମୀ ସ୍ତ୍ରୀଙ୍କୁ କୌଣସି କାରଣରୁ ମାଡ…

ଡାଇରିଆ ମୃତ୍ୟୁସଂଖ୍ୟା 14 କୁ ବୃଦ୍ଧି!

ଯାଜପୁର: ଯାଜପୁର ଜିଲ୍ଲା ଗସ୍ତରେ ସ୍ୱାସ୍ଥ୍ୟ ମନ୍ତ୍ରୀ। ଧର୍ମଶାଳା ମେଡିକାଲକୁ ଯାଇ ଡାଇରିଆ ଆକ୍ରାନ୍ତଙ୍କୁ ଭେଟିବା ସହ ସ୍ଥିତି ଅନୁଧ୍ୟାନ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଯାଜପୁରରେ ଡାଇରିଆ…