Browsing Category
Cricket
Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com
(Video) ପୁଣି କ୍ରିକେଟକୁ ଫେରିବେ ଶିଖର ଧୱନ! ‘ଗବ୍ବର’ଙ୍କ ଅବସର ଭିଡିଓରୁ ମିଳିଲା ସଂକେତ…
ନୂଆଦିଲ୍ଲୀ: ଟିମ ଇଣ୍ଡିଆର 'ଗବ୍ବର' ଶିଖର ଧୱନ ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ନିଜ ଟ୍ୱିଟର ଆକାଉଣ୍ଟରେ ୧.୧୭ ମିନିଟର ଏକ ଭିଡିଓ ପୋଷ୍ଟ କରିକ୍ରିକେଟ ଜଗତରୁ ବିଦାୟ ନେଇଛନ୍ତି ଶିଖର ।…
ସାମିଲ ଅଛନ୍ତି କି ଶାକିବ ଅଲ୍ ହାସନ୍? ହତ୍ୟା ମାମଲାରେ ଫସିଲେ ବାଂଲାଦେଶର ଷ୍ଟାର ଅଲରାଉଣ୍ଡର
ଢାକା: ବାଂଲାଦେଶର ପୂର୍ବତନ ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ଶାକିବ ଅଲ ହାସନ ପୁଣିଥରେ ବିବାଦ ଘେରକୁ ଆସିଛନ୍ତି । ଶାକିବଙ୍କ ବିରୋଧରେ ବାଂଲାଦେଶରେ ହତ୍ୟା ମାମଲା ରୁଜୁ ହୋଇଛି । ରିପୋର୍ଟ ଅନୁଯାୟୀ, ଏକ ପୋଷାକ…
(Video) କ୍ରିକେଟରେ ‘ଗବର’ ଯୁଗର ଅବସାନ… ସନ୍ନ୍ୟାସ ଘୋଷଣା କଲେ ଶିଖର ଧୱନ
ନୂଆଦିଲ୍ଲୀ: କ୍ରିକେଟ ଜଗତରୁ ବିଦାୟ ନେଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶିଖର ଧୱନ । ଦଳରୁ ଲଗାତାର ବାଦ୍ ପଡ଼ିବା ପରେ ଅବସର ଗୋଷଣା କରିଛନ୍ତି ଭାରତୀୟ ଦଳର ଗବର । ଅନ୍ତର୍ଜା କ୍ରିକେଟରୁ ସନ୍ନ୍ୟାସ ନେଇ…
୪୦ ଲକ୍ଷରେ ବିକ୍ରି ହେଲା ବିରାଟଙ୍କ ଜର୍ସି; ଧୋନି-ରୋହିତଙ୍କ ବ୍ୟାଟ୍କୁ ବି ମିଳିଲା ବମ୍ପର ବିଡ୍
ମୁମ୍ୱାଇ: ନିକଟରେ ଭାରତୀୟ କ୍ରିକେଟର କେଏଲ ରାହୁଲ ଏବଂ ତାଙ୍କ ପତ୍ନୀ ଆଥିୟା ସେଟ୍ଟୀ 'କ୍ରିକେଟ୍ ଫର୍ ଚାରିଟି' ନିଲାମ ଆୟୋଜନ କରିଥିଲେ। ଅଭାବୀ ପିଲାଙ୍କୁ ଶିକ୍ଷା ପ୍ରଦାନ ପାଇଁ କାର୍ଯ୍ୟ କରୁଥିବା ବିପଲା ସଂସ୍ଥାକୁ…
ENG vs SL: ଗୋଟିଏ ହାତରେ ଡ୍ରିଙ୍କ୍, ଅନ୍ୟ ହାତରେ କ୍ୟାଚ୍….ଫ୍ୟାନଙ୍କ ଏପରି କାରନାମା ଦେଖି ସମସ୍ତେ ଚକିତ
ନୂଆଦିଲ୍ଲୀ: ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ମାଞ୍ଚେଷ୍ଟରର ଓଲ୍ଡ ଟ୍ରେଫର୍ଡ଼ ଠାରେ ଖେଳାଯାଉଛି । ଏହି ମ୍ୟାଚର ୩ୟ ଦିନରେ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ବ୍ୟାଟ୍ସମ୍ୟାନଙ୍କ…
