fbpx
Browsing Category

Top Stories

ଭୁବନେଶ୍ୱରରୁ ଆଜି ପୁଣି ୧୪୯ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, ୪ ।୮(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ହୁ ହୁ ହୋଇ ବଢିଚାଲିଥିବା ବେଳେ ଆଜି ପୁଣି ରାଜଧାନୀରୁ ୧୧୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୮ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ…

କରୋନା ଭାଇରସ୍: ବୟସ୍କ ଲୋକଙ୍କ ଯତ୍ନ ନେବା ଜରୁରୀ

ନୂଆଦିଲ୍ଲୀ, ୪ା୮: ଦେଶରେ କରୋନା ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଧିକାରୀଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଛି । ଦେଶରେ ଆଜି ଯାଏଁ ୨କୋଟିରୁ ଅଧିକ ନମୁନା ପରୀକ୍ଷା ହୋଇସାରିଛି ବୋଲି ସେହି…

ଭିମସାରର ୯ ଡାକ୍ତରଙ୍କୁ କରୋନା

ସମ୍ବଲପୁର,୪ ।୮(ଓଡିଶା ଭାସ୍କର): ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ଭିମସାରରେ ଭର୍ତ୍ତି ହୋଇଥିବା ଜଣେ ରୋଗୀର ରିପୋର୍ଟ କରୋନା ପଜିଟିଭ୍ ବାହାରିବା ପରେ ହଇଚଇ ସୃଷ୍ଟି ହୋଇଥିଲା । ଏହା ପରେ ଷ୍ଟାଫଙ୍କର କରାଯାଇଥିବା…

ୟୁପିଏସସିରେ ଓଡ଼ିଶାର ସଫଳ ପରିକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର, ୪ା୮(ଓଡ଼ିଶା ଭାସ୍କର): ଆଜି ୨୦୧୯ର ୟୁପିଏସସି ରେଜଲ୍ଟ ପ୍ରକାଶ ପାଇଛି । ଟପ ୧୦ ଲିଷ୍ଟରେ ଥିବା ଓଡ଼ିଶାର ୨ଜଣ ଓ ସଫଳ ପରିକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ସମସ୍ତ ସଫଳ…

ପାଉଣା ନମିଳିବା ଯାଏଁ ରଥଖୋଲା ବନ୍ଦ

ପୁରୀ, ୪ା୮(ଓଡ଼ିଶା ଭାସ୍କର): ଚଳିତବର୍ଷ ୩ରଥର ସଂରକ୍ଷଣ ପାଇଁ ପୁରୀରେ ଗତ ୨୯ତାରିଖଠାରୁ ରଥ ଖୋଲା କାର୍ଯ୍ୟ ଆରମ୍ଭ କରାଯାଇଥିଲା । କିନ୍ତୁ ରଥ ଖୋଲା ପାଉଣା ମିଳିନଥିବା ପ୍ରସଙ୍ଗ ଆଜି ମହାରଣାମାନେ ଉଠାଇଛନ୍ତି ।…

ବଦଳିଗଲା ମାଲଗୋଦାମ ବ୍ୟବସାୟ ସମୟ

କଟକ,୪ ।୮(ଓଡିଶା ଭାସ୍କର): କରୋନା କାଳରେ ବଦଳିଗଲା ମାଲଗୋଦାମ ବ୍ୟବସାୟ ସମୟ । ମାଲଗୋମାଦରେ ସାମଗ୍ରୀ କିଣାବିକା ପାଇଁ ସମୟ ନିର୍ଘଣ୍ଟ ହୋଇଛି । ବେହେରା ସାହିରେ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଦେଖି ଏହା ନିଷ୍ପତ୍ତି…