CHARIDHAM
Browsing Category

ଖବର

ହେଲମେଟ୍ ପାଇଁ ୧୦ ଲକ୍ଷ ଫାଇନ୍, ଚିନ୍ତାରେ ଆଇନ୍ ଛାତ୍ର

ଗୁଜୁରାଟ: ଆପଣ ଯଦି ହେଲମେଟ୍ ପିନ୍ଧି ନାହାନ୍ତି, ଏବଂ ରାସ୍ତାରେ ବାଇକ୍ ନେଇ ଯାଉଛନ୍ତି। ତାହାଲେ ଟ୍ରାଫିକ୍ ପୋଲିସ ଆପଣଙ୍କ ପାଖରୁ କେତେ ଟଙ୍କା ଫାଇନ୍ ନେଉଛି। ହେଇ ହେଇ ୫୦୦ ଟଙ୍କା। ନହେଲେ ଅତି ବେଶୀରେ ୧୦୦ ଟଙ୍କା।…

Breaking: କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ସାମ୍ୱାଦିକ ଆହତ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: କଂଗ୍ରେସ କର୍ମୀଙ୍କୁ ଅଟକାଇବା ପାଇଁ ପୋଲିସ ନାକେଦମ୍। ଗୋଟେପଟେ ଆନ୍ଦୋଳନକାରୀଙ୍କ ଆକ୍ରୋଶ ଅନ୍ୟପଟେ ପୋଲିସର ଲାଠି ଚାର୍ଜ ସାଙ୍ଗକୁ ପାଣି ମାଡ। ଆଉ ଆନ୍ଦନକାରୀ ଏତେ ଉତ୍ୟକ୍ତ ହୋଇଯାଇଛନ୍ତି ଯେ,…

Breaking: ପୋଲିସ ଗାଡ଼ିରେ ନିଆଁ ଲଗାଇବାକୁ କଂଗ୍ରେସ କର୍ମୀଙ୍କ ପ୍ରୟାସ!

ଭୁବନେଶ୍ୱର: ରଣକ୍ଷେତ୍ର ପାଲଟିଛି ଲୋୟର ପିଏମଜି। ଆକ୍ସନ ମୋଡରେ କଂଗ୍ରେସ କର୍ମୀ। ସେପଟେ ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ନାକେଦମ ପୋଲିସ। ଆଉ ଏବେ ଖବର ଆସିଛି କି ଉତ୍ୟକ୍ତ ଆନ୍ଦୋଳନକାରୀ ପୋଲିସ୍ ଭ୍ୟନ୍ ପୋଡି…

ଶିଲାଜିତ୍ ଅସଲି ନା ନକଲି? ଏଭଳି ସରଳ ଉପାୟରେ ପରୀକ୍ଷା କରି ଜାଣନ୍ତୁ

ନୂଆଦିଲ୍ଲୀ: ଶିଲାଜିତ୍ ହେଉଛି ସବୁଠାରୁ ଶକ୍ତିଶାଳୀ ଆୟୁର୍ବେଦିକ ଔଷଧି ମଧ୍ୟରୁ ଗୋଟିଏ । ଏହା ଶତାବ୍ଦୀ ଧରି ଏକ ପାରମ୍ପରିକ ଔଷଧ ଭାବରେ ବ୍ୟବହୃତ ହୋଇଆସୁଛି । ଏହା ଏକ ପ୍ରାକୃତିକ ଆୟୁର୍ବେଦିକ ଔଷଧି ଯାହା କେବଳ…

ବାଲେଶ୍ୱରରେ ବାଇକ୍ ଆମ୍ୱୁଲାନ୍ସ, ରହିଛି ଅକ୍ସିଜେନ ସୁବିଧା

ବାଲେଶ୍ୱର: ପହଞ୍ଚି ପାରୁନି ଚାରି ଚକିଆ ଆମ୍ୱୁଲାନ୍ସ ସେବା। ହେଲେ ଘର ଘର ବୁଲି ବାଇକ୍ ଆମ୍ୱୁଲାନ୍ସ ସେବା ଯୋଗାଉଛନ୍ତି ନଗେନ୍ଦ୍ର ନାଥ। ଯେଉଁଠି ଦେଖୁଛନ୍ତି ଅସହାୟଙ୍କ ସେବା କରିବା ପାଇଁ ପହଞ୍ଚି ଯାଉଛନ୍ତି। କହିବାକୁ…