(Video) ବୋଲିଂରେ ବି ଦମ୍ ଦେଖାଇଲେ ଇଶାନ୍ କିଶାନ୍: ଟିମ ଇଣ୍ଡିଆରେ କମବ୍ୟାକ ପାଇଁ ଖେଳିଲେ Plan-B
ନୂଆଦିଲ୍ଲୀ: ଟିମ ଇଣ୍ଡିଆରୁ ହରାଇଥିବା ସ୍ଥାନ ଫେରି ପାଇବା ପାଇଁ ଷ୍ଟାର କ୍ରିକେଟର ଇଶାନ୍ କିଶାନ୍ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି । ଘରୋଇ କ୍ରିକେଟରେ ବିସ୍ଫୋରକ ପ୍ରଦର୍ଶନ କରି ଭାରତୀୟ ଦଳ ପାଇଁ ସେତୁବନ୍ଧ…
ଟେଷ୍ଟ କ୍ରିକେଟର ମର୍ଯ୍ୟାଦା ରକ୍ଷା କରିବ ICC! ବିସିସିଆଇ ବି ରାଜି, ଖେଳାଳିଙ୍କୁ ମିଳିବ ଅଧିକ ଦରମା
ନୂଆଦିଲ୍ଲୀ: ଦିନକୁ ଦିନ କ୍ରିକେଟରେ ଟେଷ୍ଟ ଫର୍ମାଟର କ୍ରେଜ କମିବାରେ ଲାଗିଛି । କ୍ରିକେଟ ଫ୍ୟାନ୍ସ ଏବେ ସବୁଠୁ ଛୋଟ ଏବଂ ଧମାକାଦାର ଫର୍ମାଟ ଟି-୨୦ ପ୍ରତି ଆକୃଷ୍ଟ ହେଉଛନ୍ତି । ତେବେ ଏଥିପାଇଁ ଅଧିକରୁ ଅଧିକ ଟି-୨୦…
କ୍ଷମା ମାଗିଲେ ଦିନେଶ କାର୍ତ୍ତିକ, କ୍ୟାପଟେନ କୁଲଙ୍କ ସହ ଜଡିତ ଏ ମାମଲା, କହିଲେ – ଭୁଲ ହୋଇଯାଇଛି ….
ଓଡିଶା ଭାସ୍କର: ଭାରତୀୟ କ୍ରିକେଟ ଦଳର ପୂର୍ବତନ ୱିକେଟରକ୍ଷକ ବ୍ୟାଟର ଦିନେଶ କାର୍ତ୍ତିକଙ୍କୁ ହଠାତ ସାର୍ବଜନୀନ ଭାବରେ କ୍ଷମା ପ୍ରାର୍ଥନା କରିବାକୁ ପଡିଛି । ଏହି ଷ୍ଟାଇଲିସ ବ୍ୟାଟର କହିଛନ୍ତି ଯେ ତାଙ୍କର ଅଜାଣତରେ…
Virat Kohli: ସିନେମାକୁ ନ ଆସନ୍ତୁ ବିରାଟ, ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ଦେଲେ ବଡ ବୟାନ
ଓଡିଶା ଭାସ୍କର: କ୍ରିକେଟ ଜଗତର ସୁପରଷ୍ଟାର କିଙ୍ଗ କୋହଲି, ବିଜ୍ଞାପନରୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି । ମାତ୍ର ବିରାଟ ଆଜି ପର୍ଯ୍ୟନ୍ତ ଅଭିନୟରେ ସମ୍ପୂର୍ଣ୍ଣ ଭୂମିକା ନିଭାଇ ନାହାନ୍ତି । ଯଦିବା ସେ ଭଲ ଅଭିନୟ…
ଅବସର ନେଉଛନ୍ତି କେଏଲ ରାହୁଲ!; ସୋସିଆଲ ମିଡିଆରେ କରିଲେ ଏପରି ପୋଷ୍ଟ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର କେଏଲ୍ ରାହୁଲ ସୋସିଆଲ ମିଡିଆରେ ଏକ ରହସ୍ୟମୟ ପୋଷ୍ଟ୍ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସେ ଏକ ଇନଷ୍ଟାଗ୍ରାମ ଷ୍ଟୋରି ଅପଡେଟ୍ କରିଛନ୍ତି, ଯାହା ପରେ ତାଙ୍କ ଅବସରକୁ ନେଇ…