Browsing Category
Top Stories
ଅଣ୍ଡର-୧୯ ଏସିଆ କପର ଶିଡ୍ୟୁଲ ଘୋଷଣା: ପୁଣି ଥରେ ଦେଖିବାକୁ ମିଳିବ ଭାରତ-ପାକିସ୍ତାନ ଲଢ଼େଇ
ନୂଆଦିଲ୍ଲୀ: ଇମର୍ଜିଂ ଏସିଆ କପ ଟି-୨୦ର ସଫଳତା ପରେ ଏସିଆନ କ୍ରିକେଟ କାଉନସିଲ ପୁରୁଷ ଅଣ୍ଡର-୧୯ ଏସିଆ କପର ଶିଡ୍ୟୁଲ ଘୋଷଣା କରିଛି । ବରିଷ୍ଠ ଖେଳାଳିଙ୍କ ପରେ ଏବେ ଏସିଆର ଜୁନିୟର ଖେଳାଳିଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ…
ପ୍ରଧାନ ବିଚାରପତି ଭାବେ ସୁପ୍ରିମ୍ କୋର୍ଟରେ ଶେଷ ଦିନରେ କ’ଣ କହିଲେ ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼?
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଆଜି ଥିଲା ଶେଷ ଦିନ । ତେବେ ତାଙ୍କ କାର୍ଯ୍ୟକାଳ ନଭେମ୍ବର ୧୦ତାରିଖରେ ଶେଷ ହେଉଛି । ସୁପ୍ରିମ୍ କୋର୍ଟଙ୍କୁ ବିଦାୟ ଦେଇ ସେ କହିଛନ୍ତି, ଅସହାୟ…
ପୁଣି ସେନା-ଆତଙ୍କୀ Encounter: ସୁରକ୍ଷାବଳର ଗୁଳିରେ ଟଳିପଡ଼ିଲେ ୨ ଆତଙ୍କବାଦୀ
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ଭାରତୀୟ ସେନା ଏବଂ ଆତଙ୍କବାଦୀ । ସୋପୋରରେ ହୋଇଥିବା ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଏହାସହିତ ଲସ୍କର-ଏ-ତୋଇବାର ୩ ଜଣ…
୫୫ଟି ହସ୍ତଶିଳ୍ପକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର: ସଂଶୋଧିତ ଅନୁମୋଦିତ ହସ୍ତଶିଳ୍ପର ତାଲିକା ପ୍ରକାଶ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୫୫ଟି ହସ୍ତଶିଳ୍ପକୁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ସଂଶୋଧିତ ଅନୁମୋଦିତ ହସ୍ତଶିଳ୍ପଗୁଡ଼ିକର ତାଲିକା ପ୍ରକାଶ ପାଇଛି । ୫୫ଟି ହସ୍ତଶିଳ୍ପର ଅନୁମୋଦନ ପାଇଁ ସୁପାରିଶ…
ବାୟୁ ପ୍ରଦୂଷଣର Side Effects: ଦୁର୍ବଳ ହୋଇଯାଏ ହାଡ଼, ରିସର୍ଚ୍ଚ ଦେଉଛି ବଡ଼ ସଂକେତ
ନୂଆଦିଲ୍ଲୀ: ଏକ ଅଧ୍ୟୟନରେ, ଏପରି ଭୟାନକ ଜିନିଷ ସାମ୍ନାକୁ ଆସିଛି ଯେ ଆପଣ ଚକିତ ହେବେ। ଅଧିକ ବାୟୁ ପ୍ରଦୂଷଣ ସହିତ ଆପଣ ଯେତେ ଅଧିକ ସହର କିମ୍ବା ଅଞ୍ଚଳରେ ବାସ କରନ୍ତି, ଆପଣଙ୍କ ହାଡ ଦୁର୍ବଳ ହୋଇଯିବ। ଏହପାଇଁ…
OSSC ପକ୍ଷରୁ ନୋଟିଫିକେସନ: ରାଜ୍ୟରେ ପୂରଣ ହେବ ଟାଇପିଷ୍ଟ ଓ ଷ୍ଟେନୋଗ୍ରାଫର ପଦ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ପୁଣି ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ଜୁନିୟର ଟାଇପିଷ୍ଟ ଓ ଜୁନିୟର ଷ୍ଟ୍ରୋନୋଗ୍ରାଫର ପଦ ପୂରଣ ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ…
ମାଆ ହେବେ ଆଥିୟା, କେଏଲ ରାହୁଲଙ୍କ ସହ ସେୟାର କଲେ ଖୁସିଖବର
ନୂଆଦିଲ୍ଲୀ: ଆଥିୟା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ କେଏଲ ରାହୁଲ ନିଜ ଫ୍ୟାନ୍ସଙ୍କୁ ଖୁସିଖବର ଦେଇଛନ୍ତି ଯେ, ସେମାନଙ୍କର ପ୍ରଥମ ଶିଶୁର ସ୍ୱାଗତ ଖୁବ ଶିଘ୍ର କରିବାକୁ ଯାଉଛନ୍ତି। ଜାନୁଆରୀ ୨୦୨୩ରେ ବିବାହ କରିଥିବା ଏହି…
୨୯ ତାରିଖରେ ଦମଦାର Discount: ସୋ’ରୁମରେ ଶସ୍ତା ହୋଇଯିବ ସବୁ ଜିନିଷ, କିନ୍ତୁ କାହିଁକି?
ଓଡ଼ିଶା ଭାସ୍କର: ଧୀରେ ଧୀରେ ଫେଷ୍ଟିଭ ସିଜନ ସରି ସରି ଆସୁଛି । ବିଭିନ୍ନ ଜିନିଷରେ ଥିବା ପୂଜା ଅଫର ମଧ୍ୟ ହଟାଇଲେଣି କମ୍ପାନୀ । କିନ୍ତୁ ଆସନ୍ତା ନଭେମ୍ବର ୨୯ ତାରିଖରେ ପୁଣିଥରେ ଲୋକଙ୍କ ପାଖକୁ ଫେରୁଛି ସପିଙ୍ଗ…
ବିଚିତ୍ର ସଂଯୋଗ! ପତ୍ନୀଙ୍କୁ ‘OK’ କହିବା ପରେ ରେଲୱେର ୩ କୋଟି କ୍ଷତି ହେଲା, ଦାମ୍ପତ୍ୟ କଳହର ବଡ଼ ସାଇଡ୍ ଇଫେକ୍ଟ ଦେଖିଲା ଦୁନିଆ
ନୂଆଦିଲ୍ଲୀ: ଆଜିକାଲି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିବା ଏକ ସାଧାରଣ କଥା । ତେବେ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହେଉଥିବା ଏଇ ବିବାଦର ସାଇଡ୍ ଇଫେକ୍ଟ ଯେ ଯେ ଏତେ ଭୟଙ୍କର ହୋଇପାରେ, ତା’ର ଏକ ବଡ଼ ପ୍ରମାଣ…
ବାହାର ରାଜ୍ୟରୁ ଧାନ ଯେପରି ନଆସିବ ସେଥିପାଇଁ ସିଲ୍ ହେବ ସୀମା: କୃଷ୍ଣଚନ୍ଦ୍ର ପାତ୍ର
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବାହାର ରାଜ୍ୟରୁ ଧାନ ଯେପରି ନଆସିବ ସେଥିପାଇଁ ସିଲ୍ ହେବ ସୀମା । ଗଞ୍ଜାମରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା । ‘ଆମର ପାଟ୍ରୋଲିଂ ଗାଡ଼ି ବୁଲିବ, ସିସିଟିଭି…