Browsing Category

Top Stories

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା ପାଲଟିଛି ମରଣ ଯନ୍ତା । ନିଦରେ ଶୋଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ ।

ମାଲକାନଗିରି : ମାଲକାନଗିରି ସଦର ମହକୁମା ଠାରୁ ୩୦ କିଲୋମିଟର ଦୂର କାଲିମେଳା ବ୍ଲକ ଅନ୍ତର୍ଗତ ବଦଲି ଗ୍ରାମ ପଞ୍ଚାୟତ ଅଧୀନ ପଗୁରୁକୋଣ୍ଡା ଗ୍ରାମକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଟି ଗ୍ରାମବାସୀଙ୍କ…

ବାତ୍ୟା ‘ଗୁଲାବ’କୁ ନେଇ ନବୀନଙ୍କ ସହ ମୋଦୀଙ୍କ ଆଲୋଚନା

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଲୋଚନା କରିଛନ୍ତି । ସମ୍ଭାବ୍ୟ ବାତ୍ୟା ସ୍ଥିତିକୁ ନେଇ ନବୀନଙ୍କ ସହ ମୋଦୀ ଆଲୋଚନା କରିଛନ୍ତି । ବାତ୍ୟା ସମୟରେ ସବୁ…

ସମୁଦ୍ରରେ ଭାସିଗଲେ ୨ ଜଣ ପର୍ଯ୍ୟଟକ

ଜଳେଶ୍ୱର(ଓଡ଼ିଶା ଭାସ୍କର): ଗୋଟେ ପଟେ ବାତ୍ୟା ଗୁଲାବ ଧୀରେ ଧୀରେ ସ୍ଥଳଭାଗ ମୁହାଁ ହେଉଥିବା ବେଳେ ସମୁଦ୍ର ଉତ୍ତେଜିତ ଅବସ୍ଥାରେ ରହିଛି । ଆଉ ଅନ୍ୟପଟେ ଲୋକମାନେ ବାତ୍ୟା ଆଶଙ୍କାରେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏହା…

୧୦୦ କିମି ଦୂରରେ ‘ଗୁଲାବ’, ସନ୍ଧ୍ୟା ପରଠାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ; ୩ ଘଣ୍ଟାରେ ବେଗ ରହିଛି ଘଣ୍ଟା ପ୍ରତି ୨୪ କିମି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗର ଉପକୂଳକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ 'ଗୁଲାବ' । ଅପରାହ୍ନ ୪ଟା ସୁଦ୍ଧା ଗୋପାଳପୁର ଠାରୁ ୧୦୦ କିମି ଦୂରରେ ରହିଛି । ଆନ୍ଧ୍ର କଳିଙ୍ଗପଟ୍ଟନମ୍ ଠାରୁ ଆଉ ୧୦୫ କିମି ଦୂରରେ…

ବାତ୍ୟା ମୁକାବିଲା ନେଇ ମାଲକାନଗିରି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ମାଲକାନଗିରି(ଓଡ଼ିଶା ଭାସ୍କର): ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ଲାଗି ମାଲକାନଗିରି ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଜିଲ୍ଲାର ସମସ୍ତ ୭ଟି ବ୍ଲକ ଓ ତହସିଲ କାର୍ୟ୍ୟାଳୟର ସରକାରୀ କର୍ମଚାରୀଙ୍କ ଛୁଟି…

ଯୁକ୍ତ ୩ ଆଡମିଶନ ଅବଧି ବଢ଼ିଲା, ଜାଣନ୍ତୁ କେତେଦିନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର । ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ପାଇଁ ଆଡମିଶନ ଅବଧି ଆଉ ୨ ଦିନ ବୃଦ୍ଧି କରାଯାଇଛି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଆଡମିଶନ ଅବଧି ବୃଦ୍ଧି ହୋଇଥିବା…

ମଦୁଆ ସ୍ୱାମୀ ରାଗରେ କାମୁଡ଼ିଦେଲା ସ୍ତ୍ରୀର ନାକ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଭୋପାଳ: ମଧ୍ୟପ୍ରଦେଶର ରତମାଲରୁ ଏକ ଅଜବ ମାମଲା ସାମନାକୁ ଆସିଛି । ଜଣେ ମଦୁଆ ସ୍ୱାମୀ ପ୍ରଥମେ ନିଜ ପତ୍ନୀ ସହିତ ମାରପିଟ୍ କରିଥିଲା ଓ ବର୍ବରତା ଦେଖାଇବାକୁ ଯାଇ ସ୍ତ୍ରୀର ନାକକୁ ଖୁବ୍ ଜୋରରେ କାମୁଡ଼ି ଦେଇଥିଲା । ଫଳରେ…

ଶ୍ରୀକାକୁଲମରେ ଲ୍ୟାଣ୍ଡଫଲ୍ କରିବ ‘ଗୁଲାବ୍’: ଏସଆରସି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଗୁଲାବ’ ମାଡ଼ି ଆସୁଛି । ସମୟ ଯେତିକି ପାଖେଇ ଆସୁଛି, ଲୋକଙ୍କ ମନରେ ସେତିକି ଆଶଙ୍କା ଜାଗ୍ରତ ହେଉଛି । ତେବେ ବାତ୍ୟା ଆନ୍ଧ୍ରର…

‘ଗୁଲାବ’ ତାଣ୍ଡବ: ୫ଟି ଜିଲ୍ଲାରେ ପରିସ୍ଥିତି ଭୟଙ୍କର ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଗୁଲାବ’ ବେଳକୁ ବେଳ ସ୍ଥଳଭାଗର ନିକଟତର ହେବାରେ ଲାଗିଛି । ତେବେ ଝଡ଼ର ମୁକାବିଲା ପାଇଁ ପ୍ରଶାସନ ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ…

ଜଳପ୍ରପାତକୁ ଡେଇଁ ଯୁବକ-ଯୁବତୀ ନିଖୋଜ, ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ସନ୍ଦେହ

ନୂଆପଡ଼ା(ଓଡ଼ିଶା ଭାସ୍କର): ଜଳପ୍ରପାତକୁ ଡେଇଁ ଯୁବକଯୁବତୀ କେଉଁ ଆଡ଼େ ନିଖୋଜ ହୋଇ ଯାଇଛନ୍ତି । ଧରମବନ୍ଧା ଥାନା ଗୋଧସ ଜଳପ୍ରପାତକୁ ଡେଇଁ ୨ ଜଣ ନିଖୋଜ ଅଛନ୍ତି । ଜଳପ୍ରପାତ ଉପରେ ବାଇକ୍, ଘଣ୍ଟା ରଖି ଡେଇଁଥିବା ଅନୁମାନ…