Browsing Category
Top Stories
‘ବାହୁବଳୀ’ ସିଙ୍ଗଡା: ଖାଇବା ପାଇଁ ମିଳିବ ୭୧ ହଜାର ଟଙ୍କା ପୁରସ୍କାର, ଗୋଟିଏ ସର୍ତ୍ତ
ରାବିଡି ଏବଂ ଗଜକ ପାଇଁ ପ୍ରସିଦ୍ଧ ଉତ୍ତରପ୍ରଦେଶର ମେରଠ ବର୍ତ୍ତମାନ ପୁଣିଥରେ ଚର୍ଚ୍ଚାକୁ ଆସିଛି । ଏଠାରେ ପ୍ରସ୍ତୁତ ହେଉଥିବା 'ବାହୁବଳୀ ସିଙ୍ଗଡା' ଲୋକଙ୍କୁ ଖୁବ ଆକର୍ଷିତ କରୁଛି । ଆଳୁ, ମଟର ଏବଂ ପନିର ସାଙ୍ଗକୁ…
ଗଣଶିକ୍ଷା ବିଭାଗରେ ନିଯୁକ୍ତି ପାଇବେ ୧୬୦ ଜଣ ଓଡ଼ିଶା ଶିକ୍ଷା ସେବା ଅଧିକାରୀ: ଜୁନ ୧୯ରେ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ୧୬୦ ଜଣ…
ଗୀତା ପ୍ରେସ ଗୋରଖପୁରକୁ ମିଳିବ ୨୦୨୧ ଗାନ୍ଧୀ ଶାନ୍ତି ପୁରସ୍କାର: ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିଷ୍ପତ୍ତି
ନୂଆଦିଲ୍ଲୀ: ଦୁନିଆର ସର୍ବବୃହତ ତଥା ପ୍ରତିଷ୍ଠିତ ପ୍ରକାଶକମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଗୀତା ପ୍ରେସ ଗୋରଖପୁର । ଏହି ପ୍ରେସକୁ ମିଳିବାକୁ ଯାଉଛି ଏକ ସର୍ବବୃହତ ଉପହାର । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…
ବିଶିଷ୍ଟ ସାଉଥ ଅଭିନେତା ପୂଜାପୁରା ରବିଙ୍କ ପରଲୋକ: ୪ ହଜାର ନାଟକ ଓ ୮ ଶହ ଫିଲ୍ମରେ କରିଥିଲେ ଅଭିନୟ
ନୂଆଦିଲ୍ଲୀ: ଫିଲ୍ମ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ବିଶିଷ୍ଟ ମାଲୟାଲମ ଅଭିନେତା ପୂଜାପୁରା ରବିଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ରବିଙ୍କୁ ୮୩ ବର୍ଷ ବୟସ ହୋଇଥିଲା । କେରଳର ଇଦୁକ୍କୀ ଜିଲ୍ଲାର ମାରାୟୁର ସ୍ଥିତ…
ୱେଷ୍ଟ ଇଣ୍ଡିଜ ସିରିଜ ପରେ ଅନ୍ୟ ଦଳରୁ ଖେଳିବେ ଅଜିଙ୍କ୍ୟା ରାହାଣେ: ଅଚାନକ ନେଲେ ବଡ ନିଷ୍ପତ୍ତି
ନୂଆଦିଲ୍ଲୀ: ଆଇପିଏଲ-୨୦୨୩ରେ ସୁନ୍ଦର ପ୍ରଦର୍ଶନ କରି ଏବେ ଭାରତୀୟ ଦଳରେ ଦମଦାର କମବ୍ୟାକ କରି ସାରିଛନ୍ତି ଷ୍ଟାର ପ୍ଲେୟର ଅଜିଙ୍କ୍ୟା ରାହାଣେ । କିନ୍ତୁ କେବଳ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ ଖେଳିବା ପରେ…
