Browsing Category

Cricket

Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com

IPL-2024 ପୂର୍ବରୁ CSKକୁ ଶକ୍ତ ଝଟକା: ଆହତ ହୋଇ ଦଳରୁ ବାଦ୍ ପଡ଼ିଲେ ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ର ଚମ୍ପିଆନ୍ ଦଳ ଚେନ୍ନାଇ ସୁପର କିଙ୍ଗସକୁ ନୂଆ ସିଜନ ପୂର୍ବରୁ ଲାଗିଛି ଶକ୍ତ ଝଟକା । ଆଇପିଏଲ-୨୦୨୪ ପୂର୍ବରୁ ଆହତ ହୋଇ ଅଧା ସିଜନରୁ ବାଦ୍ ପଡ଼ିଛନ୍ତି । ଆଘାତ ସମସ୍ୟା ଦର୍ଶାଇ ଆଇପିଏଲରୁ…

ସଂକଟରେ ଗୁଜୁରାଟ ଟାଇଟନ୍ସ: ସଡ଼କ ଦୁର୍ଘଟଣାର ଶିକାର ହେଲେ ଷ୍ଟାର କ୍ରିକେଟର

ନୂଆଦିଲ୍ଲୀ: ଆଇପିଏଲ ପୂର୍ବରୁ ଗୁଜୁରାଟ ଟାଇଟନ୍ସକୁ ଲାଗିଛି ଏକ ବଡ଼ ଝଟକା । ଦଳର ଯୁବ କ୍ରିକେଟର ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି । ବାଇକରେ ଘରକୁ ପେରୁଥିବା ସମୟରେ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ରବିନ୍ ମିଞ୍ଜ…

(Video) IPL-2024 କୁ ଫେରିବେ ‘ଭିଣ୍ଟେଜ୍ ମାହି’: ପୁରୁଣା ଧୋନୀ ଲୁକରେ ହେବ ଗ୍ରାଣ୍ଡ ଏଣ୍ଟ୍ରି

ଓଡ଼ିଶା ଭାସ୍କର: ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୪ । ଏହାପୂର୍ବରୁ ଟୁର୍ଣ୍ଣାମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ଆଇପିଏଲରୁ ଧୋନୀଙ୍କ ଅବସର ଚଳିତବର୍ଷ ପାଇଁ ବଡ଼ ଚର୍ଚ୍ଚାର ବିଷୟ…

WTCରେ No.1 ସ୍ଥାନରେ ପହଞ୍ଚିଲା ରୋହିତ ସେନା: ନ୍ୟୁଜିଲାଣ୍ଡ ପରାଜୟରେ ଭାରତକୁ ଫାଇଦା

ନୂଆଦିଲ୍ଲୀ: ୱେଲିଂଟନରେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୭୨ ରନର ଏକ ବିଶାଳ ବିଜୟ ହାସଲ କରିଛି । ଏହି ବିଜୟ ସହ ସିରିଜରେ ୧-୦ରେ ଆଗୁଆ ହୋଇଛି ଅଷ୍ଟ୍ରେଲିଆ । କିନ୍ତୁ ଏହି ବିଜୟର ସବୁଠୁ ଅଧିକ ଫାଇଦା ପାଇଛି…

Sunrisers Hyderabadରେ ସାମିଲ ହେଲେ ମୁମ୍ବାଇର ଖେଳାଳି: କୋଚ୍ ଭାବେ ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ବର୍ତ୍ତମାନ ସମସ୍ତ ଦଳ ପ୍ରସ୍ତୁତି ପର୍ବ ଆରମ୍ଭ କରି ସାରିଛନ୍ତି । ଏହାଭିତରେ ସନରାଇଜର୍ସ ହାଇଦ୍ରାବାଦ ଏକ ବଡ଼ ପରିବର୍ତ୍ତନ କରିଛି । ଆଇପିଏଲର ନୂଆ ସିଜନ ପାଇଁ ଦଳରେ ନୂଆ ବୋଲିଂ…

Sunrisers Hyderbadର ବଡ଼ ନିଷ୍ପତ୍ତି: ଏହି ଖେଳାଳିଙ୍କୁ ମିଳିପାରେ ଅଧିନାୟକ ପଦ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ବିଗୁଲ ବାଜି ସାରିଛି । ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏହି ଟୁର୍ଣ୍ଣାମେଣ୍ଟ । ଏହା ଭିତରେ ପୂର୍ବତନ ଚମ୍ପିଆନ୍ ସନରାଇଜର୍ସ ହାଇଦ୍ରାବାଦ ଶିବିରରୁ ଏକ ବଡ଼ ଖବର ସାମନାକୁ…

ବଡ଼ ଖବର! ୫୦ ନୁହେଁ, ଏଥର ଦିନିକିଆ ମ୍ୟାଚରେ ଖେଳାଯିବ ୪୦ ଓଭର? କ’ଣ କହୁଛି ଆଇସିସି ଡ୍ରାଫ୍ଟ

ନୂଆଦିଲ୍ଲୀ: କ୍ରିକେଟ ଜଗତରେ ହୋଇପାରେ ଏକ ବଡ଼ ପରିବର୍ତ୍ତନ । ଦିନିକିଆ ଫର୍ମାଟରେ ଏହି ପରିବର୍ତ୍ତନ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏଣିକି ଦିନିକିଆ ମ୍ୟାଚ ୫୦ ଓଭର ବିଶିଷ୍ଟ ନ ହୋଇ ୪୦ ଓଭର ବିଶିଷ୍ଟ ହୋଇପାରେ ।…

MS Dhoniଙ୍କ ପାଖରେ ଶେଷ ହେବ କ୍ରିକେଟର ବହି… ଧୋନୀଙ୍କୁ ନେଇ ବଡ଼ ବୟାନ ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ମାର୍ଚ୍ଚ ୨୨ ତାରିଖରୁ ଆଇପିଏଲ-୨୦୨୪ ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ କ୍ରିକେଟର ସମସ୍ତ ଫର୍ମାଟରୁ ବିଦାୟ ନେଇପାରନ୍ତି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ MS Dhoni । ତେବେ ଷଷ୍ଠ ଥର…

ରାଜନୀତିରୁ ବିଦାୟ ନେବେ ଗୌତମ; ‘ରାଜନୈତିକ ଦାୟିତ୍ୱରୁ ମୁକ୍ତ ହେଲେ କ୍ରିକେଟ ଉପରେ ଧ୍ୟାନ ଦେବି’

ନୂଆଦିଲ୍ଲୀ: ବିଜେପି ନେତା ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଲୋକସଭା ନିର୍ବାଚନ ନଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି। "ମୁଁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ…

(Video) କପିଲ ଦେବ କାହିଁକି କହିଲେ- କିଛି ଲୋକ ଦୁଃଖ ଭୋଗିବେ କିନ୍ତୁ ଦେଶ ଠାରୁ ଅଧିକ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ

ମୁମ୍ୱାଇ: ଏବେ ଶ୍ରେୟସ ଆୟର ଓ ଈଶାନ କିସାନଙ୍କୁ ନେଇ କ୍ରିକେଟ ଜଗତରେ ଦେଖାଦେଇଛି ଫାଟ । ବିସିସିଆଇ କେନ୍ଦ୍ରୀୟ ଚୁକ୍ତି ତାଲିକା ଜାରି କରିବା ପରେ ଏବେ ଶ୍ରେୟସ ଓ ଈଶାନଙ୍କୁ ନେଇ କ୍ରିକେଟ୍ ଦୁନିଆରେ ଜୋରଦାର ଚର୍ଚ୍ଚା…