fbpx
Browsing Category

Cricket

Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com

Chennai Super Kingsକୁ ବଡ଼ ଝଟକା: IPL-୨୦୨୪ରେ ଖେଳିବେନି ଏହି ଅଲରାଉଣ୍ଡର

ନୂଆଦିଲ୍ଲୀ: ବିଶ୍ୱକପ ଶେଷ ହେବା ପରେ ଏବେ IPL-୨୦୨୪ କୁ ନେଇ ବେଶ ଉତ୍ସାହିତ ରହିଛନ୍ତି ସମସ୍ତ କ୍ରିକେଟ ପ୍ରେମୀ। ତେବେ ଡିସେମ୍ବର ୧୦ ତାରିଖରେ ଏହି ସିଜନ ପାଇଁ ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ। ମାତ୍ର ଏବେ ଠାରୁ…

BIG BREAKING: ପୁଣି ଭାରତ-ଅଷ୍ଟ୍ରେଲିଆ ମୁକାବିଲା, ଟସ ଜିତିଲା ଭାରତ

ଓଡିଶା ଭାସ୍କର; ବିଶ୍ୱକପ ମହାଲଢେଇ ପରେ ଆରମ୍ଭ ହୋଇଛି ଟି-୨୦ ମୁକାବିଲା। ଆଜି ବିଶାଖାପାଟଣାମରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଅଷ୍ଟ୍ରେଲିଆ। ତେବେ ପ୍ରଥମେ ଟସ ଜିତି ବୋଲିଂର…

ଦ୍ରାବିଡଙ୍କ ପରେ କିଏ ହେବ ଟିମ୍ ଇଣ୍ଡିଆର ହେଡ୍ କୋଚ୍‌, ସାମ୍ନାକୁ ଆସିଲା ଏହି ଖେଳାଳିଙ୍କ ନାମ

ନୂଆଦିଲ୍ଲୀ: ୱାର୍ଲ୍ଡ କପ୍ ୨୦୨୩ ଫାଇନାଲରେ ଟିମ୍ ଇଣ୍ଡିଆର ଅଷ୍ଟ୍ରେଲିଆ ବିରୁଦ୍ଧରେ ପରାଜୟକୁ ଏକ ଯୁଗର ଅନ୍ତ ଭାବରେ ଦେଖାଯାଉଛି । ଏବେ ଆଲୋଚନା ହେଉଛି କି କିଛି ବରିଷ୍ଠ ଖେଳାଳୀଙ୍କ ଏହା ଶେଷ ବିଶ୍ୱକପ୍ ଥିଲା । ଏହା…

IPL-2024; ହାର୍ଦ୍ଦିକ ପାଣ୍ଡ୍ୟା ହେବେ MIର ଅଧିନାୟକ? ରୋହିତ ମଧ୍ୟ ବଦଳାଇବେ ଟିମ୍! କ’ଣ ଏହି Transfer Window

ନୂଆଦିଲ୍ଲୀ: ବିଶ୍ୱକପ ଶେଷ ହେବା ପରେ ଏବେ IPL-2024 କୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ଟିମ ଇଣ୍ଡିଆ ବିଶ୍ୱକପରେ ହାରିଥିଲେ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ଦଳର ପ୍ରଦର୍ଶନ ଖୁବ ସୁନ୍ଦର ରହିଛି । ତେବେ ବର୍ତ୍ତମାନ…

ଶେଷ ହେଲା ରୋହିତଙ୍କ ଟି-୨୦ କ୍ୟାରିୟର? BCCI ପକ୍ଷରୁ ମିଳିଲା ଅଶୁଭ ସଂକେତ…

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଅଧିନାୟକ ତଥା ଷ୍ଟାର ଓପନର ରୋହିତ ଶର୍ମାଙ୍କୁ ନେଇ ଏବେ କୁବ ଆଲୋଚନା ହେବାରେ ଲାଗିଛି । ବିଶ୍ୱକପ ପରାଜୟ ପରେ ତାଙ୍କ ଟି-୨୦ କ୍ୟାରିୟରକୁ ନେଇ ଅନେକ ଆଲୋଚନା-ସମାଲୋଚନା ଜାରି ରହିଛି । ତେବେ…

