fbpx
Browsing Category

Top Stories

ମୋଦୀଙ୍କ ‘ମନ୍ କି ବାତ୍’, କହିଲେ –କରୋନା ବିପଦ ଟଳିନି, ସତର୍କ ଜରୁରୀ

ନୂଆଦିଲ୍ଲୀ,୨୬ ।୭: କାରଗିଲ ବିଜୟ ଦିବସରେ ଦେଶର ବୀର ଯବାନମାନଙ୍କର ସାହସିକତାକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ଦେଶବାସୀଙ୍କୁ ସମ୍ବୋଧିତ…

ରାଜ୍ୟରେ ବଢୁଛି ମୃତ୍ୟୁ ସଂଖ୍ୟା: ଆଜି ଆଉ ୧୦ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୬ ।୭(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୧୩୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦…

ରାଜ୍ୟରେ ବେହାଲ କରୋନା: ଆଜି ପୁଣି ୧୩୭୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୨୬ ।୭(ଓଡିଶା ଭାସ୍କର): ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି ପୁଣି ୧୩୭୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୧୭ ଜଣ ଓ ସ୍ଥାନୀୟ…

ଘାଇଲା କରୁଛି କରୋନା: ଦିନକରେ ୪୮,୬୬୧ ପଜିଟିଭ୍, ୭୦୫ ମୃତ

ନୂଆଦିଲ୍ଲୀ,୨୬ ।୭:ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୨,୦୬୩ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୦୫ ଜଣ ଆକ୍ରାନ୍ତଙ୍କ…

ସାରା ଦେଶ ପାଳୁଛି କାରଗିଲ ବିଜୟ ଦିବସ

ନୂଆଦିଲ୍ଲୀ,୨୬/୭: ଆଜି ଦେଶ ପାଳୁଛି କାରଗିଲ ବିଜୟ ଦିବସ । ସହିଦଙ୍କୁ ମନେ ପକାଉଛି ସାରା ଦେଶ । କାରଗିଲ ଯୁଦ୍ଧକୁ ୨୧ ବର୍ଷ ପୂରା ହୋଇଛି । ତେବେ ୧୯୯୯ ଜୁଲାଇ ୨୬ରେ ପାକ ବିରୋଧରେ ଜିତିଥିଲା ଭାରତ ।

ଆଜିଠାରୁ ସମ୍ବଲପୁରରେ ଦ୍ୱିତୀୟ ପର୍ଯ୍ୟାୟ ସଟଡାଉନ

ସମ୍ବଲପୁର, ୨୬/୭(ଓଡିଶା ଭାସ୍କର): ରାଜ୍ୟରେ ମହାମାରୀ କରୋନା ବ୍ୟାପିବାରେ ଲାଗିଛି । ତେଣୁ କରୋନା ମୁକାବିଲା ନେଇ ବିଭିନ୍ନ ଜିଲ୍ଲାରେ ବହୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ଦୁଇଟି ପର୍ଯ୍ୟାୟରେ ୧୦ଦିନ ପାଇଁ…

ନିମ ଗଛର ପତ୍ରରେ କଣ ଔଷଧୀୟ ଗୁଣ ରହିଛି ଜାଣନ୍ତୁ

ନିମ ଗଛର ପତ୍ରରେ ବହୁତୁ ଔଷଧୀୟ ଗୁଣ   ଭରି ରହିଛି। ଏହା ପାଟିକୁ ଖୁବ୍‌ ପିତା ଲାଗୁଥିଲେ ମଧ୍ୟ ଶରୀର ପାଇଁ ଅନେକ ଉପକାରୀ ହୋଇଥାଏ। କେବଳ ନିମ ପତ୍ର ଯେ ନୁହଁ ଏହାର ଫୁଲ, ଛେଲି ଓ ଚେରରେ ମଧ୍ୟ ଅନେକ ଔଷଧୀୟ ଗୁଣ ଭରି…

ପ୍ୟାଣ୍ଟର ପଛ ପକେଟରେ ପର୍ସ ରଖୁଛନ୍ତି କି? ହୋଇପାରେ ଏହି ରୋଗ

ପର୍ସ ରଖିବା ପାଇଁ ସମସ୍ତେ ପକେଟର ବ୍ୟବହାର କରନ୍ତି । କିନ୍ତୁ ଗବେଷଣା ଦ୍ୱାରା ଜଣାପଡିଛି ଯେ, ପ୍ୟାଣ୍ଟର ପଛ ପକେଟରେ ପର୍ସ ରଖିବା ଦ୍ୱାରା ଆପଣଙ୍କ ଅସୁସ୍ଥ ହୋଇପାରନ୍ତି । ଡାକ୍ତରଙ୍କ କହିବା ମୁତାବକ, ପର୍ସକୁ ପଛ…

ଖୁସି ଖବର: ରାଜ୍ୟରେ ଆଉ ୭୨୮ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୨୫ ।୭(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୭୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୫ ହଜାର ୯୨୮…