fbpx

ଜନଗଣନା ଓ ଏନପିଆର ବୈଠକ

ନୂଆଦିଲ୍ଲୀ, ୧୭ା୧: ଜନଗଣନା ଓ ଏନପିଆର ନେଇ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ନୂଆଦିଲ୍ଲୀ ଆମ୍ବେଦକର ଭବନରେ ବୈଠକ ଜାରି ରହିଛି । କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି । ସେହି ବୈଠକରେ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଉପସ୍ଥିତ ରହିଛନ୍ତି । ଗୃହ ମନ୍ତ୍ରାଳୟର ଉଚ୍ଚ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିଛନ୍ତି । ଓଡ଼ିଶାର ରାଜସ୍ୱ ବିଭାଗ ସଚିବ ଆର.ଏନ୍ ପଲେଇ ଯୋଗଦାନ ଦେଇଛନ୍ତି ।

Get real time updates directly on you device, subscribe now.