fbpx

ମମତା ବାନାର୍ଜୀଙ୍କ ଘର ଆଗରେ ଉତ୍ସବ ପାଳନ କଲେ ଟିଏମସି ସଦସ୍ୟ

ପଶ୍ଚିମବଙ୍ଗ ୦୨ ।୦୫ (ଓଡ଼ିଶା ଭାସ୍କର) : ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳ ଧୀରେ ଧୀରେ ବାହାରିବାରେ ଲାଗିଛି । ବିଜେପି ବର୍ତ୍ତମାନ ପର୍ଯ୍ୟନ୍ତି ୮୪ଟି ଆସନରେ ବହୁମତ ଆଣି ଥିବା ବେଳେ ମମତାଙ୍କ ତୃଣମୂଳ କଂଗ୍ରେସ ଏବେଯାଏ ୨୦୫ ଟି ଆସନରେ ଆଗୁଆ ରହିଛିି । ଏନେଇ ତୃଣମୂଳ କଂଗ୍ରେସ ସଦସ୍ୟଙ୍କ ପକ୍ଷରୁ ଉତ୍ସବ ପାଳନ କରିବା ଆରମ୍ଭ କରି ଦେଇଛନ୍ତି । ନୃଣମୂଳ କଂଗ୍ରେସର ସଦସ୍ୟମାନେ ମମତା ବାଜାର୍ଜୀଙ୍କ ଘର ସମ୍ମୁଖରେ ଏକାଠି ହୋଇ ସବୁଜ ରଙ୍ଗରେ ହୋଲି ଖେଳୁ ଥିବାର ଦେଖିବାକୁ ମିଳିଛି ।

Get real time updates directly on you device, subscribe now.