ମିଚେଲ ମାର୍ଶଙ୍କ ବିରୋଧରେ ମାମଲା ରୁଜୁ: ବିଶ୍ୱକପ୍ ଟ୍ରଫିକୁ ଅପମାନ କରିବା ପଡିଲା ମହଙ୍ଗା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟ ଦଳର ଅଲରାଉଣ୍ଡର ମିଚେଲ ମାର୍ଶଙ୍କ ନାଁରେ ଥାନାରେ ଏତଲା। ବିଶ୍ୱକପ୍ ଟ୍ରଫିକୁ ପାଦ ତଳେ ରଖି ସେ ଭାରତୀୟଙ୍କୁ ଅସମ୍ମାନ କରିଥିବା ନେଇ ଦିଲ୍ଲୀ ଗେଟ୍ ପୋଲିସ ଷ୍ଟେସନରେ ମାର୍ଶଙ୍କ…

‘ସୁଧୁରି ଯାଅ ଭାଇ…’ ବିବାଦୀୟ ବୟାନକୁ ନେଇ ପାକିସ୍ତାନକୁ ଚେତାବନୀ ଦେଲେ ଶାମୀ

ନୂଆଦିଲ୍ଲୀ: ବିଶ୍ୱକପ ହାରିବାର ଦୁଃଖରୁ ବାହାରି ପାକିସ୍ତାନକୁ କାଉଣ୍ଟର ଆଟାକ କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ଶାମୀ । ବିଶ୍ୱକପରେ ତାଙ୍କ ବୋଲିଂକୁ ନେଇ ହୋଇଥିବା ବିବାଦୀୟ ବୟାନ୍ ଉପରେ ସେ ଚେତାବନୀ…

KKR କୁ ଫେରିଲେ ଗୌତମ ଗମ୍ଭୀର: ସୁପର ଜିଆଣ୍ଟସ ମେଣ୍ଟର ପଦରୁ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ବିଶ୍ୱକପ ପରେ ବର୍ତ୍ତମାନ ଆଇପିଲ ଲିଗ୍ କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏହି ଚର୍ଚ୍ଚା ଭିତରେ ସବୁଠୁ ବଡ଼ ଚର୍ଚ୍ଚା ପାଲଟିଛନ୍ତି ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଗତ ଆଇପିଏଲ-୨୦୨୩ରେ…

International Cricketରେ ବୋଲରଙ୍କ ପାଇଁ ନୂଆ ନିୟମ: ଏବେ ବିଳମ୍ବରେ ବୋଲିଂ କରିବା ପଡ଼ିବ ମହଙ୍ଗା

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ପରେ ଅନ୍ତର୍ଜାତୀୟ କ୍ରିକେଟରେ ପରିବର୍ତ୍ତନ ଆରମ୍ଭ କରିଛି ଆଇସିସି । ଏଣିକି ଦିନିକିଆ ଏବଂ ଟି-୨୦ ଫର୍ମାଟରେ ଆଉ ଏକ ନୂଆ ନିୟମ ଲାଗୁ କରାଯାଇଛି । ତେବେ ଏହି ନିୟମ କେବଳ ବୋଲରମାନଙ୍କ…

ବିଶ୍ୱକପରେ ଭାରତର ପରାଜୟକୁ ନେଇ ରାଜନୀତି; ମୋଦିଙ୍କ ଉପସ୍ଥିତିକୁ ନେଇ ପରୋକ୍ଷରେ ରାହୁଲ କହିଲେ…

ଓଡିଶା ଭାସ୍କର; ୨୦୨୩ ବିଶ୍ୱକପରେ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇଛି ଭାରତୀୟ ଦଳ । ଏହି ବିଶ୍ୱକପରେ ଭାରତ କ୍ରମାଗତ ୧୦ଟି ମ୍ୟାଚରେ ବିଜୟ ହୋଇ ଅପରାଜେୟ ରହିଥିବା ବେଳେ କେବଳ ଗୋଟିଏ ମ୍ୟାଚରେ ପରାସ୍ତ ହୋଇ ବିଶ୍ୱ…