Breaking: ସ୍କୁଲ ପିଲାଙ୍କୁ ମିଳିବ ପୋଷଣ ଯୁକ୍ତ ଲଡୁ, ସପ୍ତାହରେ ୩ଟି

ଭୁବନେଶ୍ୱର: ଏଣିକି ମଧ୍ୟାହ୍ନ ଭୋଜନ ସହ ସ୍କୁଲ ପିଲାଙ୍କୁ ମିଳିବ ପୋଷଣ ଯୁକ୍ତ ଲଡୁ। ସ୍କୁଲର ସମସ୍ତ ପିଲାଙ୍କୁ ପୋଷଣ ଯୁକ୍ତ ଲଡୁ ଦେବା ପାଇଁ ସରକାରଙ୍କ ନିଷ୍ପତ୍ତି। ଗୋଟିଏ ସପ୍ତାହରେ ପିଲାଙ୍କୁ ୩ଟି ଲଡୁ ଦିଆଯିବ।…

ଅଳିଆ ଗଦାରେ ନବଜାତକ ଶିଶୁର ମୃତଦେହ, ଝୁଣି ଖାଉଛନ୍ତି ବୁଲା କୁକୁର !

ସୁନ୍ଦରଗଡ଼: ଚର୍ଚ୍ଚାରେ ସୁନ୍ଦରଗଡ଼। ସାମ୍ନାକୁ ଆସିଛି ଏକ ଏମାନବୀୟ ଘଟଣା। ଯାହାକୁ ଶୁଣିଲେ ଆପଣଙ୍କ ଦେହବି ଶିତେଇ ଉଠିବ। କାରଣ ଘଟଣାଟି ହିଁ ସେମିତ। ରାସ୍ତା କଡ଼ରେ ଜରି ଭିତରେ ଗୁଡେଇ ହୋଇ ଅଳିଆ ଗଦାରେ ପଡିଛି…

କାଳ ହେଲା ଅନୈତିକ ସମ୍ପର୍କ, ଶିକ୍ଷକଙ୍କ ହାତ, ଗୋଡ଼ ବାନ୍ଧି ଜୀଅନ୍ତା ପୋତିଦେଲା ବ୍ୟକ୍ତି

ହରିୟାଣା: ହାତ, ଗୋଡ଼ ବାନ୍ଧିଲେ, ମୁହଁରେ ଟେପ୍ ମାରିଲେ। ଆଉ ସିଧା ଜୀଅନ୍ତା ଗାତରେ ପୋତିଦେଲେ ଯୋଗ ଶିକ୍ଷକଙ୍କୁ। ଆଉ ଅଭିଯୁକ୍ତ ବ୍ୟକ୍ତି ଜଣକ ଏପରି ଅମାନୁଷିକ କାର୍ଯ୍ୟ କାହିଁକି କଲେ ତାହା ବି ଜାଣିଲେ ଆପଣ…

ଆସନ୍ତା ୫ ଦିନ ଶୁଖିଲା ପାଗ, ପୁଣି କଲବଲ କରିବ ଡ଼ହଡ଼ହ ଖରା

ଭୁବନେଶ୍ୱର: ପୁଣି ରେକର୍ଡ ପରେ ରେକର୍ଡ ଭାଙ୍ଗିବ ତାତି। ୩ ଦିନ ମଧ୍ୟରେ ୨ ରୁ ୪ ଡିଗ୍ରୀ ତାପମାତ୍ରା  ବୃଦ୍ଧି ପାଇବା ସହ ପୁଣି ରାଜ୍ୟରେ ଅସମ୍ଭାଳ ତାତି ଅନୁଭବ ହେବା ନେଇ ପାଣିପାଗ ବିଭାଗର ଆକଳନ। ରାଜ୍ୟରେ ଟାଣ ଖରା…

ମହମ୍ମଦ ସାମି କୋଟିପତି, ହେଲେ ତାଙ୍କ ବିବାହିତା ଭଉଣୀ ଦିନ ମଜୁରୀଆ

ଉତ୍ତରପ୍ରଦେଶ: ଭାଇ କୋଟିପତି। ହେଲେ ଭଉଣୀ ଦିନ ମଜୁରିଆ। ହଁ ଭାରତୀୟ କ୍ରିକେଟର ବା ବୋଲର ମହମ୍ମଦ ସାମୀ। ଯିଏକି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ଆଲିସାନ ବଙ୍ଗଳାରେ ରହୁଛନ୍ତି କୋଟି କୋଟି ଟଙ୍କାର ଗାଡ଼ି…