‘ଆଦିପୁରୁଷ’ ଉପରେ ଲାଗିଲା ବ୍ୟାନ: କୌଣସି ହଲରେ ରିଲିଜ୍ ନ କରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ବାହୁବଳୀ ଅଭିନେତା ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ ଗତ ୧୬ ତାରିଖରେ ବିଭିନ୍ନ ହଲରେ ରିଲିଜ ହୋଇଥିଲା । ପ୍ରଥମ ଦିନରେ ହିଁ ଫିଲ୍ମ ନିଜର କମାଲ ଦେଖାଇଥିଲା । ପ୍ରଥମ ଦିନର କଲେକ୍ସନ…
ବଡ ଖବର: ଟ୍ରାକ ତଳକୁ ଖସିଗଲା ଆଉ ଏକ ଟ୍ରେନର ୬ଟି ବଗି, ଅଟକିଛି ପାସେଞ୍ଜର ଗାଡି
କୋରାପୁଟ: ବାହାନଗା ଦୁର୍ଘଟଣାର ସେହି ଭୟଙ୍କର ଦୃଶ୍ୟ ଏପର୍ଯ୍ୟନ୍ତ ଲୋକଙ୍କ ମନରୁ ଲିଭିନି । ଏବେ ବି ଦୁର୍ଘଟଣାରେ ଆହତ ଲୋକମାନେ ସେହି ରାତିର ଘଟଣାକୁ ନିଦରେ ସ୍ୱପ୍ନ ଦେଖି ଡରୁଥିବା କୁହାଯାଉଛି । ଏହା ଭିତରେ ଆଉ ଏକ…
ଚଳିତ ବର୍ଷ ଭାରତ ଛାଡ଼ିବେ ୬୫୦୦ ଜଣ ଧନୀବ୍ୟକ୍ତି: କ’ଣ ରହିଛି କାରଣ, କ’ଣ କହୁଛନ୍ତି ଏକ୍ସପର୍ଟ ଓ ChatGPT
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭାରତରୁ ଅନେକ ଧନୀ ବ୍ୟକ୍ତି ଦେଶ ଛାଡ଼ି ପଳାୟନ କରୁଛନ୍ତି । ଗତ କିଛିବର୍ଷ ମଧ୍ୟରେ ଭାରତରେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ସାରା ବିଶ୍ୱର ୱେଲଥ ଓ ଇନଭେଷ୍ଟମେଣ୍ଟ ମାଇଗ୍ରେସନ…
(Video) ଆଉ ଏକ ଟ୍ରେନରେ ଲାଗିଗଲା ନିଆଁ! ଗାଡି ତଳୁ ଧୂଆଁ ଦେଖି ଷ୍ଟେସନରେ ଆତଙ୍କ
ନୂଆଦିଲ୍ଲୀ: ବର୍ତ୍ତମାନ ରେଳ ଜନିତ ଦୁର୍ଘଟଣାକୁ ନେଇ ଅନେକ ଖବର ସାମନାକୁ ଆସୁଛି । ବାହାନଗା ଟ୍ରେନ ଟ୍ରାଜେଡି ପରେ ରେଳ ଦୁର୍ଘଟଣାକୁ ନେଇ ଲୋକଙ୍କ ମନରେ ମଧ୍ୟ ଭୟ ଏବଂ ଆତଙ୍କ ସୃଷ୍ଟି ହୋଇଛି । ଏହା ମଧ୍ୟରେ ମାଳଦା…
ଦିଲ୍ଲୀ ୟୁନିଭରସିଟି କ୍ୟାମ୍ପସରେ ଛାତ୍ର ସଂଘର୍ଷ: ଜଣେ ଛାତ୍ରଙ୍କୁ ହତ୍ୟା
ନୂଆଦିଲ୍ଲୀ: ଦେଶର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରୁ ଆସିଛି ଏକ ବଡ଼ ଖବର । ଦିଲ୍ଲୀ ୟୁନିଭରସିଟି କ୍ୟାମ୍ପସ ମଧ୍ୟରେ ଜଣେ ଛାତ୍ରଙ୍କୁ ହତ୍ୟା କରାଯାଇଛି । କିଛି ଛାତ୍ରଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ଛାତ୍ରଙ୍କୁ ଛୁରି…